ଇପ୍ରାଟ୍ରୋପିଅମ ବ୍ରୋମାଇଡ

ଉଇକିପିଡ଼ିଆ‌ରୁ
(Ipratropium bromideରୁ ଲେଉଟି ଆସିଛି)
ଇପ୍ରାଟ୍ରୋପିଅମ ବ୍ରୋମାଇଡ (INN)
Clinical data
Trade namesAtrovent, Apovent, Ipraxa, Rinatec, other
AHFS/Drugs.commonograph
Pregnancy
category
  • US: B (No risk in non-human studies)
Routes of
administration
Inhalation
ATC code
Legal status
Legal status
Pharmacokinetic data
Protein binding0 to 9% in vitro
MetabolismHepatic
Elimination half-life2 hours
Identifiers
  • [8-methyl-8-(1-methylethyl)- 8-azoniabicyclo[3.2.1] oct-3-yl] 3-hydroxy-2-phenyl-propanoate
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEMBL
ECHA InfoCard100.040.779 Edit this at Wikidata
Chemical and physical data
FormulaC20H30BrNO3
Molar mass412.37 g/mol
3D model (JSmol)
  • CC(C)[N+]1([C@@H]2CC[C@H]1C[C@H](C2)OC(=O)C(CO)C3=CC=CC=C3)C.[Br-]
  • InChI=1S/C20H30NO3.BrH/c1-14(2)21(3)16-9-10-17(21)12-18(11-16)24-20(23)19(13-22)15-7-5-4-6-8-15;/h4-8,14,16-19,22H,9-13H2,1-3H3;1H/q+1;/p-1/t16-,17+,18+,19?,21?;
  • Key:LHLMOSXCXGLMMN-WDTICOSOSA-M
 ☒NcheckY (what is this?)  (verify)

ଇପ୍ରାଟ୍ରୋପିଅମ ବ୍ରୋମାଇଡ, ବିକ୍ରୟ ନାମ ଆଟ୍ରୋଭେଣ୍ଟ ଏକ ଔଷଧ ଯାହା ଫୁସଫୁସ ମଧରେ ଥିବା ବଡ଼ ଓ ମଧ୍ୟମ ଶ୍ୱାସନଳୀମାନଙ୍କୁ ସ୍ଫୀତ କରିଦିଏ[୧]ଏହା ସିଓପିଡିଆଜ୍‌ମା ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ମିଟରଡୋଜ ଅନ୍ତଃଶ୍ୱସକ (inhaler ) ବା କଣିତ୍ର nebulizer ଆକାରରେ ଦିଆଯାଏ । ଏହାର କାମ ୧୫ରୁ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ୩ରୁ ୫ଘଣ୍ଟା ପର୍ଯ୍ୟନ୍ତ ରହେ ।[୧]

ଶୁଖିଲା ପାଟି, କାଶ ଓ ବ୍ରୋଙ୍କସ୍ ପ୍ରଦାହ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଭାବେ ପରିଚିତ । ଅନ୍ୟ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁତ୍ରରୋଧ,ଶ୍ୱାସନଳୀ ଅତିସଙ୍କୋଚନ ଓ ସାଙ୍ଘାତିକ ଆଲର୍ଜି ପ୍ରତିକ୍ରିୟା ଇତ୍ୟାଦି ଦେଖାଯାଏ ।[୧] ଏହା ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ନିରାପଦ ଥିବା ଜଣାଯାଏ ।[୧][୨] ଇପ୍ରାଟ୍ରୋପିଅମ ଏକ ଆଣ୍ଟିକୋଲିନର୍ଜିକ ଔଷଧ ଯାହା ଅନୈଛିକ ପେଶୀମାଙ୍କୁ (smooth muscle) ଶିଥିଳ କରିଦିଏ ।[୧]

ସନ ୧୯୭୬ରେ ଇପ୍ରାଟ୍ରୋପିଅମ ବ୍ରୋମାଇଡ ପ୍ରସ୍ତୁତ କରାଯାଇଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୬ରେ ଏହି ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱିକୃତୀ ପାଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏହାର ୨୦୦ ମିଟର ଡୋଜ ସମ୍ପର୍ଣ୍ଣ ଅନ୍ତଃଶ୍ୱସକର (inhaler) ମୂଲ୍ୟ ୬.୬୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Ipratropium Bromide". The American Society of Health-System Pharmacists. Retrieved Dec 2, 2015.
  2. Yaffe, Gerald G. Briggs, Roger K. Freeman, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 763. ISBN 9781608317080.{{cite book}}: CS1 maint: multiple names: authors list (link)
  3. Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 144. ISBN 9783527326693.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Ipratropium Bromide". International Drug Price Indicator Guide. Retrieved 5 December 2015.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 455. ISBN 9781284057560.