Jump to content

ମିଲ୍‌ଟେଫୋସିନ

ଉଇକିପିଡ଼ିଆ‌ରୁ
ମିଲ୍‌ଟେଫୋସିନ
Clinical data
Trade namesImpavido, Miltex, others
AHFS/Drugs.commonograph
Pregnancy
category
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    BioavailabilityHigh
    Protein binding~98%
    MetabolismSlow hepatic (non-CYP-dependent)
    Elimination half-life6 to 8 days and 31 days[]
    ExcretionPrimarily fecal
    Identifiers
    • 2-(hexadecoxy-oxido-phosphoryl)oxyethyl-trimethyl-azanium
    CAS Number
    PubChem CID
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.151.328 Edit this at Wikidata
    Chemical and physical data
    FormulaC21H46NO4P
    Molar mass407.568 g/mol
    3D model (JSmol)
    • [O-]P(=O)(OCCCCCCCCCCCCCCCC)OCC[N+](C)(C)C
    • InChI=1S/C21H46NO4P/c1-5-6-7-8-9-10-11-12-13-14-15-16-17-18-20-25-27(23,24)26-21-19-22(2,3)4/h5-21H2,1-4H3 checkY
    • Key:PQLXHQMOHUQAKB-UHFFFAOYSA-N checkY
     ☒NcheckY (what is this?)  (verify)

    ମିଲ୍‌ଟେଫୋସିନ (ଇରାଜୀ ଭାଷାରେ Miltefosine, ବିକ୍ରୟ ନାମ ଇମ୍ପାଭିଡୋ/Impavido) ଏକ ଔଷଧ ଯାହା ଲିସମାନିଆସିସ (leishmaniasis) ଓ ନେଗ୍ଲେରିଆ ଫ୍ଲାୱଲେରି (Naegleria fowleri) ଭଳି ଆମିବା ସଂକ୍ରମଣରେ (amoeba infections) ଦିଆଯାଏ ।[] ଚର୍ମ, ଭିସେରାଲ ଓ ମ୍ୟୁକୋସାଲ ଲିସମାନିଆସିସ ଇତ୍ୟାଦି ରୋଗରେ ଏହା ଦିଆଯାଏ ।[] ଏହା ଲାଇପୋସୋମାଲ ଆମ୍ଫୋଟେରିସିନ ବି (liposomal amphotericin B) ବା ପାରୋମୋମାଇସିନ ଔଷଧ ସାଥିରେ ଦିଆଯାଏ ।[] ଏହି ଔଷଧ ପାଟିରେ ଦିଆଯାଏ । []

    ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ପେଟ ଯନ୍ତ୍ରଣା, ଜ୍ୱର, ମୁଣ୍ଡବଥା ଓ କମ ବୃକ୍‌କ କ୍ରିୟା ସାଧନ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ବା କମ ସଂଖ୍ୟକ ରକ୍ତ ପ୍ଲାଟେଲେଟ (low blood platelets) ଦେଖାଯାଏ । ଗର୍ଭାବସ୍ଥାରେ ଦେଲେ ହାନୀ ହେଉଥିବାରୁ ଏହା ଦିଆଯାଏନାହିଁ ଓ ସ୍ତନ୍ୟପାନ ସମୟରେ ମଧ୍ୟ ଦେବାକୁ ମନା କରାଯାଏ । ଏହା କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି । []

    ମିଲ୍‌ଟେଫୋସିନ ପ୍ରଥମେ ୧୯୮୦ ମସିହାରେ ପ୍ରସ୍ତୁତ ହେବାବେଳେ କର୍କଟ ରୋଗର ଚିକିତ୍ସା ନିମନ୍ତେ ଅନୁଶୀଳନ କରାଯାଇଥିଲା ।[] କିଛି ବର୍ଷ ପରେ ଏହ ଲିସମାନିଆସିସ ରୋଗରେ ଉପକାର କରୁଥିବା ଜଣାଯିବାରୁ ଭାରତରେ ସନ ୨୦୦୨ରୁ ବ୍ୟବ‌ହାର ନିମନ୍ତେ ସ୍ୱିକୃତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ developing world ଏହାର ଗୋଟିଏ କୋର୍ଷର ମୂଲ୍ୟ ୬୫ରୁ ୧୫୦ ଆମେରିକୀୟ ଡଲାର । ବିକଶିତ ଦେଶମାନଙ୍କରେ ଏହି ମୂଲ୍ୟ ଅପେକ୍ଷା ୧୦ର ୫୦ ଗୁଣ ଅଧିକ ମୂଲ୍ୟ ଥାଏ ।[]

    1. 1 2 3 American Society of Health-System Pharmacists (26 February 2016). "Miltefosine Monograph for Professionals". www.drugs.com. Retrieved 16 November 2016.
    2. Dorlo, T. P. C.; Balasegaram, M.; Beijnen, J. H.; de Vries, P. J. (2012). "Miltefosine: a review of its pharmacology and therapeutic efficacy in the treatment of leishmaniasis". Journal of Antimicrobial Chemotherapy. 67 (11): 2576–2597. doi:10.1093/jac/dks275. PMID 22833634.
    3. 1 2 Yao, Stephanie (19 March 2014). "FDA approves Impavido to treat tropical disease leishmaniasis". FDA NEWS RELEASE. U.S. Food and Drug Administration. Retrieved 30 August 2014.
    4. 1 2 Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. p. 59, 88, 186. ISBN 9789241209496.
    5. Greenwood, David (2008). Antimicrobial Drugs: Chronicle of a Twentieth Century Medical Triumph (in ଇଂରାଜୀ). OUP Oxford. p. 310. ISBN 9780199534845.
    6. Kumar, Awanish (2013). Leishmania and Leishmaniasis (in ଇଂରାଜୀ). Springer Science & Business Media. p. 39. ISBN 9781461488699.
    7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.