ମରକାପ୍ଟୋପ୍ୟୁରିନ

ଉଇକିପିଡ଼ିଆ‌ରୁ
(Mercaptopurineରୁ ଲେଉଟି ଆସିଛି)
ମରକାପ୍ଟୋପ୍ୟୁରିନ
Clinical data
Trade namesPurinethol, others
Synonyms6-mercaptopurine (6-MP)
AHFS/Drugs.commonograph
MedlinePlusa682653
Pregnancy
category
  • D
Routes of
administration
by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability5 to 37%
Metabolismxanthine oxidase
Elimination half-life60 to 120 min., longer for its active metabolites
Excretionkidney
Identifiers
  • 3,7-dihydropurine-6-thione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.035 Edit this at Wikidata
Chemical and physical data
FormulaC5H4N4S
Molar mass152.177 g/mol
3D model (JSmol)
  • S=C2/N=C\Nc1ncnc12
  • InChI=1S/C5H4N4S/c10-5-3-4(7-1-6-3)8-2-9-5/h1-2H,(H2,6,7,8,9,10) checkY
  • Key:GLVAUDGFNGKCSF-UHFFFAOYSA-N checkY
  (verify)

ମରକାପ୍ଟୋପ୍ୟୁରିନ (ଇଂରାଜୀ ଭାଷାରେ Mercaptopurine ବା 6-MP, ବିକ୍ରୟ ନାମ ପ୍ୟୁରିନେଥଲ/Purinethol) ଏକ ଔଷଧ ଯାହା କର୍କଟଅଟୋଇମ୍ମ୍ୟୁନ ରୋଗ (autoimmune diseases) ଚିକିତ୍ସାରେ ଦିଆଯାଏ ।[୧] ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ବା ଏଏଲଏଲ (acute lymphocytic leukemia ବା ALL), କ୍ରନିକ ମାୟେଲଏଡ ଲିଉକେମିଆ ବା ସିଏମଏଲ (chronic myeloid leukemia ବା CML), କ୍ରନ୍ ରୋଗଅଲସରେଟିଭ କୋଲାଇଟିସ ରୋଗମାନଙ୍କରେ ନିର୍ଦ୍ଦିଷ୍ଟ ଭାବରେ ଏହି ଔଷଧ ଦିଆଯାଏ ।[୧][୨] ଏଏଲଏଲ ରୋଗରେ ପ୍ରାୟ ମେଥୋଟ୍ରେକ୍ସେଟ ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]

ମରକାପ୍ଟୋପ୍ୟୁରିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ବିଷକ୍ରିୟା (liver toxicity), ବାନ୍ତି ଓ ଅରୁଚି ଆଦି ଲକ୍ଷଣ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ କର୍କଟ ରୋଗ ଓ ଅଗ୍ନାଶୟ ପ୍ରଦାହ ହୋଇପାରେ । ଥାୟୋପ୍ୟୁରିନ ଏସ-ମିଥାଇଲଟ୍ରାନସଫରେଜ (thiopurine S-methyltransferase)ର ଜେନେଟିକ ଅଭାବ ଥିଲେ ପ୍ରତିକ୍ରିୟା ଅଧିକ ହେବା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ ।[୧] ଏହା ଥାୟୋପ୍ୟୁରିନ (thiopurine) ଓ ଆଣ୍ଟିମେଟାବୋଲାଇଟ (antimetabolite) ଶ୍ରେଣୀର ଏକ ଔଷଧ । [୩][୨]

ସନ ୧୯୫୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ମରକାପ୍ଟୋପ୍ୟୁରିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୮.୪୨ରୁ ୨୦୦.୧୬ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ଏକ ମାସର ମୂଲ୍ୟ ପ୍ରାୟ ୧୨୧.୧୩ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ହୋଲସେଲ ମୂଲ୍ୟ ପ୍ରାୟ ୯୯.୧୬ ଆମେରିକୀୟ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Mercaptopurine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 590. ISBN 9780857111562.
  3. Sahasranaman, S.; Howard, D.; Roy, S. (2008). "Clinical pharmacology and pharmacogenetics of thiopurines". European Journal of Clinical Pharmacology. 64 (8): 753–767. doi:10.1007/s00228-008-0478-6. PMID 18506437.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Mercaptopurine". International Drug Price Indicator Guide. Retrieved 8 December 2016.[permanent dead link]
  6. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 21 December 2016.