Jump to content

ଆଜଟ୍ରିଓନାମ

ଉଇକିପିଡ଼ିଆ‌ରୁ
ଆଜଟ୍ରିଓନାମ
Clinical data
Trade namesAzactam, Cayston, others
AHFS/Drugs.commonograph
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Intravenous, intramuscular, inhalation
    ATC code
    Legal status
    Legal status
    Pharmacokinetic data
    Bioavailability100% (IM) 0.1% (by mouth in rats) Unknown (by mouth in humans)
    Protein binding56%
    MetabolismLiver (minor %)
    Elimination half-life1.7 hours
    ExcretionKidney
    Identifiers
    • 2-{[(1Z)-1-(2-Amino-1,3-thiazol-4-yl)-2-{[(2S,3S)-2-methyl-4-oxo-1-sulfoazetidin-3-yl]amino}-2-oxoethylidene]amino}oxy-2-methylpropanoic acid
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.071.652 Edit this at Wikidata
    Chemical and physical data
    FormulaC13H17N5O8S2
    Molar mass435.433 g/mol
    3D model (JSmol)
    • O=S(=O)(O)N2C(=O)[C@@H](NC(=O)C(=N\OC(C(=O)O)(C)C)/c1nc(sc1)N)[C@@H]2C
    • InChI=1S/C13H17N5O8S2/c1-5-7(10(20)18(5)28(23,24)25)16-9(19)8(6-4-27-12(14)15-6)17-26-13(2,3)11(21)22/h4-5,7H,1-3H3,(H2,14,15)(H,16,19)(H,21,22)(H,23,24,25)/b17-8-/t5-,7-/m0/s1 checkY
    • Key:WZPBZJONDBGPKJ-VEHQQRBSSA-N checkY
      (verify)

    ଆଜଟ୍ରିଓନାମ (Aztreonam, ଏକ ବ୍ୟବସାୟୀକ ନାମ Azactam) ଏକ ଆଣ୍ଟିବାୟୋଟିକ (antibiotic) ଔଷଧ ଯାହା ସୁଡୋମାନାସ ଏରୁଜିନୋସା (Pseudomonas aeruginosa) ଭଳି ଗ୍ରାମ-ନେଗେଟିଭ ବ୍ୟାକ୍ଟେରିଆ (gram-negative bacteria) ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[][] ଏହି ଜୀବାଣୁ ଯୋଗୁ ଅସ୍ଥି ସଂକ୍ରମଣ (bone infections), ଏଣ୍ଡୋମେଟ୍ରାଇଟିସ (endometritis), ଉଦର ଅଭ୍ୟନ୍ତର ସଂକ୍ରମଣ (intra abdominal infections), ନିମୋନିଆ, ମୂତ୍ରାଙ୍ଗ ସଂକ୍ରମଣସେପ୍ସିସ ଆଦି ରୋଗ ହୁଏ ।[] ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein), ମାଂସପେଶୀରେ (muscle) ବା ପ୍ରଶ୍ୱାସରେ (breathed in as a mist) ଦିଆଯାଏ । []

    ସାଧାରଣତଃ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ, ବାନ୍ଟି ଓ ରାସ ଦେଖାଯାଏ ।[] ପ୍ରଶ୍ୱାସରେ ନେଲେ କାଶ, ବାନ୍ତି ଓ ଶବ୍ଦ ସ‌ହିତ ଶ୍ୱାସକ୍ରିୟା ହୁଇଜ (wheezing) ହୋଇପାରେ ।[] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ଆନାଫାଇଲାକ୍ସିସ (anaphylaxis) ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[] ବିଟା-ଲାକ୍ଟମ (β-lactam) ଆଲର୍ଜୀ ଥିବା ବ୍ୟକ୍ତିଙ୍କର କମ ଆଜଟ୍ରିଓନାମ ଆଲର୍ଜି ହୁଏ ।[] ଗର୍ଭାବସ୍ଥାରେ ଏହାର ବ୍ୟବ‌ହାର ନିରାପଦ ଜଣାଯାଏ ।[] ଏହା ଏକ ମୋନୋବ୍ୟାକ୍ଟମ (monobactam) ଶ୍ରେଣୀର ଔଷଧ ।[] ଆଜଟ୍ରିଓନାମ ଏକ ଜୀବାଣୁ ନାଶକ ଔଷଧ ଯାହା ଜୀବାଣୁର କୋଷ କାନ୍ଥ ତିଆରିକୁ (cell wall) ଅବରୋଧ କରେ ।[]

    ସନ ୧୯୮୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆଜଟ୍ରିଓନାମ ସ୍ୱୀକୃତି ପ୍ରାପ୍ତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ (generic medication) ନାମରେ ମିଳେ ।[] ଇଞ୍ଜେକସନ କ୍ରୟ ମୂଲ୍ୟ ଦୈନିକ ୨୮.୨୦ପାଉଣ୍ଡ ଓ ପ୍ରଶ୍ୱାସ ଔଷଧ ଗୋଟିଏ କୋର୍ଷ ଚିକିତ୍ସାର ମୂଲ୍ୟ ୨,୧୮୨ ପାଉଣ୍ଡ । [] କ୍ରୋମୋବ୍ୟାକ୍ଟେରିଅମ‌ ବାୟୋଲାସିଅମ (Chromobacterium violaceum ଜୀବାଣୁରୁ ନିର୍ଗତ ଏକ ରାସାୟନିକ ସଂସ୍କରଣ ପଦାର୍ଥ ।[]

    1. 1 2 3 4 5 6 7 8 9 10 11 12 "Aztreonam". The American Society of Health-System Pharmacists. Retrieved 8 December 2017.
    2. 1 2 British national formulary : BNF 69 (69 ed.). British Medical Association. 2015. p. 381. ISBN 9780857111562.
    3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    4. Yaffe, Sumner J.; Aranda, Jacob V. (2010). Neonatal and Pediatric Pharmacology: Therapeutic Principles in Practice (in ଇଂରାଜୀ). Lippincott Williams & Wilkins. p. 438. ISBN 9780781795388.