ଲାକ୍ଟୁଲୋଜ

ଉଇକିପିଡ଼ିଆ‌ରୁ
(Lactuloseରୁ ଲେଉଟି ଆସିଛି)
ଲାକ୍ଟୁଲୋଜ
Clinical data
Pronunciation/ˈlækt[invalid input: 'jʉ']lz/
Trade namesCholac, Generlac, Consulose, and other
AHFS/Drugs.commonograph
MedlinePlusa682338
Pregnancy
category
  • US: B (No risk in non-human studies)
Routes of
administration
Oral
ATC code
Legal status
Legal status
Pharmacokinetic data
BioavailabilityPoorly absorbed
Metabolism100% in colon by enteric bacteria
Onset of action8 to 48 hours[୧][୨]
Elimination half-life1.7-2 hours
ExcretionFecal
Identifiers
  • 4-O-β-D-Galactopyranosyl-β-D-fructofuranose
    OR
    (2S,3R,4S,5R,6R)-2-((2R,3S,4S,5R)-4,5-dihydroxy-2,5-bis(hydroxymethyl) tetrahydrofuran-3-yloxy)-6-(hydroxymethyl)tetrahydro-2H-pyran-3,4,5-triol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.022.752 Edit this at Wikidata
Chemical and physical data
FormulaC12H22O11
Molar mass342.296 g/mol
3D model (JSmol)
  • O[C@H]2[C@H](O[C@@H]1O[C@H](CO)[C@H](O)[C@H](O)[C@H]1O)[C@H](O[C@]2(O)CO)CO
  • InChI=1S/C12H22O11/c13-1-4-6(16)7(17)8(18)11(21-4)22-9-5(2-14)23-12(20,3-15)10(9)19/h4-11,13-20H,1-3H2/t4-,5-,6+,7+,8-,9-,10+,11+,12-/m1/s1 checkY
  • Key:JCQLYHFGKNRPGE-FCVZTGTOSA-N checkY
  (verify)

ଲାକ୍ଟୁଲୋଜ ଆମ ଦେହରେ ଅବଶୋଷିତ ହେଉ ନ ଥିବା ଏକ ଔଷଧ ଯାହା କୋଷ୍ଠକାଠିନ୍ୟହେପାଟିକ ଏନ‌କେଫାଲୋପାଥି ରୋଗରେ ବ୍ୟବ‌ହାର ହୁଏ । [୩][୪] କୋଷ୍ଠକାଠିନ୍ୟ ନିମନ୍ତେ ପାଟିରେ ଖାଇବାକୁ ଦିଆଯାଏ ଓ ହେପାଟିକ ଏନ‌କେଫାଲୋପାଥି ନିମନ୍ତେ ମଳାଶୟରେ ଭର୍ତ୍ତିକରାଯାଏ । [୩] ଏହା ୮ରୁ ୧୨ ଘଣ୍ଟା ପରେ କାମ କରିବାକୁ ଆରମ୍ଭ କରେ ଓ କୋଷ୍ଠକାଠିନ୍ୟରେ ଉନ୍ନତି ଆଣିବାକୁ ପ୍ରାୟ ୨ ଦିନ ଲାଗିଯାଏ । [୧][୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଫାମ୍ପିବା ଓ କ୍ରାମ୍ପ ମୂଖ୍ୟ ସ୍ଥାନ ଅଧିକାର କରେ । ଏହାଦ୍ୱାରା ତରଳ ଝାଡ଼ା ହେଲେ ଇଲେକ୍ଟ୍ରୋଲାଇଟ ସମସ୍ୟା ଦେଖାଯାଇପାରେ । ଏହାର ବ୍ୟବ‌ହାରଦ୍ୱାରା ଗର୍ଭାବସ୍ଥାରେ ଥିବା ଶିଶୁର କିଛି କ୍ଷତି ହେବାର ପ୍ରମାଣ ମିଳିନାହିଁ । [୩] ସ୍ତନ୍ୟପାନ‌ ବିପଦମୁକ୍ତ ବୋଲି ଧରାଯାଏ । [୫] ଏହାକୁ ଓସ୍ମୋଟିକ ରେଚକ ଶ୍ରେଣୀରେ ରଖାଯାଏ । [୬]

ସନ ୧୯୨୯ରେ ପ୍ରଥମେ ଲାକ୍ଟୁଲୋଜ ତିଆରି ହୋଇଥିଲା ଓ ସନ ୧୯୫୦ରୁ ଏହା ଚିକିତ୍ସାରେ ବ୍ୟବ‌ହାର ହେଉଛି । [୭][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୯] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [୪] ଏହାର ହୋଲସେଲ ମୂଲ୍ୟ ପ୍ରତି ମାତ୍ରା(ଡୋଜ) ନିମନ୍ତେ ପ୍ରାୟ 0.୧୮ ଆମେରିକୀୟ ଡଲାର । [୧୦] ଆମେରିକାରେ ଲାକ୍ଟୁଲୋଜ ୩୦ ମାତ୍ରା ତରଳପଦାର୍ଥର ମୂଲ୍ୟ ପ୍ରାୟ ୨0 ଡଲାର ।[୩] ଏହା ଲାକ୍ଟୋଜ ବା ଦୁଧ ଶର୍କରାରୁ ପ୍ରସ୍ତୁତ କରାଯାଏ । [୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Goldman, edited by Ann; Hain, Richard; Liben, Stephen (2006). Oxford textbook of palliative care for children (2 ed.). Oxford: Oxford University Press. p. 352. ISBN 9780198526537. {{cite book}}: |first1= has generic name (help)
  2. ୨.୦ ୨.୧ Helms, Richard A. (2006). Textbook of therapeutics : drug and disease management (8 ed.). Philadelphia, Pa. [u.a.]: Lippincott Williams & Wilkins. p. 1310. ISBN 9780781757348.
  3. ୩.୦ ୩.୧ ୩.୨ ୩.୩ "Lactulose". The American Society of Health-System Pharmacists. Retrieved Aug 11, 2015.
  4. ୪.୦ ୪.୧ Hamilton, Richard J. (2013). Tarascon pocket pharmacopoeia : 2013 classic shirt-pocket edition (27 ed.). Burlington, Ma.: Jones & Bartlett Learning. p. 191. ISBN 9781449665869.
  5. Jones, Wendy (2013). Breastfeeding and Medication. Routledge. p. 127. ISBN 9781136178153.
  6. Whitlow, Charles (2009). Improved Outcomes in Colon and Rectal Surgery. New York: Informa Healthcare. p. 366. ISBN 9781420071535.
  7. McSweeney, P.L.H.; Fox, P.F. (2009). Advanced dairy chemistry (3rd ed.). New York: Springer-Verlag. p. 236. ISBN 9780387848655.
  8. Schumann, C (November 2002). "Medical, nutritional and technological properties of lactulose. An update". European journal of nutrition. 41 Suppl 1: I17-25. PMID 12420112.
  9. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  10. "Lactulose". International Drug Price Indicator Guide. Retrieved 11 August 2015.[permanent dead link]
  11. Kuntz, Hans-Dieter (2008). Hepatology textbook and atlas : history, morphology, biochemistry, diagnostics, clinic, therapy (3 ed.). Heidelberg: Springer. p. 887. ISBN 9783540768395. {{cite book}}: External link in |ref= (help)