Jump to content

ପୋଟାସିଅମ ଆୟୋଡାଇଡ

ଉଇକିପିଡ଼ିଆ‌ରୁ
ପୋଟାସିଅମ ଆୟୋଡାଇଡ
Clinical data
Trade namesiOSAT, SSKI, ThyroSafe, ThyroShield, others
AHFS/Drugs.commonograph
Pregnancy
category
  • US: D (Evidence of risk)
    ATC code
    Legal status
    Legal status
    Identifiers
    • Potassium iodide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.028.782 Edit this at Wikidata
    Chemical and physical data
    FormulaKI
    Molar mass166.0028
    3D model (JSmol)
    Melting point681 °C (1,258 °F)
    Boiling point1,330 °C (2,430 °F)
    Solubility in water1280 mg/mL (0 °C (32 °F))
    1400 mg/mL (20 °C (68 °F))
    1760 mg/mL (60 °C (140 °F))
    2060 mg/mL (100 °C (212 °F))
    • [K+].[I-]
    • InChI=1S/HI.K/h1H;/q;+1/p-1
       checkY
    • Key:NLKNQRATVPKPDG-UHFFFAOYSA-M

    ପୋଟାସିଅମ ଆୟୋଡାଇଡ (Potassium iodide) ଏକ ରାସାୟନିକ ଯୌଗିକ ପଦାର୍ଥ (chemical compound), ଔଷଧ (medication) ଓ ଖାଦ୍ୟ ପରିପୂରକ (dietary supplement) । [][] ଔଷଧ ହିସାବରେ ଏହା ହାଇପରଥାଇରଏଡିଜ୍ମ (hyperthyroidism) ଓ କେତେକ ଔଷଧ (radiopharmaceutical) ଯୋଗୁ ରାଡିଏସନ ଏମରଜେନ୍ସି (radiation emergencies) ଉତ୍ପନ୍ନ ହେଉଥିବାରୁ ଥାଇରଏଡ ଗ୍ରନ୍ଥିର (thyroid gland) ସୁରକ୍ଷା ନିମନ୍ତେ ବ୍ୟବ‌ହାର କରାଯାଏ ।[] ବିକାଶଶୀଳ ଦେଶମାନଙ୍କରେ ଚର୍ମ ରୋଗ ସ୍ପୋରୋଟ୍ରାକୋସିସ (sporotrichosis) ଓ ଫାଇକୋମାଇକୋସିସ (phycomycosis) ରୋଗରେ ଦିଆଯାଏ । [][] ଯେଉଁ ସ୍ଥାନରେ ଖାଦ୍ୟରେ ଆୟୋଡିନ (iodine) ଅଭାବ ଥାଏ ସେଠାରେ ଏହା ପରିପୂରକ ଭାବରେ ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

    ପୋଟାସିଅମ ଆୟୋଡାଇଡର ସାଧାରଣ ପ୍ରତିକ୍ରିୟାର ବାନ୍ତି, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ରାସ୍ ଓ ଲାଳ ଗ୍ରନ୍ଥି (salivary gland) ଫୁଲିବା ଦେଖାଯାଏ ।[] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି ପ୍ରତିକ୍ରିୟା, ମୁଣ୍ଡବଥା, ଗଏଟର (goitre) ଓ ଅବସାଦ (depression) ହୋଇପାରେ ।[] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି କ୍ଷତିକାରକ ହେଲେ ମଧ୍ୟ ରାଡିଏସନ ଏମରଜେନ୍‌ସିରେ ଦିଆଯାଏ ।[] ପୋଟାସିଅମ ଆୟୋଡାଇଡର ରାସାୟନିକ ଫର୍ମୁଲା chemical formula ହେଲା କେଆଇ KI[] ପୋଟାସିଅମ ହାଇଡ୍ରକ୍ସାଇଡ (potassium hydroxide) ସ‌ହିତ ଆୟୋଡିନ ମିଶେଇ ବ୍ୟବସାୟୀକ ଭିତ୍ତିରେ ପୋଟାସିଅମ ଆୟୋଡାଇଡ ତିଆରି କରାଯାଏ ।[]

    ସନ ୧୮୨୦ରୁ ଚିକିତ୍ସା କ୍ଷେତ୍ରରେ ପୋଟାସିଅମ ଆୟୋଡାଇଡ ବ୍ୟବ‌ହାର ହୋଇଆସୁଛି ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷ ବାବଦ ୨୫ ଆମେରିକୀୟ ଡଲାରରୁ କମ୍ ଖର୍ଚ୍ଚ ହୁଏ ।[] ଲୁଣରେ ଏହା ମିଶେଇ (iodization of salt) ପୋଟାସିମ ଆୟୋଡାଇଡ କରିବା ନିମନ୍ତେ ମଧ୍ୟ ବ୍ୟବ‌ହାର ହୁଏ । []

    1. Council, National Research; Studies, Division on Earth and Life; Research, Board on Radiation Effects; Incident, Committee to Assess the Distribution and Administration of Potassium Iodide in the Event of a Nuclear (2004). Distribution and Administration of Potassium Iodide in the Event of a Nuclear Incident (in ଇଂରାଜୀ). National Academies Press. p. 10. ISBN 9780309090988.
    2. 1 2 3 Stwertka, Albert (2002). A Guide to the Elements (in ଇଂରାଜୀ). Oxford University Press, USA. p. 137. ISBN 9780195150261.
    3. 1 2 3 4 5 "Potassium Iodide". The American Society of Health-System Pharmacists. Retrieved 8 January 2017.
    4. 1 2 WHO Model Formulary 2008 (PDF). World Health Organization. 2009. p. 390. ISBN 9789241547659. Retrieved 8 January 2017.
    5. Ensminger, Marion Eugene; Ensminger, Audrey H. (1993). Foods & Nutrition Encyclopedia, Two Volume Set (in ଇଂରାଜୀ) (s ed.). CRC Press. p. 16. ISBN 9780849389801.
    6. Kaiho, Tatsuo (2014). Iodine Chemistry and Applications (in ଇଂରାଜୀ). John Wiley & Sons. p. 57. ISBN 9781118878651.
    7. Oriel, J. David (2012). The Scars of Venus: A History of Venereology (in ଇଂରାଜୀ). Springer Science & Business Media. p. 87. ISBN 9781447120681.
    8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 224. ISBN 9781284057560.