ମେମାଣ୍ଟିନ

ଉଇକିପିଡ଼ିଆ‌ରୁ
(Memantineରୁ ଲେଉଟି ଆସିଛି)
ମେମାଣ୍ଟିନ
Clinical data
Trade namesAxura, Ebixa, Namenda, others[୧]
AHFS/Drugs.commonograph
MedlinePlusa604006
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability~100%
MetabolismLiver (<10%)
Elimination half-life60–100 hours
ExcretionKidney
Identifiers
  • 3,5-dimethyltricyclo[3.3.1.13,7]decan-1amine
    or
    3,5-dimethyladamantan-1-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
Chemical and physical data
FormulaC12H21N
Molar mass179.3 g/mol
3D model (JSmol)
  • NC12CC3(CC(C1)(CC(C2)C3)C)C
  • InChI=1S/C12H21N/c1-10-3-9-4-11(2,6-10)8-12(13,5-9)7-10/h9H,3-8,13H2,1-2H3 checkY
  • Key:BUGYDGFZZOZRHP-UHFFFAOYSA-N checkY
  (verify)

ମେମାଣ୍ଟିନ (ଇଂରାଜୀ ଭାଷାରେ Memantine) ଏକ ଔଷଧ ଯାହା ମଧ୍ୟମରୁ ସାଂଘାତିକ ଧରଣର ଆଲଜିମର ରୋଗ ରୋଗର ଚିକିତ୍ସାରେ ଦିଆଯାଏ ।[୨][୩] ଡୋନେପେଜିଲ ଭଳି ଆସେଟାଇଲକୋଲିନ ଇନହିବିଟର (acetylcholinesterase inhibitors) ଅପେକ୍ଷା ମେମାଣ୍ଟିନ କମ୍ ପସନ୍ଦ କରାଯାଏ । [୩] କିଛି ଉପଶମ ହେବା ଲକ୍ଷ କରାଗଲେ ଏହି ଔଷଧ ଚାଲୁ ରଖାଯାଏ ।[୩] ପାଟିରେ ଏହି ଔଷଧ ଦିଆଯାଏ ।[୨]

ମେମାଣ୍ଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ ଓ ମୁଣ୍ଡ ଓଜନିଆ ଲାଗେ । [୨][୩] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ଜମାଟ, ସାଇକୋସିସ [୩] ଏହା ଏନଏମଡିଏ ରିସେପ୍ଟରକୁ (NMDA receptors) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

ସନ ୨୦୦୩ରେ ମେମାଣ୍ଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୧.୬୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୫୦ ଆମେରିକୀୟ ଡଲାର । [୪] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୪୭ତମ ସ୍ଥାନରେ ଥଲା ।[୫]

ଆଧାର[ସମ୍ପାଦନା]

  1. "International brands for memantine". Drugs.com. Retrieved 7 August 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Memantine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ British national formulary : BNF 76 (76 ed.). Pharmaceutical Press. 2018. pp. 303–304. ISBN 9780857113382.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]