କ୍ଲାରିଥ୍ରୋମାଇସିନ

ଉଇକିପିଡ଼ିଆ‌ରୁ
(Clarithromycinରୁ ଲେଉଟି ଆସିଛି)
କ୍ଲାରିଥ୍ରୋମାଇସିନ
Clinical data
Trade namesBiaxin
AHFS/Drugs.commonograph
MedlinePlusa692005
Pregnancy
category
Routes of
administration
by mouth, intravenous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability50%
Protein bindinglow binding
Metabolismhepatic
Elimination half-life3–4 h
Identifiers
  • (3R,4S,5S,6R,7R,9R,11S,12R,13S,14R)-6-{[(2S,3R,4S,6R) -4-(dimethylamino)-3-hydroxy-6-methyloxan-2-yl]oxy} -14-ethyl-12,13-dihydroxy-4-{[(2R,4R,5S,6S)-5-hydroxy -4-methoxy-4,6-dimethyloxan-2-yl]oxy}-7 -methoxy-3,5,7,9,11,13-hexamethyl -1-oxacyclotetradecane-2,10-dione
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.119.644 Edit this at Wikidata
Chemical and physical data
FormulaC38H69NO13
Molar mass747.953 g/mol
3D model (JSmol)
  • CC[C@@H]1[C@@]([C@@H]([C@H](C(=O)[C@@H](C[C@@]([C@@H]([C@H]([C@@H]([C@H](C(=O)O1)C)O[C@H]2C[C@@]([C@H]([C@@H](O2)C)O)(C)OC)C)O[C@H]3[C@@H]([C@H](C[C@H](O3)C)N(C)C)O)(C)OC)C)C)O)(C)O
  • InChI=1S/C38H69NO13/c1-15-26-38(10,45)31(42)21(4)28(40)19(2)17-37(9,47-14)33(52-35-29(41)25(39(11)12)16-20(3)48-35)22(5)30(23(6)34(44)50-26)51-27-18-36(8,46-13)32(43)24(7)49-27/h19-27,29-33,35,41-43,45H,15-18H2,1-14H3/t19-,20-,21+,22+,23-,24+,25+,26-,27+,29-,30+,31-,32+,33-,35+,36-,37-,38-/m1/s1 ☒N
  • Key:AGOYDEPGAOXOCK-KCBOHYOISA-N ☒N
 ☒NcheckY (what is this?)  (verify)

କ୍ଲାରିଥ୍ରୋମାଇସିନ, ବିକ୍ରୟ ନାମ ବାଇଆକ୍‌ସିନ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ବିଭିନ୍ନ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ନିମୋନିଆ, ଚର୍ମ ସଂକ୍ରମଣ, ଏଚ ପାଇଲୋରି ସଂକ୍ରମଣଲାଇମ ଇତ୍ୟାଦି ରୋଗରେ ଏହା ଦିଆଯାଏ । ବଟିକା ବା ତରଳ ପଦାର୍ଥ ଆକାରରେ ଏହା ପାଟିରେ ଦିଆଯାଏ । [୧]

ଅଇ, ବାନ୍ତି, ମୁଣ୍ଡବଥା ଓ ତରଳ ଝାଡ଼ା ଇତ୍ୟାଦି ଏହି ଔଷଧର ପ୍ରତିକ୍ରିୟା ହେବାର ସମ୍ଭାବନା ଥାଏ । ସାଙ୍ଘାତିକ ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଯକୃତ ସମସ୍ୟା ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହା ଗ୍ରହଣ କଲେ କ୍ଷତି ହୋଇପାରେ । ଏହା ମାକ୍ରୋଲାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ବନ୍ଦ କରି ଜୀବାଣୁ ବୃଦ୍ଧି ବନ୍ଦ କରେ । [୧]

କ୍ଲାରିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧]ଏହାର ପ୍ରତି ଡୋଜ ପିଛା ହୋଲସେଲ ମୂଲ୍ୟ ୦.୧୩ରୁ ୦.୭୯ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମଧ୍ୟମ ଧରଣର ଦାମିକା, ଚିକିତ୍ସା ନିମନ୍ତେ ଗୋଟିଏ କୋର୍ସ ନିମନ୍ତେ ୫୦ରୁ ୧୦୦ ଡଲାର ଦେବାକୁ ପଡ଼େ । [୫]ଏହା ଏରିଥ୍ରୋମାଇସିନରୁ ପ୍ରସ୍ତୁତ କରାଯାଏ ଓ ଏହାର ରାସାୟନିକ ନାମ ୬-୦-ମିଥାଇଲଏରିଥ୍ରୋମାଇସିନ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Clarithromycin". The American Society of Health-System Pharmacists. Retrieved September 4, 2015.
  2. Greenwood, David (2008). Antimicrobial drugs : chronicle of a twentieth century medical triumph (1 ed.). Oxford: Oxford University Press. p. 239. ISBN 9780199534845.
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Clarithromycin". International Drug Price Indicator Guide. Retrieved 7 September 2015.[permanent dead link]
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 92. ISBN 9781284057560.
  6. Kirst, Herbert A. (2012). Macrolide Antibiotics (2 ed.). Basel: Birkhäuser Basel. p. 53. ISBN 9783034881050.