ଗଳା ପ୍ରଦାହ
ଦେଖଣା
| ଗଳା ପ୍ରଦାହ | |
|---|---|
| acute sore throat | |
ଭୁତାଣୁ ଜନିତ ଗଳା ପ୍ରଦାହ । ଗଳା ଲାଲ ଦେଖାଯାଉଛି ଓ ଫୁଲିଛି । | |
| ଉଚ୍ଚାରଣ | |
| ବିଭାଗ | Infectious disease |
| ଆଇସିଡ଼ି-୧୦ | J02., J31.2 |
| ଆଇସିଡ଼ି-୯-ସିଏମ୍ | 462, 472.1 |
| ରୋଗ ଡାଟାବେସ | 24580 |
| ମେଡ଼ିସିନ-ପ୍ଲସ | 000655 |
| ଇ-ମେଡ଼ିସିନ | emerg/419 |
| MeSH | D010612 |
ଗଳା ପ୍ରଦାହ ରୋଗରେ ତଣ୍ଟି ପଛ ପାଖରେ ପ୍ରଦାହ ହୁଏ । ଏହା ଫଳରେ ଜ୍ୱର ଓ ଗଳା ଯନ୍ତ୍ରଣା (sore throat) ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନାକରୁ ପାଣି ବୋହିବା, କାଶ, ମୁଣ୍ଡବଥା, କର୍କଶ ସ୍ୱର (hoarse voice) ହୁଏ । ଲକ୍ଷଣ ପ୍ରାୟ ୩ରୁ ୫ ଦିନ ପର୍ଯ୍ୟନ୍ତ ରହେ ।ରୋଗ ଜଟିଳ ହେଲେ ସାଇନୁସାଇଟିସ (sinusitis) , ଆକ୍ୟୁଟ ଓଟାଇଟିସ ମିଡିଆ ହୁଏ (acute otitis media) । ଗଳା ପ୍ରଦାହ ରୋଗ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯୋଗୁ ହୁଏ ।[୧]
ଆଧାର
[ସମ୍ପାଦନା]- ↑ "Pharyngitis". National Library of Medicine. Retrieved 4 August 2016.