କ୍ଲିଣ୍ଡାମାଇସିନ
Clinical data | |
---|---|
Pronunciation | /klɪndəˈmaɪs[invalid input: 'ɨ']n/ |
Trade names | Cleocin, Dalacin |
Synonyms | 7-chloro-lincomycin 7-chloro-7-deoxylincomycin |
AHFS/Drugs.com | monograph |
MedlinePlus | a682399 |
data |
|
Pregnancy category | |
Routes of administration | Oral, topical, IV, intravaginal |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 90% (oral) 4–5% (topical) |
Protein binding | 95% |
Metabolism | Hepatic |
Elimination half-life | 2–3 hours |
Excretion | Biliary and renal (around 20%) |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.038.357 |
Chemical and physical data | |
Formula | C18H33ClN2O5S |
Molar mass | 424.98 g/mol |
3D model (JSmol) | |
| |
| |
(what is this?) (verify) |
କ୍ଲିଣ୍ଡାମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣରେ ବ୍ୟବହୃତ ହୁଏ ।[୧] ଏହି ସଂକ୍ରମଣ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ଅସ୍ଥି ଓ ଗଣ୍ଠି ସଂକ୍ରମଣ, ପେଲଭିକ ଇନଫ୍ମାମେଟରି ଡିଜିଜ, ସ୍ଟ୍ରେପ ଥ୍ରୋଟ, ନିମୋନିଆ ଓ ଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ଉଲ୍ଲେଖନୀୟ । [୧]ଏହା କେତେକ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୂହ ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ ।[୨] ବ୍ରଣରେ ଦିଆଯାଏ ଓ ମ୍ୟାଲେରିଆରେ କୁଇନାଇନ ସହିତ ଦିଆଯାଏ । ଏହା ପାଟିରେ ଦେବା ଔଷଧ, ଶୀରା ଇଞ୍ଜେକସନ ଓ କ୍ରିମ ଆକାରରେ ଚର୍ମ ତଥା ଯୋନୀରେ ଲଗାଇବାକୁ ମିଳେ ।[୧][୩]
ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ, ଅଇ, ରାସ୍ ଓ ତରଳ ଝାଡ଼ା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ।[୧] ଏହା କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ସଙ୍କଟ ୪ ଗୁଣ ବଢ଼େଇ ଦିଏ ।[୪] ଏହା ଯୋଗୁ ଅନ୍ୟ ଆଣ୍ଟିବାୟୋଟିକ ଦିଆଯାଏ । [୧] ଗର୍ଭାବସ୍ଥାରେ ଏହା ନିରାପଦ । ଏହା ଲିଙ୍କୋସାମାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ପ୍ରତିହତ କରି କାମ କରେ ।[୧]
କ୍ଲିଣ୍ଡାମାଇସିନ ପ୍ରଥମେ ସନ ୧୯୬୭ରେ ତିଆରି ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୭]ଗୋଟିଏ ପିଲ ପିଛା ଏହାର ମୂଲ୍ୟ ୦.୦୬ରୁ ୦.୧୨ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଡୋଜ ପିଛା ୨.୭୦ ଡଲାର ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Clindamycin Hydrochloride". The American Society of Health-System Pharmacists. Retrieved Sep 4, 2015.
- ↑ Daum RS (2007). "Clinical practice. Skin and soft-tissue infections caused by methicillin-resistant Staphylococcus aureus". N Engl J Med. 357 (4): 380–90. doi:10.1056/NEJMcp070747. PMID 17652653.
- ↑ Leyden, James J. (2006). Hidradenitis suppurativa. Berlin: Springer. p. 152. ISBN 9783540331018.
- ↑ Thomas C, Stevenson M, Riley TV (2003). "Antibiotics and hospital-acquired Clostridium difficile-associated diarrhoea: a systematic review" (PDF). J Antimicrob Chemother. 51 (6): 1339–50. doi:10.1093/jac/dkg254. PMID 12746372.
{{cite journal}}
: CS1 maint: multiple names: authors list (link) - ↑ eonatal Formulary: Drug Use in Pregnancy and the First Year of Life (7 ed.). John Wiley & Sons. 2014. p. 162. ISBN 9781118819517.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 108. ISBN 9781284057560.
- ↑ "Clindamycin". International Drug Price Indicator Guide. Archived from the original on 7 January 2016. Retrieved 6 September 2015.