Jump to content

ସୁଲଭା କେ କୁଲକର୍ଣ୍ଣୀ

ଉଇକିପିଡ଼ିଆ‌ରୁ

ସୁଲଭା କେ କୁଲକର୍ଣ୍ଣୀ (ଜନ୍ମ ୧୯୪୯) ଭାରତର ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ( Indian Institute of Science Education and Research, Pune, India) ଅନୁଷ୍ଠାନରେ ଫିଜିକ୍ସ ପ୍ରଫେସର ଅଛନ୍ତି[]ନାଟୋଟେକ୍ନୋଲୋଜି, ମ୍ୟାଟେରିଆଲ ସାଇନ୍ସସରଫେସ ସାଇନ୍ସ ( Nanotechnology, Materials Science and Surface Science) ବିଷୟମାନଙ୍କରେ କାମ କରୁଛନ୍ତି । ସୁଲଭା ତାଙ୍କର ବି.ଏସ.ସି., ଏମ. ଏସ.ସି. ଓ ପି ଏଚ ଡି ପୁଣେ ବିଶ୍ୱବିଦ୍ୟାଳୟରେ ଶେଷ କରିଥିଲେ । ସେ ତାଙ୍କର ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ଜର୍ମାନୀର ଟେକନିକାଲ ୟୁନିଭରସିଟିରେ ସରଫେସ ସାଇନ୍ସ ଟେକ୍ନୋଲୋଜିଦ୍ୱାରା ଗ୍ୟାସ /କଠିନ ଇଣ୍ଟରଆକ୍ସନ ଉପରେ କରିଥିଲେ[] । ପୁଣେ ୟୁନିଭରସିଟିରେ ସେ ୨୦୦୯ ମସିହା ଯାଏ ଫିଜିକ୍ସ ପ୍ରଫେସର ଥିଲେ । ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମି ଓ ଇଣ୍ଡିଆନ ଏକାଡେମି ଅଫ ସାଇନ୍ସର ଫେଲୋ ଅଛନ୍ତି[] । ରାଜସ୍ଥାନର ବନସ୍ଥଳୀ ୟୁନିଭରସିଟିର ସେ ପ୍ରୋଭାଇସ ଚାନସେଲର ଥିଲେ ।

  1. http://www.iiserpune.ac.in/people/faculty-details/33
  2. "ଆର୍କାଇଭ୍ କପି". Archived from the original on 2014-04-04. Retrieved 2013-10-19. {{cite web}}: Cite has empty unknown parameter: |1= (help)
  3. http://www.ias.ac.in/php/fell_detail.php3?name=Kulkarni&intials=Sulabha&year=01-06-1949