କାନାମାଇସିନ ଏ

ଉଇକିପିଡ଼ିଆ‌ରୁ
(Kanamycin Aରୁ ଲେଉଟି ଆସିଛି)
କାନାମାଇସିନ ଏ
Clinical data
AHFS/Drugs.commonograph
Pregnancy
category
  • D
Routes of
administration
ପାଟିରେ, ଶିରାଭ୍ୟନ୍ତରରେ (intravenous), ମାଂସପେଶୀରେ (intramuscular)
ATC code
Legal status
Legal status
  • ?
Pharmacokinetic data
Bioavailabilityପାଟିରେ ଦେଲେ ଅଳ୍ପ ମିଳେ ।
Metabolismଅଜ୍ଞାତ
Elimination half-life୨ ଘଣ୍ଟା ୩୦ ମିନିଟ
Excretionମୂତ୍ରରେ ଅପରିବର୍ତ୍ତନିୟ ଭାବରେ
Identifiers
  • 2-(aminomethyl)- 6-[4,6-diamino-3- [4-amino-3,5-dihydroxy-6-(hydroxymethyl) tetrahydropyran-2-yl]oxy- 2-hydroxy- cyclohexoxy]- tetrahydropyran- 3,4,5-triol
CAS Number
PubChem CID
DrugBank
ChemSpider
UNII
ChEBI
ChEMBL
PDB ligand
ECHA InfoCard100.000.374 Edit this at Wikidata
Chemical and physical data
FormulaC18H36N4O11
Molar mass484.499
3D model (JSmol)
  • O([C@@H]2[C@@H](O)[C@H](O[C@H]1O[C@H](CN)[C@@H](O)[C@H](O)[C@H]1O)[C@@H](N)C[C@H]2N)[C@H]3O[C@@H]([C@@H](O)[C@H](N)[C@H]3O)CO
  • InChI=1S/C18H36N4O11/c19-2-6-10(25)12(27)13(28)18(30-6)33-16-5(21)1-4(20)15(14(16)29)32-17-11(26)8(22)9(24)7(3-23)31-17/h4-18,23-29H,1-3,19-22H2/t4-,5+,6-,7-,8+,9-,10-,11-,12+,13-,14-,15+,16-,17-,18-/m1/s1 checkY
  • Key:SBUJHOSQTJFQJX-NOAMYHISSA-N checkY
  (verify)

କାନାମାଇସିନ ଏ (ଇଂରାଜୀ ଭାଷାରେ Kanamycin A, ଅନ୍ୟ ନାମ କାନାମାଇସିନ kanamycin), ଏକ ଆଣ୍ଟିବାୟୋଟିକ ଯାହା ସାଂଘାତିକ ବ୍ୟାକ୍ଟେରିଆ ସଂକ୍ରମଣ (bacterial infections) ଓ ଯକ୍ଷ୍ମା ରୋଗର ଦିଆଯାଏ । ଏହା ପ୍ରଥମ ଧାଡ଼ିର ଚିକିତ୍ସା ଔଷଧ ନୁହେଁ । ଏହା ପାଟିରେ (by mouth), ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (injection into a muscle) ଦିଆଯାଏ । ଏହି ଔଷଧ ଅଳ୍ପ ଦିନ ନିମନ୍ତେ ଦିଆଯାଏ, ସାଧାରଣତଃ ୭ରୁ ୧୦ ଦିନ ନିମନ୍ତେ । ଭୁତାଣୁ ସଂକ୍ରମଣରେ (en:viral infections) ଏହା କାମକରେନାହିଁ । [୧]

ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ଓ ନିୟନ୍ତ୍ରଣ ସମସ୍ୟା ଉପୁଜେ । ବୃକ୍‌କ ସମସ୍ୟା ମଧ୍ୟ ହୋଇପାରେ। ଏହା ଶିଶୁ ପ୍ରତି ବିପଦଜନ‌କ ହୋଇଥିବାରୁ ଗର୍ଭାବସ୍ଥାରେ ଦିଆଯାଏନାହିଁ ।[୧] ସ୍ତନ୍ୟପାନ (breastfeeding) ସମୟରେ ଏହା ଅସୁବିଧା କରିବା ଜଣାଯାଇନାହିଁ ।[୨] ଏହା ଆମିନୋଗ୍ଲାଇକୋସାଇଡ (aminoglycoside) ପରିବାରର ଏକ ସଦସ୍ୟ । ବିଜାଣୁ/ବ୍ୟକ୍ଟେରିଆ ବଞ୍ଚିବା ନିମନ୍ତେ ଆବଶ୍ୟକ ହେଉଥିବା ପ୍ରୋଟିନ ତିଆରିକୁ ଏହି ଔଷଧ ଅବରୋଧ କରେ ।[୧]

ସନ ୧୯୫୭ରେ ହାମାଓ ଉମେଜାୱା (Hamao Umezawa) ପ୍ରଥମେ ସ୍ଟ୍ରେପ୍ଟୋମାଇସେସ କାନାମାଇସେଟିକସ୍‌ରୁ କାନାମାଇସିନ ପ୍ରସ୍ତୁତ କରିଥିଲେ ।[୧][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହାର ଏକ ଡୋଜର ମୂଲ୍ୟ ୧.୫୨ ଆମେରିକୀୟ ଡଲାର ଥିଲା ।[୫] ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସାୟୀକ ଭିତ୍ତିରେ ଆଉ ମିଳୁନାହିଁ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Kanamycin Sulfate". The American Society of Health-System Pharmacists. Retrieved 6 December 2016.
  2. "Kanamycin (Kantrex) Use During Pregnancy". www.drugs.com. Retrieved 7 December 2016.
  3. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 302. ISBN 9780471899792.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Kanamycin Sulfate". International Drug Price Indicator Guide. Retrieved 7 December 2016.[permanent dead link]