Jump to content

ମାନିଟଲ

ଉଇକିପିଡ଼ିଆ‌ରୁ
(Mannitolରୁ ଲେଉଟି ଆସିଛି)
ଡି-ମାନିଟଲ
Clinical data
Trade namesOsmitrol, other
SynonymsD-Mannitol, mannite, manna sugar
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    intravenous
    by mouth
    ATC code
    Pharmacokinetic data
    Bioavailability~7%
    MetabolismLiver, negligible
    Elimination half-life100 minutes
    ExcretionKidney: 90%
    Identifiers
    • (2R,3R,4R,5R)-Hexane-1,2,3,4,5,6-hexol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    E numberE421 (thickeners, ...) Edit this at Wikidata
    ECHA InfoCard100.000.647 Edit this at Wikidata
    Chemical and physical data
    FormulaC6H14O6
    Molar mass182.172
    3D model (JSmol)
    • O[C@H]([C@H](O)CO)[C@H](O)[C@H](O)CO
    • InChI=1S/C6H14O6/c7-1-3(9)5(11)6(12)4(10)2-8/h3-12H,1-2H2/t3-,4-,5-,6-/m1/s1 checkY
    • Key:FBPFZTCFMRRESA-KVTDHHQDSA-N checkY
      (verify)

    ମାନିଟଲ (ଇଂରାଜୀ ଭାଷାରେ Mannitol) ଏକ ପ୍ରକାର ସୁଗରକୁ (sugar) କୁହାଯାଏ ଯାହା ଔଷଧ ରୂପରେ ବ୍ୟବ‌ହୃତ ହୁଏ ।[୧][୨] ସୁଗରକୁ ମିଷ୍ଟକାରୀ ପଦାର୍ଥ ଭାବରେ ମଧୁମେହ ଖାଦ୍ୟରେ ବ୍ୟବ‌ହୃତ ହୁଏ, ଯେହେତୁ ଏହା ଅନ୍ତନଳୀରୁ ଭଲରୂପେ ଅବଶୋଷଣ ହୋଇପାରେନାହିଁ ।[୧] ଔଷଧ ଭାବରେ ଏହା ଆଖି ଭିତରର ବର୍ଦ୍ଧିତ ଚାପ କମେଇବାରେ ସାହାଯ୍ୟ କରେ ଯେପରିକି ଗ୍ଲକୋମାରେ ହୁଏ ଓ ଖପୁରୀ ମଧ୍ୟସ୍ଥ ଚାପ (increased intracranial pressure) ମଧ୍ୟ କମାଏ ।[୩][୨] ରୋଗୀକୁ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ପନ୍ଦର ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ୮ଘଣ୍ଟା ପର୍ଯ୍ୟନ୍ତ ରହେ ।[୪]}}

    ମାନିଟଲର ପାର୍ଶ୍ୱ ପ୍ରତିକ୍ରିୟାରେ ନିର୍ଜଳନ (dehydration) ଓ ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems) ଉତ୍ପନ୍ନ ହୋଇପାରେ ।[୪] ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ ଓ ବୃକ୍‌କ ସମସ୍ୟା (kidney problems) ହୋଇପାରେ ।[୪][୨] ଗର୍ଭାବସ୍ଥାରେ ଏହାର ଭୂମିକା ସ୍ପଷ୍ଟ ହୋଇନାହିଁ । ଏହା ଅସମୋଟିକ ଡାଇୟୁରେଟିକ (kidney problems) ଶ୍ରେଣୀର ଏକ ଔଷଧ ଓ ମସ୍ତିଷ୍କ ତ‌ଥା ଆଖିରୁ ତରଳ ପଦାର୍ଥ କାଢ଼ିଆଣେ ।[୪]

    ସନ ୧୮୦୬ରେ ଜୋଏଫ ଲୁଇ ପ୍ରାଉସ୍ଟ (Joseph Louis Proust) ଏହି ପଦାର୍ଥ ଆବିଷ୍କାର କରିଥିଲେ ।The discovery of mannitol is attributed to Joseph Louis Proust in 1806.[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧.୧୨ରୁ ୫.୮୦ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଔଷଧର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୮] ପୂର୍ବରୁ ଏହା ଫ୍ଲୋୱାରିଙ୍ଗ ଆସରୁ (flowering ash) ତିଆରି ହେଉଥିଲା ଓ ଏହାକୁ ମାନା କୁହାଯାଉଥିଲା କାରଣ ଏହା ବାଇବେଲରେ ଲିଖିତ ଏହ ଖାଦ୍ୟ ଭଳି ଦେଖାଯାଉଥିଲା । [୯][୧୦]

    1. 1 2 Varzakas, Theodoros; Labropoulos, Athanasios; Anestis, Stylianos (2012). Sweeteners: Nutritional Aspects, Applications, and Production Technology (in ଇଂରାଜୀ). CRC Press. pp. 59–60. ISBN 9781439876732.
    2. 1 2 3 WHO Model Formulary 2008 (PDF). World Health Organization. 2009. p. 332. ISBN 9789241547659. Retrieved 8 December 2016.
    3. ↑ Wakai, A; McCabe, A; Roberts, I; Schierhout, G (5 August 2013). "Mannitol for acute traumatic brain injury". The Cochrane database of systematic reviews. 8: CD001049. doi:10.1002/14651858.CD001049.pub5. PMID 23918314.
    4. 1 2 3 4 "Mannitol". The American Society of Health-System Pharmacists. Retrieved Jan 8, 2015.
    5. ↑ Kremers, Edward; Sonnedecker, Glenn (1986). Kremers and Urdang's History of Pharmacy (in ଇଂରାଜୀ). Amer. Inst. History of Pharmacy. p. 360. ISBN 9780931292170.
    6. ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. ↑ "Mannitol". International Drug Price Indicator Guide. Retrieved 8 December 2016.[permanent dead link]
    8. ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 344. ISBN 9781284057560.
    9. ↑ Cottrell, James E.; Patel, Piyush (2016). Cottrell and Patel’s Neuroanesthesia (in ଇଂରାଜୀ). Elsevier Health Sciences. p. 160. ISBN 9780323461122.
    10. ↑ Bardal, Stan; Waechter, Jason; Martin, Doug (2010). Applied Pharmacology (in ଇଂରାଜୀ). Elsevier Health Sciences. p. 411. ISBN 1437735789.