Jump to content

ଆଟ୍ରୋପିନ

ଉଇକିପିଡ଼ିଆ‌ରୁ
ଆଟ୍ରୋପିନ
Clinical data
Trade namesAtropen ଆଟ୍ରୋପେନ
Synonymsଡାଟୁରିନ Daturin []
AHFS/Drugs.commonograph
MedlinePlusa682487
Pregnancy
category
  • AU: A
  • US: C (Risk not ruled out)
    Routes of
    administration
    Oral, IV, IM, rectal ଔଷଧ ଦେବାର ପଥ = ଆଇଭି, ଆଇଏମ, ମଳାଶ‌ୟରେ
    ATC code
    Pharmacokinetic data
    Bioavailability25%
    Metabolism50% hydrolysed to tropine and tropic acid
    Onset of actionMinute[]
    Elimination half-life2 hours
    Duration of action30 to 60 min[]
    Excretion50% excreted unchanged in urine
    Identifiers
    • (RS)-(8-Methyl-8-azabicyclo[3.2.1]oct-3-yl) 3-hydroxy-2-phenylpropanoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.096 Edit this at Wikidata
    Chemical and physical data
    FormulaC17H23NO3
    Molar mass289.369 g/mol
    3D model (JSmol)
    • CN3[C@H]1CC[C@@H]3C[C@@H](C1)OC(=O)C(CO)c2ccccc2
    • InChI=1S/C17H23NO3/c1-18-13-7-8-14(18)10-15(9-13)21-17(20)16(11-19)12-5-3-2-4-6-12/h2-6,13-16,19H,7-11H2,1H3/t13-,14+,15+,16?ଇ checkY
    • Key:RKUNBYITZUJHSG-SPUOUPEWSA-N checkY
     ☒NcheckY (what is this?)  (verify)

    ଆଟ୍ରୋପିନ ଔଷଧ କୀଟନାଶକ ଓ ସ୍ନାୟୁ ଏଜେଣ୍ଟମାନଙ୍କର ବିଷାକ୍ରିୟା ନିମନ୍ତେ, ଧୀର ହୃଦଗତି ହେଉଥିଲେ ଓ ଅପରେଶନ ସମୟରେ ଲାଳ ନ ବୋହିବା ନିମନ୍ତେ ବ୍ୟବ‌ହାର କରାଯାଏ । [] ଏହା ଶୀରାରେ ବା ମାଂସପେଶୀରେ ଦିଆଯାଏ । [] ୟୁଭିଆଇଟିସଆମ୍ବ୍ଲିଓପିଆ ଇତ୍ୟାଦି ଚକ୍ଷୁ ରୋଗ ଚିକିତ୍ସା ନିମନ୍ତେ ଡ୍ରପ/ଟୋପା ଆକାରରେ ଦିଆଯାଏ ।[]ଶୀରାମାଧ୍ୟମ ଇଞ୍ଜେକସନ ଏକ ମିନିଟ ମଧ୍ୟରେ କାମ ଆରମ୍ଭ କରେ ଓ ଅଧ ଘଣ୍ଟା ପର୍ଯ୍ୟନ୍ତ କାମ କରେ । [] ବିଷାକ୍ତ‌ତା ନିମନ୍ତେ ବ‌ହୁତ ଅଧିକ ମାତ୍ରା ଦରକାର ହୁଏ । []

    ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା: ଶୁଖିଲା ପାଟି, ବଡ଼ ଆଖିପୁଅ, ପରିସ୍ରା ଅବରୋଧ, କୋଷ୍ଠ କାଠିନ୍ୟ ଓ ଦୃତ ହୃତ୍‌ସ୍ପନ୍ଦନ ହାର ଗ୍ଲକୋମା ରୋଗୀଙ୍କୁ ଏହି ଔଷଧ ଦେବା ନିଷେଧ । [] ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କଲେ ଜନ୍ମଗତ ତୃଟି ହୁଏ, ଏହାର ପ୍ରମାଣ ନାହିଁ ବା ଏହା ଉପରେ ଅନୁଶୀଳନ ହୋଇନାହିଁ । ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ହେବା ସମ୍ଭାବନା ଅଛି । [] ଏହା ଏକା ଆଣ୍ଟିକଲିନର୍ଜିକ(ଆଣ୍ଟିମସ୍କାରିନିକ) ଔଷଧ ଯାହା ପାରାସିମ୍ପାଥେଟିକ ସ୍ନାୟୁ ମଣ୍ଡଳକୁ ବାଧା ଦିଏ । []

    ସୋଲାନେସି ଉଦ୍ଭିଦ ପରିବାରର ଅନେକ ବୃକ୍ଷରେ ଯେପରିକି ଆଟ୍ରପା ବେଲାଡୋନା, ଡାଟୁରା ସ୍ଟ୍ରମୋନିଅମମଣ୍ଡ୍ରେକ (ପ୍ଲାଣ୍ଟ)ମାନଙ୍କରେ ଆଟ୍ରୋପିନ ସ୍ୱାଭାବିକ ଭାବରେ ଥାଏ । [] ସନ ୧୮୩୩ରେ ଏହା ପ୍ରଥମେ ପୃଥକୀକରଣ କରାଯାଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [][] ଏକ ମିଲିଗ୍ରାମ ଭାଏଲର ହୋଲସେଲ ଦାମ 0.0୬ରୁ 0.୪୪ ଆମେରିକୀୟ ଡଲାର । [୧୦]

    1. Medical Flora; Or, Manual of the Medical Botany of the United States of ... - Constantine Samuel Rafinesque - Google Books. Books.google.com. 1828. Retrieved 2012-11-07.
    2. 1 2 3 Barash, Paul G. (2009). Clinical anesthesia (6th ed.). Philadelphia: Wolters Kluwer/Lippincott Williams & Wilkins. p. 525. ISBN 9780781787635.
    3. 1 2 3 4 5 6 "Atropine". The American Society of Health-System Pharmacists. Retrieved Aug 13, 2015.
    4. design, Richard J. Hamilton ; Nancy Anastasi Duffy, executive editor ; Daniel Stone, production editor ; Anne Spencer, cover (2014). Tarascon pharmacopoeia (15 ed.). p. 386. ISBN 9781284056716. {{cite book}}: |first1= has generic name (help)CS1 maint: multiple names: authors list (link)
    5. "Atropine Pregnancy and Breastfeeding Warnings". Retrieved 14 August 2015.
    6. Brust,, John C. M. (2004). Neurological aspects of substance abuse (2 ed.). Philadelphia: Elsevier. p. 310. ISBN 9780750673136.{{cite book}}: CS1 maint: extra punctuation (link)
    7. Ainsworth, Sean (2014). Neonatal Formulary: Drug Use in Pregnancy and the First Year of Life. John Wiley & Sons. p. 94. ISBN 9781118819593.
    8. "WHO Model List of EssentialMedicines" (PDF). World Health Organization. October 2013. p. 6. Retrieved 22 April 2014.
    9. Hamilton, Richard J. (2014). Tarascon pharmacopoeia (15 ed.). p. 386. ISBN 9781284056716.
    10. "Atropine Sulfate". International Drug Price Indicator Guide. Retrieved 13 August 2015.[permanent dead link]