Jump to content

ଡେସମୋପ୍ରେସିନ

ଉଇକିପିଡ଼ିଆ‌ରୁ
(Desmopressinରୁ ଲେଉଟି ଆସିଛି)
ଡେସମୋପ୍ରେସିନ
Clinical data
Trade namesDdavp, Minirin, other
AHFS/Drugs.commonograph
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    IV, IM, SC, intranasal, by mouth, under the tongue
    ATC code
    Legal status
    Legal status
    Pharmacokinetic data
    BioavailabilityVariable; 0.08–0.16% (by mouth)
    Protein binding50%
    Elimination half-life1.5–2.5 hours
    ExcretionKidney
    Identifiers
    • (2S)-N-[(2R)-1-[(2-amino-2-oxoethyl)amino]-5-
      (diaminomethylideneamino)-1-oxopentan-2-yl]-1-
      [(4R,7S,10S,13S,16S)-7-(2-amino-2-oxoethyl)-10-
      (3-amino-3-oxopropyl)-16-[(4-hydroxyphenyl)methyl]-
      6,9,12,15,18-pentaoxo-13-(phenylmethyl)1,2-dithia-
      5,8,11,14,17-pentazacycloicosane-4-carbonyl]
      pyrrolidine-2-carboxamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.037.009 Edit this at Wikidata
    Chemical and physical data
    FormulaC46H64N14O12S2
    Molar mass1069.22 g/mol
    3D model (JSmol)
    • c1ccc(cc1)C[C@H]2C(=O)N[C@H](C(=O)N[C@H](C(=O)N[C@@H](CSSCCC(=O)N[C@H](C(=O)N2)Cc3ccc(cc3)O)C(=O)N4CCC[C@H]4C(=O)N[C@H](CCCNC(=N)N)C(=O)NCC(=O)N)CC(=O)N)CCC(=O)N
    • InChI=1S/C46H64N14O12S2/c47-35(62)15-14-29-40(67)58-32(22-36(48)63)43(70)59-33(45(72)60-18-5-9-34(60)44(71)56-28(8-4-17-52-46(50)51)39(66)53-23-37(49)64)24-74-73-19-16-38(65)54-30(21-26-10-12-27(61)13-11-26)41(68)57-31(42(69)55-29)20-25-6-2-1-3-7-25/h1-3,6-7,10-13,28-34,61H,4-5,8-9,14-24H2,(H2,47,62)(H2,48,63)(H2,49,64)(H,53,66)(H,54,65)(H,55,69)(H,56,71)(H,57,68)(H,58,67)(H,59,70)(H4,50,51,52)/t28-,29+,30+,31+,32+,33+,34+/m1/s1 ☒N
    • Key:NFLWUMRGJYTJIN-PNIOQBSNSA-N ☒N
     ☒NcheckY (what is this?)  (verify)

    ଡେସମୋପ୍ରେସିନ (ଇଂରାଜୀରେ Desmopressin, ବିକ୍ରୟ ନାମ DDAVP) ଏକ ଔଷଧ ଯାହା ଡାଏବେଟିସ ଇନସିପିଡସ (diabetes insipidus), ରାତ୍ରୀକାଳୀନ ବିଛଣା ପରିସ୍ରା (bedwetting), ହେମୋଫିଲିଆ ଏ (hemophilia A), ଭନ ଉଇଲବ୍ରାଣ୍ଡ ଡିଜିଜ (von Willebrand disease), ଓ ଯୁରିମିଆ (high blood urea levels) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । ସାମାନ୍ୟ ଓ ମଧ୍ୟମ ଧରଣର ହେମୋଫିଲିଆ ଏ ଓ ଭନ ଉଇଲବ୍ରାଣ୍ଡ ଡିଜିଜ ରୋଗରେ ଏହି ଔଷଧ ଦିଆଯାଏ । ଏହା ନାକ ଭିତରେ, ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ, ପାଟିରେ ଓ ଜିଭ ତଳେ ଦିଆଯାଏ । []

    ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ଅଳ୍ପ ସୋଡ଼ିଅମ ରକ୍ତ‌ତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ରକ୍ତରେ ଅଳ୍ପ ସୋଡ଼ିଅମ ଥିବା ଯୋଗୁ ବାତ (seizures) ମାରିପାରେ । ବୃକ୍‌କ ସମସ୍ୟା ବା ସ୍ୱଳ୍ପ ରକ୍ତ ସୋଡ଼ିଅମ ଥିଲେ ଏହି ଔଷଧ ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ଏହା ଭାସୋପ୍ରେସିନ (vasopressin) ହରମୋନର (hormone) ଏକ କୃତ୍ରିମ (synthetic) ପ୍ରସ୍ତୁତି ଯାହା ମୂତ୍ର ତିଆରି କମେଇଦିଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡେସମୋପ୍ରେସିନ ସ୍ୱୀକୃତିପ୍ରାପ୍ତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଗୋଟିଏ ମାସର ଖର୍ଚ୍ଚ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[]

    1. 1 2 3 4 "Desmopressin Acetate". The American Society of Health-System Pharmacists. Retrieved 2 December 2016.
    2. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    3. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 233. ISBN 9781284057560.