ମିଥାଇଲଡୋପା

ଉଇକିପିଡ଼ିଆ‌ରୁ
ମିଥାଇଲଡୋପା
Clinical data
Trade namesAldomet, Aldoril, Dopamet, others
SynonymsL-α-Methyl-3,4-dihydroxyphenylalanine
AHFS/Drugs.commonograph
MedlinePlusa682242
Pregnancy
category
  • AU: A
  • US: B (No risk in non-human studies)
Routes of
administration
by mouth, IV
ATC code
Legal status
Legal status
Pharmacokinetic data
Bioavailabilityapproximately 50%
MetabolismLiver
Onset of action4 to 6 hrs[୧]
Elimination half-life105 minutes
Duration of action10 to 48 hrs[୧]
ExcretionKidney for metabolites
Identifiers
  • (S)-2-amino-3-(3,4-dihydroxyphenyl)-2-methyl-propanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEMBL
ECHA InfoCard100.008.264 Edit this at Wikidata
Chemical and physical data
FormulaC10H13NO4
Molar mass211.215 g/mol
3D model (JSmol)
  • C[C@](CC1=CC(=C(C=C1)O)O)(C(=O)O)N
  • InChI=1S/C10H13NO4/c1-10(11,9(14)15)5-6-2-3-7(12)8(13)4-6/h2-4,12-13H,5,11H2,1H3,(H,14,15)/t10-/m0/s1 ☒N
  • Key:CJCSPKMFHVPWAR-JTQLQIEISA-N ☒N
 ☒NcheckY (what is this?)  (verify)

ମିଥାଇଲଡୋପା (ଇଂରାଜୀ ଭାଷାରେ Methyldopa, ଏକ ବିକ୍ରୟ ନାମ ଆଲଡୋମେଟ /Aldomet) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ (high blood pressure) ରୋଗ ଚିକିତ୍ସାରେ ଦିଆଯାଏ । ଗର୍ଭାବସ୍ଥା ଉଚ୍ଚ ରକ୍ତଚାପରେ high blood pressure in pregnancy ଏହା ସବୁଠାରୁ ପସନ୍ଦ‌ଯୋଗ୍ୟ ଔଷଧ । ଅତ୍ୟୁଚ୍ଚ ଲକ୍ଷଣ‌ଯୁକ୍ତ ରକ୍ତଚାପ (very high blood pressure resulting in symptoms) ଥିଲେ ଅନ୍ୟାନ୍ୟ ଔଷଧ ପସନ୍ଦ କରାଯାଏ । ଏହା ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଔଷଧର ପ୍ରଭାବ ୫ ଘଣ୍ଟା ପରେ ଆସେ ଓ ପ୍ରାୟ ଗୋଟିଏ ଦିନ ରହେ । [୧]

ଏହି ଔଷଧ ସେବନରେ ବ‌ହୁତ ନିଦ ଲାଗେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଲୋହିତ ରକ୍ତ କଣିକା ଫାଟିଯାଏ (red blood cell breakdown), ଯକୃତ ସମସ୍ୟା ହୁଏ ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ । ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର ଆଗୋନିସ୍ଟ alpha-2 adrenergic receptor agonist ଶ୍ରେଣୀର ମିଥାଇଲଡୋପା ଏକ ଔଷଧ । ସିମ୍ପାଥେଟିକ ସ୍ନାୟୁ ମଣ୍ଡଳର (sympathetic nervous system) କାର୍ଯ୍ୟ କମେଇବା ନିମନ୍ତେ ମିଥାଇଲଡୋପା ମସ୍ତିଷ୍କ‌କୁ ଉତ୍ତେଜିତ କରେ ।[୧]

ମିଥାଇଲଡୋପା ସନ ୧୯୬୦ରେ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୪.୩୧ରୁ ୯.୪୮ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Methyldopa". The American Society of Health-System Pharmacists. Retrieved 8 December 2016.
  2. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Methyldopa". International Drug Price Indicator Guide. Retrieved 8 December 2016.[permanent dead link]
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 140. ISBN 9781284057560.