ମେଲୋକ୍ସିକାମ
| Clinical data | |
|---|---|
| Trade names | Mobic, Metacam, others |
| AHFS/Drugs.com | monograph |
| MedlinePlus | a601242 |
| Pregnancy category | |
| Routes of administration | By mouth |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 89%[୧] |
| Protein binding | 99.4%[୧] |
| Metabolism | Liver (CYP2C9 and 3A4-mediated)[୧] |
| Elimination half-life | 20 hours[୧] |
| Excretion | Urine and faeces equally[୧] |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| PDB ligand | |
| ECHA InfoCard | 100.113.257 |
| Chemical and physical data | |
| Formula | C14H13N3O4S2 |
| Molar mass | 351.403 g/mol |
| 3D model (JSmol) | |
| |
| |
| | |
ମେଲୋକ୍ସିକାମ (ଇଂରାଜୀ ଭାଷାରେ Meloxicam, ଏକ ବିକ୍ରୟ ନାମ ମୋବିକ/ Mobic) ଏକ ଏନଏସଏଆଇଡି (nonsteroidal anti-inflammatory drug or NSAID) ଯାହା ରିଉମାଟଏଡ ଡିଜିଜ (rheumatic disease) ଓ ଓଷ୍ଟିଓଆର୍ଥ୍ରାଇଟିସ ରୋଗରେ ହେଉଥିବା ଯନ୍ତ୍ରଣା ଓ ପ୍ରଦାହର ଚିକିତ୍ସା ନିମନ୍ତେ ଦିଆଯାଏ ।[୨][୩] ଏହା ପାଟିରେ ଦିଆଯାଏ ।[୩] ଏହାକୁ ଅଳ୍ପ ମାତ୍ରା ବା ଡୋଜରେ ଅଳ୍ପ ଅବଧି ନିମନ୍ତେ ଦେବାକୁ ଉପଦେଶ ଦିଆଯାଏ ।[୩]
ମେଲୋକ୍ସିକାମର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ମୁଣ୍ଡ ଓଜନିଆ, ଫୁଲା, ମୁଣ୍ଡ ବିନ୍ଧା ଓ ରାସ୍ ହୁଏ ।[୩] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହୃତ୍ପିଣ୍ଡ ରୋଗ, ସ୍ଟ୍ରୋକ, ବୃକ୍କ ସମସ୍ୟା ଓ ଉଦର ଘାଆ (stomach ulcer) ହୋଇପାରେ ।[୩] ଗର୍ଭର ତ୍ରୈମାସିକ (third trimester of pregnancy) ସମୟରେ ଏହା ଦିଆଯାଏନାହିଁ । [୩] ଏହା କକ୍ସ-୧ (cyclooxygenase-1/ COX-1) ଅପେକ୍ଷା କକ୍ସ-୨କୁ (cyclooxygenase-2/ COX-2) ଅଧିକ ଅବରୋଧ କରେ ।[୩] ଏହା ଅକ୍ସିକାମ (oxicam) ପରିବାରର ଏକ ରାସାୟନିକ ଦ୍ରବ୍ୟ ଓ ପିରୋକ୍ସିକାମ (piroxicam) ସହ ନିକଟ ସମ୍ପର୍କ ରଖିଥାଏ । [୩]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାକୁ ବେରିଙ୍ଗର-ଇଙ୍ଗେଲହେମ (Boehringer-Ingelheim) ବିକଶିତ କରିଥିଲେ କିନ୍ତୁ ଏହା ଜେନେରିକ ଔଷଧ (generic medication) ଆକାରରେ ମିଳେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୨ ଡଲାରରୁ କମ୍ ଥିଲେ ।[୪] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୦.୧୩ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୨୧ ନିୟୁତ ପ୍ରେସକ୍ରିପସନ ହୋଇଥିଲା ଓ ଏହା ୩୬ତମ ସର୍ଭାଧିକ ପ୍ରେସକ୍ରିସନ ହୋଇଥିବା ଔଷଧ ଥିଲା । [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Noble, S; Balfour, JA (March 1996). "Meloxicam". Drugs. 51 (3): 424–30, discussion 431–32. doi:10.2165/00003495-199651030-00007. PMID 8882380.
- ↑ ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. pp. 1112–1113. ISBN 9780857113382.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Meloxicam Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.