Jump to content

କାପେସାଇଟାବିନ

ଉଇକିପିଡ଼ିଆ‌ରୁ
କାପେସାଇଟାବିନ
Clinical data
Pronunciation/kæpɪˈstəbin/
Trade namesXeloda, others
AHFS/Drugs.commonograph
MedlinePlusa699003
Pregnancy
category
  • AU: D
  • US: D (Evidence of risk)
    Routes of
    administration
    by mouth
    Drug classchemotherapy agent
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    BioavailabilityExtensive
    Protein binding< 60%
    Metabolismliver, to 5'-DFCR, 5'-DFUR (inactive); neoplastic tissue, 5'-DFUR to active fluorouracil
    Elimination half-life38–45 minutes
    Excretionkidney (95.5%), faecal (2.6%)
    Identifiers
    • Pentyl [1-(3,4-dihydroxy-5-methyltetrahydrofuran-2-yl)-5-fluoro-2-oxo-1H-pyrimidin-4-yl]carbamate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.112.980 Edit this at Wikidata
    Chemical and physical data
    FormulaC15H22FN3O6
    Molar mass359.35 g/mol
    3D model (JSmol)
    • FC=1\C(=N/C(=O)N(C=1)[C@@H]2O[C@@H]([C@@H](O)[C@H]2O)C)\NC(=O)OCCCCC
    • InChI=1S/C15H22FN3O6/c1-3-4-5-6-24-15(23)18-12-9(16)7-19(14(22)17-12)13-11(21)10(20)8(2)25-13/h7-8,10-11,13,20-21H,3-6H2,1-2H3,(H,17,18,22,23)/t8-,10-,11-,13-/m1/s1 checkY
    • Key:GAGWJHPBXLXJQN-UORFTKCHSA-N checkY
      (verify)

    କାପେସାଇଟାବିନ (ଇଂରାଜୀ ଭାଷାରେ Capecitabine, ବିକ୍ରୟ ନାମ ଜେଲୋଡା/Xeloda) ଏକ କେମୋଥେରାପି ଔଷଧ (chemotherapy medication) ଯାହା ସ୍ତନ କର୍କଟ, ପାକସ୍ଥଳୀ କର୍କଟ (gastric cancer) ଓ ବୃହଦନ୍ତ୍ର-ମଳାଶୟ କର୍କଟ[] ସ୍ତନ କର୍କଟ ରୋଗରେ ଏହା ସ‌ହିତ ଡୋସେଟାକସେଲ (docetaxel) ଦିଆଯାଏ । ଏହି ଔଷଧ ପାଟିରେ ଦିଆଯାଏ ।[]

    କାପେସାଇଟାବିନର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ପେଟ ଯନ୍ତ୍ରଣା, ବାନ୍ତି, ତରଳ ଝାଡ଼ା, ଦୂର୍ବଳତା ଓ ରାସ ଭଳି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions), ହୃତ୍‌ପିଣ୍ଡ ସମସ୍ୟା ଓ ସ୍ୱଳ୍ପ ରକ୍ତ କଣିକା (low blood cell counts) ହୋଇପାରେ । ବୃକ୍‌କ ସମସ୍ୟା (kidney problems) ଥିବା ଲୋକଙ୍କୁ ଏହା ଦେବା ସମିଚୀନ ନୁହେଁ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି କରିପାରେ । ଦେହରେ କାପେସାଇଟାବିନ ପରିବର୍ତ୍ତିତ ହୋଇ ୫-ଫ୍ଲୋରୋୟୁରାସିଲ (5-fluorouracil ବା 5-FU) ହେବା ପରେ କାର୍ଯ୍ୟକ୍ଷମ ହୁଏ । []

    କାପେସାଇଟାବିନ ସନ ୧୯୯୨ରେ ପେଟେଣ୍ଟ ହେବାପରେ ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ନିର୍ଦ୍ଦିଷ୍ଟ ସମୟ ଅବଧି ଡୋଜର ହୋଲସେଲ ମୂଲ୍ୟ ୧୨୨.୬୪ରୁ ୧୯୫.୬୬ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏହି ଅବଧିର ଔଷଧ ମୂଲ୍ୟ ପ୍ରାୟ ୨୧୦.୬୭ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ମୂଲ୍ୟ ପ୍ରାୟ ୧,୮୯୬.୦୦ ଆମେରିକୀୟ ଡଲାର ଥିଲା ।[]

    1. 1 2 British national formulary : BNF 69 (69 ed.). British Medical Association. 2015. p. 585, 588. ISBN 9780857111562.
    2. 1 2 "Capecitabine". The American Society of Health-System Pharmacists. Retrieved 8 December 2016.
    3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 511. ISBN 9783527607495.
    4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    5. "Capecitabine". International Drug Price Indicator Guide. Archived from the original on 25 January 2020. Retrieved 8 December 2016.
    6. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 19 December 2016.