ଡାସାଟିନିବ
Clinical data | |
---|---|
Trade names | Sprycel |
AHFS/Drugs.com | monograph |
MedlinePlus | a607063 |
data | |
Pregnancy category | |
Routes of administration | By mouth (tablets) |
ATC code | |
Legal status | |
Legal status | |
Pharmacokinetic data | |
Protein binding | 96% |
Metabolism | Liver |
Elimination half-life | 1.3 to 5 hours |
Excretion | Faecal (85%), kidney (4%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.228.321 |
Chemical and physical data | |
Formula | C22H26ClN7O2S |
Molar mass | 488.01 g/mol |
3D model (JSmol) | |
| |
| |
(what is this?) (verify) |
ଡାସାଟିନିବ (ଇଂରାଜୀ ଭାଷାରେ Dasatinib, ଏକ ବିକ୍ରୟ ନାମ ସ୍ପ୍ରାଇସେଲ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କେତେକ କ୍ରନିକ ମାୟେଲୋଜେନସ ଲିଉକେମିଆ (ସିଏମଏଲ) (chronic myelogenous leukemia) ଓ ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ (ଏଏଲଏଲ) (acute lymphoblastic leukemia) ରୋଗରେ ଦିଆଯାଏ ।[୧] ବିଶେଷତଃ ଫିଲାଡେଲଫିଆ କ୍ରୋମୋଜୋମ-ପଜିଟିଭ (Philadelphia chromosome)-positive (Ph+) ଥିବା ରୋଗରେ ଦିଆଯାଏ ।[୧] ଏହି ଔଷଧକୁ ପାଟିରେ ଦିଆଯାଏ । [୧]
ଡାସାଟିନିବର ସାଧାରଣ ପ୍ରତିକ୍ରିୟାରେ ଅଳ୍ପ ଶ୍ୱେତ ରକ୍ତ କଣିକା (low white blood cells), ଅଳ୍ପ ରକ୍ତ ପ୍ଲାଟେଲେଟ (low white blood cells), ଆନିମିଆ , ଇଡିମା (swelling), ରାସ ଓ ତରଳ ଝାଡ଼ା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତସ୍ରାବ, ପଲମୋନାରୀ ଇଡିମା (pulmonary edema), ହୃଦ୍ପାତ ଓ ପ୍ରଲୋଙ୍ଗଡ କ୍ୟୁଟି ସିଣ୍ଡ୍ରୋମ (prolonged QT syndrome) ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଶିଶୁ ପ୍ରତି ହାନୀକାରକ ହୋଇପାରେ ।[୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର (tyrosine kinase inhibitor) ଯାହା ବିସିଆର-ଏବିଏଲ (Bcr-Abl) ଭଳି ଟାଇରୋସିନ କାଇନେଜ ଓ ଏସସିଆର କାଇନେଜ ପରିବାରକୁ (Src kinase family) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡାସାଟିନିବ ସ୍ୱୀକୃତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ସନ ୨୦୧୫ରେ ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏକ ମାସ ଚିକିତ୍ସା ବାବଦ ୨,୫୦୫.୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଗୋଟିଏ ଭାରତୀୟ କମ୍ପାନୀ ଦାବୀ କରିଛି ସେ ଏହାର ଜେନେରିକ ସଂସ୍କରଣକୁ ମାତ୍ର ୪ ଆମେରିକୀୟ ଡଲାରରେ ବିକ୍ରୟ କରିପାରିବ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Dasatinib". The American Society of Health-System Pharmacists. Retrieved 8 December 2017.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ British national formulary : BNF 69 (69 ed.). British Medical Association. 2015. p. 614. ISBN 9780857111562.
- ↑ Cohen, D (4 November 2014). "US trade rep is pressing Indian government to forbid production of generic cancer drug, consortium says". BMJ (Clinical research ed.). 349: g6593. doi:10.1136/bmj.g6593. PMID 25370846.
ବାହ୍ୟ ଲିଙ୍କ
[ସମ୍ପାଦନା]- Sprycel (dasatinib) Official Site
- Prescribing information from Bristol-Myers Squibb
- Summary Basis for Approval from the U.S. Food and Drug Administration Freedom of Information Homepage
- Sprycel Summary of Product Characteristics (from the European Medicines Agency Website)
- Discovery of N-(2-Chloro-6-methyl-phenyl)-2-(6-(4-(2-hydroxyethyl)-piperazin-1-yl)-2-methylpyrimidin-4-ylamino)thiazole-5-carboxamide (BMS-354825), a Dual Src/Abl Kinase Inhibitor with Potent Antitumor Activity in Preclinical Assays