Jump to content

ଟେସ୍ଟିକୁଲାର କର୍କଟ

ଉଇକିପିଡ଼ିଆ‌ରୁ
ଟେସ୍ଟିକୁଲାର କର୍କଟ (Testicular cancer)
ଟେସ୍ଟିକୁଲାର ଟ୍ୟୁମର (Testis tumor)[]
ଅର୍କିଡେକ୍ଟୋମି (orchiectomy) ସ୍ପେସିମେନରେ ୭.୪ × ୫.୫-ସେମି ଆକାରର ସେମିନୋମା (seminoma)
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣଟେସ୍ଟିକ୍ଲରେ en:testicle ଗୋଟାଳି, ଅଣ୍ଡକୋଷ ଫୁଲା (scrotum) ଓ ଯନ୍ତ୍ରଣା । []
ଆକ୍ରାନ୍ତ ସମୟ୨୦ରୁ ୩୪ ବର୍ଷ ବୟସ୍କ ପୁରୁଷ []
ବିପଦ କାରକକ୍ରିପ୍ଟୋଅର୍କିଡିଜ୍ମ (Undescended testis), ପାରିବାରିକ ଇତିହାସ, ନିଜର ଏହି ରୋଗ ଇତିହାସ []
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ରକ୍ତ ପରୀକ୍ଷା (blood tests), ଅର୍କିଡେକ୍ଟୋମି (surgical removal of the testicle)[]
ସଠିକ ରୋଗ ନିର୍ଣ୍ଣୟସ୍ପର୍ମାଟୋସିଲ (Spermatocele, ଏପିଡିଡିମାଇଟିସ, ଇଙ୍ଗୁଇନାଲ ହାର୍ନିଆ (inguinal hernia), (appendix testis)[]
ଚିକିତ୍ସାଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[]
Prognosisପାଞ୍ଚ ବର୍ଷ ବଞ୍ଚିବା ହାର (Five-year survival rate) ~ ୯୫% (ଯୁକ୍ତରାଷ୍ଟ୍ର ଆମେରିକା)[]
ପୁନଃପୌନିକ୬୮୬,୦୦୦ (୨୦୧୫)[]
ମୃତ୍ୟୁ ସାନ୍ଦ୍ରତା୯,୪୦୦ (୨୦୧୫)[]

ଟେସ୍ଟିକୁଲାର କର୍କଟ (ଇଂରାଜୀ ଭାଷାରେ Testicular cancer) ଏକ କର୍କଟ ରୋଗ ଯାହା ପୁରୁଷ ପ୍ରଜନନ ଶୃଙ୍ଖଳାର (male reproductive system) ଟେସ୍ଟିକ୍ଲରେ (testicles) ବିକଶିତ ହୁଏ ।[] ଏହି ରୋଗରେ ଟେସ୍ଟିକ୍ଲରେ (testicle) ଗୋଟାଳି, ଅଣ୍ଡକୋଷ ଫୁଲା (scrotum) ଓ ଅଣ୍ଡକୋଷରେ ଯନ୍ତ୍ରଣା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[] ଚିକିତ୍ସା କଲେ ବନ୍ଧ୍ୟାଦୋଷ (infertility) ପ୍ରାପ୍ତ ହୁଏ ।[]

କ୍ରିପ୍ଟୋଅର୍କିଡିଜ୍ମ (Undescended testis), ପାରିବାରିକ ଇତିହାସ, ନିଜର ଏହି ରୋଗ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[] ଜର୍ମ ସେଲ ଟ୍ୟୁମର (Germ cell tumors) ଏମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ କର୍କଟ ସେମିନୋମା (seminomas ଓ ଅଣସେମିନୋମା (nonseminomas) ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।[] ସେକ୍ସ-କର୍ଡ଼ ସ୍ଟ୍ରୋମାଲ ଟ୍ୟୁମର (sex-cord stromal tumors), ଲିମ୍ଫୋମା (lymphomas) ନାମରେ ଅନ୍ୟ ପ୍ରକାରର କର୍କଟ ମଧ୍ୟ ଦେଖାଯାଏ ।[] ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ରକ୍ତ ପରୀକ୍ଷା (blood tests) ପରୀକ୍ଷାମାନ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ଅର୍କିଡେକ୍ଟୋମି (surgical removal of the testicle) ଅପରେଶନ କରିବା ପରେ ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ଏହାର ପ୍ରକାର ନିର୍ଣ୍ଣୟ କରାଯାଏ ।[]

ଟେସ୍ଟିକୁଲାର କର୍କଟ ଏକ ଚିକିତ୍ସାସାଧ୍ୟ ଓ ଆରୋଗ୍ୟସାଧ୍ୟ ରୋଗ ।[] ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[] ଏହି ରୋଗର ବ୍ୟାପିଥିଲେ ମଧ୍ୟ କେମୋଥେରାପି ସାହାଯ୍ୟରେ ୮୦% ଆରୋଗ୍ୟ ହାର ହେଉଛି ।[]

ସନ ୨୦୧୫ରେ ୬୮୬,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।[] ସନ ୧୯୯୦ରେ ୭,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୫ରେ ମୃତ୍ୟୁ ସଂଖ୍ୟା ୯,୪୦୦ ହୋଇଥିଲା ।[][] ବିକଶିତ (developed world) ଦେଶ ଅପେକ୍ଷା ବିକାଶଶୀଳ (developing) ଦେଶରେ ରୋଗ ହାର କମ୍ ରହୁଛି । [] ଏହି ରୋଗ ସାଧାରଣତଃ ୨୦ରୁ ୩୪ ବର୍ଷ ବୟସର ଲୋକଙ୍କୁ ହୁଏ ଓ କ୍ୱଚିତ ୧୫ ବରଷ ବୟସ ତଳ ଲୋକଙ୍କୁ ହୁଏ ।[][୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା ହାର ପ୍ରାୟ ୯୫% । [] ରୋଗ ସ୍ଥାନୀୟ ରହିଥିଲେ ଫଳାଫଳ ଅଧିକ ଭଲା ରହେ । []

  1. 1 2 Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1253. ISBN 9780323529570.
  2. 1 2 3 4 5 6 7 8 9 "Testicular Cancer Treatment". National Cancer Institute (in ଇଂରାଜୀ). 7 July 2016.
  3. 1 2 3 4 5 "Cancer of the Testis - Cancer Stat Facts". SEER (in ଇଂରାଜୀ). Retrieved 19 December 2017.
  4. 1 2 3 4 "Testicular Cancer Treatment". National Cancer Institute (in ଇଂରାଜୀ). 26 January 2017. Retrieved 19 December 2017.
  5. 1 2 GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  6. 1 2 GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  7. 1 2 Feldman DR; Bosl GJ; Sheinfeld J; Motzer RJ (13 February 2008). "Medical treatment of advanced testicular cancer". JAMA. 299 (6): 672–684. doi:10.1001/jama.299.6.672. PMID 18270356. Retrieved 24 June 2011.
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  9. "Testicular cancer incidence statistics". Cancer Research UK (in ଇଂରାଜୀ). 15 May 2015. Retrieved 19 December 2017.
  10. Hayes-Lattin, Brandon; Nichols, Craig R. (October 2009). "Testicular Cancer: A Prototypic Tumor of Young Adults". Seminars in oncology. 36 (5): 432–438. doi:10.1053/j.seminoncol.2009.07.006. PMC 2796329. PMID 19835738.