Jump to content

ଡାପ୍‌ସୋନ୍

ଉଇକିପିଡ଼ିଆ‌ରୁ
ଡାପ୍‌ସୋନ୍
Clinical data
Trade namesAczone
AHFS/Drugs.commonograph
MedlinePlusa682128
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    Oral, Topical
    ATC code
    Legal status
    Legal status
    • ℞-only (U.S.), POM (UK)
    Pharmacokinetic data
    Bioavailability70 to 80%
    Protein binding70 to 90%
    MetabolismHepatic (mostly CYP2E1-mediated)
    Elimination half-life20 to 30 hours
    ExcretionRenal
    Identifiers
    • 4-[(4-aminobenzene)sulfonyl]aniline
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.001.136 Edit this at Wikidata
    Chemical and physical data
    FormulaC12H12N2O2S
    Molar mass248.302 gmol−1
    3D model (JSmol)
    • O=S(=O)(c1ccc(N)cc1)c2ccc(N)cc2
    • InChI=1S/C12H12N2O2S/c13-9-1-5-11(6-2-9)17(15,16)12-7-3-10(14)4-8-12/h1-8H,13-14H2 checkY
    • Key:MQJKPEGWNLWLTK-UHFFFAOYSA-N checkY
      (verify)

    ଡାପ୍‌ସୋନ୍ ବା ଡାଇଆମିନୋଡାଇଫିନାଇଲସଲ୍‌ଫୋନ୍, ସଂକ୍ଷେପରେ ଡିଡିଏସ୍ (ଇଂରାଜୀରେ ଯଥାକ୍ରମେ Dapsone, diaminodiphenyl sulfone, DDS),[] ଏକ ଆଣ୍ଟିବାୟୋଟିକ ଯାହା କୁଷ୍ଠ ରୋଗ ନିମନ୍ତେ ରିଫାମ୍ପିସିନକ୍ଲୋଫାଜିମିନ ସ‌ହିତ ଦିଆଯାଏ । [] ନିମୋସିସ୍ଟାଇଟିସ ନିମୋନିଆର ଚିକିତ୍ସା ତ‌ଥା ପ୍ରତିଷେଧ ଆକାରରେ ଓ ଇମ୍ମ୍ୟୁନିଟି କମ ଥିବା ଟକ୍ସୋପ୍ଲାଜ୍ମୋସିସ ରୋଗର ପ୍ରତିଷଧକ ରୂପେ ଏହି ଔଷଧ ଦିଆଯାଏ । [] ଅଧିକନ୍ତୁ ଏହା ମୁଖବ୍ରଣ ଓ ଅନ୍ୟାନ୍ୟ ଚର୍ମ ରୋଗ ନିମନ୍ତେ ଦିଆଯାଏ । [] ଡାପ୍‌ସୋନ୍ ପାଟିବାଟେ ଦିଆଯାଏ ଓ ସ୍ଥାନୀୟ ଭାବରେ ମଧ୍ୟ ଦିଆଯାଏ । []

    ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଯଥାକ୍ରମେ ରକ୍ତ କଣିକା କମିଯିବା, ଗ୍ଲୁକୋଜ-୬-ଫସ୍‌ଫେଟ ଡିହାଇଡ୍ରଜେନେଜ ଅଭାବ ଥିବା ଲୋକଙ୍କର ଲୋହିତ ରକ୍ତ କଣିକା ନଷ୍ଟ ହେବା, କିମ୍ବା ହାଇପରସେନ୍ସିଟିଭିଟି । [] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଓକାଳ ଲାଗିବା ଓ ଖାଦ୍ୟ ରୁଚି ଅଭାବ ହେବା । [] ଯକୃତ ପ୍ରଦାହ ଓ ଅନେକ ପ୍ରକାରର ଚର୍ମ ରାସ ହୁଏ । [] ଅନେକ ଚିକିତ୍ସକ ଗର୍ଭାବସ୍ଥାରେ କୁଷ୍ଠ ହୋଇଥିଲେ ଏହା ଦେବାକୁ ସୁପାରିସ କରୁଥିଲେ ମଧ୍ୟ ଏହାର ବିପଦମୁକ୍ତ‌ତା ଜଣାନାହିଁ । [] ଏହା ସଲଫୋନ୍ ଶ୍ରେଣୀର ଔଷଧ । []

    ଆଣ୍ଟିବାୟୋଟକ ହିସାବରେ ଡାପ୍‌ସୋନ୍‌ର ଅନୁଶୀଳନ ପ୍ରଥମେ ୧୯୩୭ ମସିହାରେ ହୋଇଥିଲା । [] ସନ ୧୯୪୫ରୁ କୁଷ୍ଠ ରୋଗ ନିମନ୍ତେ ଏହି ବ୍ୟବ‌ହାର ହେଲା [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଯାହା ସାଧାରଣ ସ୍ୱାସ୍ଥ୍ୟ ପ୍ରଣାଳିରେ ଆବଶ୍ୟକ ହୁଏ । । [] ଏହା ଜେନେରିକ ନାମରେ ମିଳେ ଓ ଅତି ଶସ୍ତା । [][]

    1. Thomas L. Lemke (2008). Foye's Principles of Medicinal Chemistry. Lippincott Williams & Wilkins. p. 1142. ISBN 9780781768795.
    2. 1 2 3 4 5 6 7 "Dapsone". The American Society of Health-System Pharmacists. Retrieved Jan 12, 2015.
    3. 1 2 3 Zhu,, YI; Stiller, MJ; et al. (2001). "Dapsone and sulfones in dermatology: overview and update". Journal of the American Academy of Dermatology. 45 (3): 420–34. doi:10.1067/mjd.2001.114733. PMID 11511841.{{cite journal}}: CS1 maint: extra punctuation (link)
    4. 1 2 Joel E. Gallant (2008). Johns Hopkins HIV Guide 2012. Jones & Bartlett Publishers. p. 193. ISBN 9781449619794.
    5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    6. Greenwood, David (2008). Antimicrobial Drugs: Chronicle of a Twentieth Century Medical Triumph. Oxford University Press. p. 197. ISBN 9780199534845.