Introduction of myself/ମୋର ପରିଚୟ
[ସମ୍ପାଦନା]
ଓଡ଼ିଆ ଭାଷାରେ
ସ୍ଵାଗତଂ (Welcome to my page.)
ମୋର ନାମ- (ଡାକ୍ତର) ସୁବାସ ଚନ୍ଦ୍ର ରାଉତ/ I am Dr Subas Chandra Rout.
User:Subas Chandra Rout
User ID 3749 in Odia Language
1st Registration date – 22/07/ 2012, 11:13 AM
1st edit in Odia user name – 30/07/2012, 11:25 AM
E-Mail - subasmangal@yahoo.co.in
User ID (in English language) – 3892
1st Registration date – 22/08/2012, 06:00 AM
1st Edit in English user name – 05/09/2012, 11:25 AM
Adjudged Autopatroller on 21 August 2012:link
ଉଇକିପାଠାଗାରରେ ମୁଁ ୧୪ ନଭେମ୍ବର, ୨୦୧୪ ରେ ଯୋଗଦେଲି ।
ଶିକ୍ଷାଗତ ଯୋଗ୍ୟତା/ Education - M.S. (Orthopaedics), D. Ortho and LLB.
ବର୍ତ୍ତମାନ ଅବସ୍ଥାନ- ପାଇକ ନଗର, ଭୁବନେଶ୍ୱର, ଓଡ଼ିଶା, ଭାରତ ।
ଓଡିଶା ସ୍ଵାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରେଣୀରୁ ଓ କିମସ ମେଡିକାଲ କଲେଜର ସହକାରୀ ପ୍ରଫେଶର ପଦବୀରୁ ଅବସର ନେବା ପରେ ମଧ୍ୟ କର୍ମମୟ ଜୀବନ ଅଦ୍ୟାପି ଚାଲୁରଖିଛି । ଅଧୁନା ମୁଁ ଉଇକିମିଡିଆ ସଂସ୍ଥାରେ ଥିବା ଉଇକିପିଡ଼ିଆ, ଉଇକିପାଠାଗାର, ଉଇକିଡାଟା, କମନ୍ସ ଇତ୍ୟାଦି ପ୍ରକଳ୍ପମାନଙ୍କରେ ସ୍ଵେଚ୍ଛାସେବୀ ଭାବରେ ଇଣ୍ଟରନେଟରେ ସମ୍ପାଦନ କରିବାରେ ସତତ ବ୍ରତୀ ରହିଛି ।
ସର୍ବପ୍ରଥମେ ମୁଁ ଉଇକିପିଡ଼ିଆରେ ଲେଖା ଆରମ୍ଭ କଲି ଓଡ଼ିଆ ଭାଷାରେ । ପରେ ଚିନ୍ତା କଲି, ଉଇକିପିଡ଼ିଆ ଏକ ସଂସ୍ଥା ଯାହାର ବିଶ୍ଵବ୍ୟାପୀ ପରିସର ରହିଛି । ମୁଁ ଯଦି ଓଡ଼ିଆରେ ମୋର ପରିଚୟ ଦିଏ, ତେବେ ଅନ୍ୟ ଦେଶର ଲୋକମାନେ ପଢ଼ି ପାରିବେନି । ସୁତରାଂ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ମୋର ପରିଚୟ ଲେଖିଲି । ଓଡ଼ିଆ ଭାଷାରେ ଡାକ୍ତରୀ ବିଷୟ ଲେଖିଲେ ଲୋକମାନେ ଜାଣିପାରିବେନି । କାରଣ ଡାକ୍ତର ରୋଗର ନାମ ଇଂରାଜୀ ଭାଷାରେ ଲୋକଙ୍କୁ କହନ୍ତି । ସଂସାରରେ ହଜାର ହଜାର ସଂଖ୍ୟାରେ ରୋଗ ଅଛି । ସେ ସମସ୍ତଙ୍କର ନାମ ଓଡ଼ିଆରେ ନାହିଁ । ଏହା ବ୍ୟତୀତ ଓଡ଼ିଆରେ ରୋଗମାନଙ୍କର ନାମ ପ୍ରତି ଜିଲ୍ଲାରେ ଫରକ ଆସେ । ଏ ଜିଲ୍ଲାରେ କହୁଥିବା ରୋଗର ନାମ ଆର ଜିଲ୍ଲାର ଲୋକ ଶୁଣିଲେ ବୁଝିପାରନ୍ତିନି । ସେଥିଯୋଗୁ ମୁଁ ଇଂରାଜୀରେ ରୋଗ ନାମ ଲେଖିଲି, କିନ୍ତୁ ଏଭଳି ଲେଖିଲି ଯେ ସେହି ଇଂରାଜୀ ନାମ ଉପରେ କ୍ଲିକ କଲେ ଓଡ଼ିଆରେ ରୋଗ ବିଷୟଟି ଲେଖା ହୋଇଥିବା ଦେଖାଯିବ ।
Profession – I am an orthopedic surgeon. At present, whole heartedly, I am a contributor of articles to different projects of Wikimedia.
At present I am at living at Paika Nagar, Bhubaneswar, Odisha, India.
After retirement from the rank of Joint Director in the Department of Health and Family Welfare of Govt. of Odisha (India), I was Assistant Professor at KIMS Medical College, Bhubaneswar, Odisha, India.
I started editing miscellaneous articles in Odia Language in incubator. After about one month, I started editing Medical and other topics of importance in Wikipedia and in Odia language. At present I edit in Wikipedia, Wikisource, en:Wikidata and Commons in Odia and English languages.