ହାଇଡ୍ରୋକ୍ସିକ୍ଲୋରୋକୁଇନ

ଉଇକିପିଡ଼ିଆ‌ରୁ
(Hydroxychloroquineରୁ ଲେଉଟି ଆସିଛି)
ହାଇଡ୍ରୋକ୍ସିକ୍ଲୋରୋକୁଇନ
Clinical data
Trade namesPlaquenil, others
AHFS/Drugs.commonograph
MedlinePlusa601240
Pregnancy
category
  • AU: D
  • US: C (Risk not ruled out)
Routes of
administration
By mouth (tablets)
ATC code
Legal status
Legal status
Pharmacokinetic data
BioavailabilityVariable (74% on average); Tmax = 2–4.5 hours
Protein binding45%
MetabolismLiver
Elimination half-life32–50 days
ExcretionMostly Kidney (23–25% as unchanged drug), also biliary (<10%)
Identifiers
  • (RS)-2-[{4-[(7-chloroquinolin-4-yl)amino]pentyl}(ethyl)amino]ethanol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.003.864 Edit this at Wikidata
Chemical and physical data
FormulaC18H26ClN3O
Molar mass335.872 g/mol
3D model (JSmol)
  • Clc1cc2nccc(c2cc1)NC(C)CCCN(CC)CCO
  • InChI=1S/C18H26ClN3O/c1-3-22(11-12-23)10-4-5-14(2)21-17-8-9-20-18-13-15(19)6-7-16(17)18/h6-9,13-14,23H,3-5,10-12H2,1-2H3,(H,20,21) checkY
  • Key:XXSMGPRMXLTPCZ-UHFFFAOYSA-N checkY
 ☒NcheckY (what is this?)  (verify)

ହାଇଡ୍ରୋକ୍ଲୋରୋକୁଇନ ବା ଏଚସିକ୍ୟୁ (ଇଂରାଜୀ ଭାଷାରେ Hydroxychloroquine ବା HCQ) ବିକ୍ରୟ ନାମ ପ୍ଲାକ୍ୱେନିଲ) ଏକ ଔଷଧ ଯାହା କେତେକ ଧରଣର ମ୍ୟାଲେରିଆର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ ।[୧] ଏହା ବିଶେଷତଃ କ୍ଲୋରୋକୁଇନ ସମ୍ବେଦନଶୀଳ ମ୍ୟାଲେରିଆରେ ଦିଆଯାଏ ।[୨] ଏହା ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦେମାଟୋସସ (lupus) ଓ ପରଫିରିଆ କ୍ୟୁଟାନିଅସ ଟାର୍ଡ଼ା (porphyria cutanea tarda) ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]

ହାଇଡ୍ରୋକ୍ଲୋରୋକୁଇନର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବଥା, ଦୃଷ୍ଟି ପରିବର୍ତ୍ତନ ଓ ମାଂସପେଶୀ ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଇପାରେ । ଆଲର୍ଜି ଭଳି ସାଂଘାତିକ ପ୍ରତିକ୍ରିୟା ମଧ୍ୟ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ଲାଗୁଥିଲେହେଁ ଏହା ଉପରେ ଉତ୍ତମ ଅନୁଶୀଳନ ହୋଇନାହିଁ । [୩] ହାଇଡ୍ରୋକ୍ଲୋରୋକୁଇନ ଏକ ଆଣ୍ଟିମ୍ୟାଲେରିଆଲ (antimalarial) ଓ ୪-ଆମିନୋକୁଇନୋଲିନ (4-aminoquinoline) ଶ୍ରେଣୀର ଔଷଧ ।[୧]

ହାଇଡ୍ରୋକ୍ଲୋରୋକୁଇନ ସନ ୧୯୫୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୪୦ରୁ ୭.୪୪ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହି ପରିମାଣର ଔଷଧ ଖର୍ଚ୍ଚ ପ୍ରାୟ ୫୧.୫ ପାଉଣ୍ଡ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Hydroxychloroquine Sulfate". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 463. ISBN 9781284057560.
  3. "Hydroxychloroquine Use During Pregnancy | Drugs.com". www.drugs.com. Retrieved 29 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Hydroxychloroquine Sulfate". International Drug Price Indicator Guide. Retrieved 8 December 2016.[permanent dead link]
  6. British national formulary : BNF 69 (69 ed.). British Medical Association. 2015. p. 730. ISBN 9780857111562.