ହିରୋଇନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହିରୋଇନ
INN: ଡାୟାମର୍ଫିନ (ଇଂରାଜୀ ଭାଷାରେ Diamorphine)[୧]
Heroin - Heroine.svg
Heroin-from-xtal-horizontal-3D-balls.png
Clinical data
Pronunciation Heroin: /ˈhɛrɪn/
AHFS/Drugs.com entry
Dependence
liability
Physical: Very high
Psychological: Very high
Addiction
liability
Highly[୨]
Routes of
administration
Intravenous, inhalation, transmucosal, by mouth, intranasal, rectal, intramuscular, subcutaneous, intrathecal
ATC code
Legal status
Legal status
Pharmacokinetic data
Bioavailability ଜୈବ ଉପଲବ୍ଧି: <୩୫% (ପାଟିରେ), ୪୪–୬୧% (ଆଘ୍ରାଣରେ)[୩]
Protein binding 0% (morphine metabolite 35%)
Metabolism ଯକୃତ liver
Onset of action Within minutes[୪]
Biological half-life 2–3 minutes[୫]
Duration of action ୪ରୁ ୫ ଘଣ୍ଟା[୬]
Excretion ନିଷ୍କାସନ ୯୦% ବୃକ୍‌କ (kidney) ଗ୍ଲୁକୁରୋନାଇଡ glucuronide ଆକାରରେ, ବାକିତକ ପିତ୍ତ biliary ମାଧ୍ୟମରେ ।
Identifiers
Synonyms Diamorphine, Diacetylmorphine, Acetomorphine, (Dual) Acetylated morphine, Morphine diacetate
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
ECHA InfoCard 100.008.380
Chemical and physical data
Formula C21H23NO5
Molar mass 369.41 g/mol
3D model (Jmol)
  (verify)

ହିରୋଇନ (ଇଂରାଜୀ ଭାଷାରେ Heroin ଅନ୍ୟ ନାମ diamorphine,[୧] ଏକ ଓପିଅଏଡ (opioid) ଯାହା ଏକ ଆନନ୍ଦ‌ବର୍ଦ୍ଧକ ଗୁଣ ଯୋଗୁ ଏକ ମନୋରଞ୍ଜନ‌କାରୀ ଔଷଧ (recreational drug) ରୂପେ ବ୍ୟବ‌ହାର କରାଯାଏ ।[୨] ଡାକ୍ତରୀ ଚିକିତ୍ସାରେ ଏହା ଏକ କଷ୍ଟ ନିବାରକ ଔଷଧ ଓ ଦୀର୍ଘକାଳୀନ ଓପିଅଏଡ ପ୍ରତିସ୍ଥାପନ ଥେରାପିରେ କାଉନସେଲିଙ୍ଗ ସ‌ହିତ ବ୍ୟବ‌ହାରକାରୀଙ୍କୁ ରକ୍ଷଣାବେକ୍ଷଣ ବା ମେଣ୍ଟେନାନ୍ସ ନିମନ୍ତେ ଦିଆଯାଏ । [୭][୮][୯] ହିରୋଇନ ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ କିନ୍ତୁ ଏହାର ଧୂମ୍ର ପାନ କରିହୁଏ ବା ଏହାକୁ ଆଘ୍ରାଣ କରିହୁଏ ।[୧୦][୨] ଏହା ପ୍ରଭାବ ତୁରନ୍ତ ଆରମ୍ଭ ହୁଏ ଓ କିଛି ଘଣ୍ଟା ପର୍ଯ୍ୟନ୍ତ ରହେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱାସକ୍ରିୟା କମିଯାଏ ଓ ହିରୋଇନ ନେଉଥିବା ଲୋକଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ଲୋକ ନିର୍ଭରଶୀଳ (physically dependent) ହୋଇଯାଆନ୍ତି । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପୂଜ ଜମିବା, ଏଣ୍ଡୋକାର୍ଡ଼ାଇଟିସ (infected heart valves), ରକ୍ତବାହୀ ସଂକ୍ରମଣ, କୋଷ୍ଠକାଠିନ୍ୟ ଓ ନିମୋନିଆ ମୂଖ୍ୟତଃ ଦେଖାଯାଏ । ଦୀର୍ଘକାଳୀନ ବ୍ୟବ‌ହାରର ଇତିହାସ ଥିଲେ ବ୍ୟବ‌ହାର ବନ୍ଦ କରିବାର କିଛି ଘଣ୍ଟା ମଧ୍ୟରେ ପ୍ରତ୍ୟାହାର ଲକ୍ଷଣ ବାହାରିବା ଆରମ୍ଭ ହୋଇଯାଏ ।[୧୦] ଶିରାଭ୍ୟନ୍ତର ସଂଚାଳନ ପରେ ସମତୁଲ ମାତ୍ରାର ମର୍ଫିନ ଅପେକ୍ଷା ହିରୋଇନର ପ୍ରଭାବ ୨ରୁ ୩ଗୁଣ ଅଧିକ ହୁଏ ।[୨] ଧଳା ବା ମାଟିଆ ରଙ୍ଗର ପାଉଡର ଆକାରରେ ହିରୋଇନ ମିଳେ । [୧୦]

ହିରୋଇନ ଚିକିତ୍ସାରେ ନିଶା ଚିକିତ୍ସା (heroin addiction) ସ‌ହିତ ବ୍ୟବ‌ହାରିକ ଥେରାପି (behavioral therapy) ଓ ଔଷଧ ଦିଆଯାଏ । ଏଥିରେ ମେଥାଡନ ବା ନାଲଟ୍ରେକ୍ସନ (naltrexone) ଔଷଧ ବ୍ୟବ‌ହାର କରାଯାଏ । ହିରୋଇନ ଅଧିକ ମାତ୍ରା ହୋଇଥିଲେ ନାଲୋକ୍ସୋନ (naloxone) ଦେଇ ଚିକିତ୍ସା କରାଯାଏ ।[୧୦] ହିସାବ ଅନୁସାରେ ପ୍ରାୟ ୧୭ ନିୟୁତ ଲୋକ ଅଧୁନା ହିରୋଇନ ସେବନ କରୁଛନ୍ତି ଓ ଏତଦ୍ୱାରା ସନ ୨୦୧୫ରେ ୧୨୨,୦୦୦ମୃତ୍ୟୁ ହୋଇଛି ।[୧୧][୧୨] ଯୁକ୍ତରାଷ୍ଟ୍ର ଆମେରିକାର ୧.୬% ଲୋକ କୌଣସି ସମୟରେ ହିରୋଇନ ସେବନ କରୁଛନ୍ତି ।[୧୦] ଔଷଧ ସମ୍ପର୍କୀୟ ମୃତ୍ୟୁ ମଧ୍ୟରେ ଓପିଅଏଡ ସର୍ବାଧିକ ସାଧାରଣ କାରଣ ହୋଇଛି ।[୧୧]

ସନ ୧୮୭୪ରେ ଚାର୍ଲସ ରୋମଲେ ଆଲଡର ରାଇଟ ପ୍ରଥମେ ପାପାଭର ସୋମ୍ନିଫେରମର (opium poppy) ପ୍ରାକୃତିକ ଉପାଦାନ ମର୍ଫିନରୁ ହିରୋଇନ ପ୍ରସ୍ତୁତ କରିଥିଲେ ।[୧୩] ଆନ୍ତର୍ଜାତୀୟ କ୍ଷେତ୍ରରେ ହିରୋଇନ ଏକ ନିୟନ୍ତ୍ରିତ ଔଷଧ ।[୧୪] ଏହାର ତିଆରି, ବିନା ଲାଇସେନ୍ସରେ ବିକ୍ରୟ ବେଆଇନ (illegal) । [୧୫] ସନ ୨୦୧୫ରେ ପୃଥିବୀରେ ଉତ୍ପାଦିତ ସମୁଦାୟ ଅଫିମର ୬୬% କେବଳ ଆଫଗାନିସ୍ଥାନ ଦେଶରେ ପ୍ରସ୍ତୁତ ହୋଇଥିଲା । [୧୧] ଅନେକ ସମୟରେ ବେଆଇନ ଭାବରେ ବିକ୍ରୟ କରାଯାଉଥିବା ହିରୋଇନ ସ‌ହିତ ଚିନି ବା ସ୍ଟ୍ରିକନିନ (strychnine) ମଶ୍ରିତ କରାଯାଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ Rang HP, Ritter JM, Flower RJ, Henderson G (୨୦୧୪). Rang & Dale's Pharmacology (୮th ed.). Elsevier Health Sciences. p. ୫୧୫. ISBN ୯୭୮୦୭୦୨୦୫୪୯୭୬. Retrieved ୧୨ April ୨୦୧୬. While 'diamorphine' is the recommended International Nonproprietary Name (rINN), this drug is widely known as heroin. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Heroin". Drugs.com. 18 May 2014. Retrieved 19 October 2016. 
  3. Rook EJ, van Ree JM, van den Brink W, Hillebrand MJ, Huitema AD, Hendriks VM, Beijnen JH (2006). "Pharmacokinetics and pharmacodynamics of high doses of pharmaceutically prepared heroin, by intravenous or by inhalation route in opioid-dependent patients". Basic Clin. Pharmacol. Toxicol. 98 (1): 86–96. PMID 16433897. doi:10.1111/j.1742-7843.2006.pto_233.x. 
  4. Riviello, Ralph J. (୨୦୧୦). Manual of forensic emergency medicine : a guide for clinicians. Sudbury, Mass.: Jones and Bartlett Publishers. p. ୪୧. ISBN ୯୭୮-୦-୭୬୩୭-୪୪୬୨-୫. 
  5. "Diamorphine Hydrochloride Injection 30 mg – Summary of Product Characteristics". electronic Medicines Compendium. ViroPharma Limited. 24 September 2013. Retrieved 30 March 2014. 
  6. Field, John (୨୦୧୨). The Textbook of Emergency Cardiovascular Care and CPR. Lippincott Williams & Wilkins. p. ୪୪୭. ISBN ୯୭୮-୧-୪୬୯୮-୦୧୬୨-୯. 
  7. Friedrichsdorf, SJ; Postier, A (2014). "Management of breakthrough pain in children with cancer.". Journal of pain research 7: 117–23. PMID 24639603. 
  8. National Collaborating Centre for Cancer, (UK) (May 2012). "Opioids in Palliative Care: Safe and Effective Prescribing of Strong Opioids for Pain in Palliative Care of Adults". PMID 23285502. 
  9. Uchtenhagen AA (March 2011). "Heroin maintenance treatment: from idea to research to practice.". Drug and Alcohol Review 30 (2): 130–7. PMID 21375613. doi:10.1111/j.1465-3362.2010.00266.x. 
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ "DrugFacts—Heroin". National Institute on Drug Abuse. October 2014. Retrieved 19 October 2016. 
  11. ୧୧.୦ ୧୧.୧ ୧୧.୨ "Statistical tables". World Drug Report ୨୦୧୬ (pdf). Vienna, Austria. May ୨୦୧୬. p. xii,. ISBN ୯୭୮-୯୨-୧-୦୫୭୮୬୨-୨. Retrieved ୧ August ୨୦୧୬. 
  12. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015.". Lancet (London, England) 388 (10053): 1459–1544. PMID 27733281. 
  13. A Century of International Drug Control. United Nations Publications. ୨୦୧୦. p. ୪୯. ISBN ୯୭୮୯୨୧୧୪୮୨୪୫୪. 
  14. "Yellow List: List of Narcotic Drugs Under International Control" (PDF). International Narcotics Control Board. December 2004. Archived from the original (PDF) on 10 May 2012. Retrieved 5 May 2006.  Referring URL = http://www.incb.org/incb/yellow_list.html
  15. Lyman, Michael D. (୨୦୧୩). Drugs in Society: Causes, Concepts, and Control. Routledge. p. ୪୫. ISBN ୯୭୮୦୧୨୪୦୭୧୬୭୪.