Jump to content

ଓଣ୍ଡାନ୍‌ସେଟ୍ରନ୍

ଉଇକିପିଡ଼ିଆ‌ରୁ
ଓଣ୍ଡାନ୍‌ସେଟ୍ରନ୍
Clinical data
Trade namesZofran, Ondisolv, others
AHFS/Drugs.commonograph
MedlinePlusa601209
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Oral, rectal, IV, IM
    ATC code
    Legal status
    Legal status
    Pharmacokinetic data
    Bioavailability~60%
    Protein binding70%-76%
    MetabolismLiver (CYP3A4, CYP1A2, CYP2D6)
    Elimination half-life5.7 hours
    ExcretionKidney
    Identifiers
    • (RS)-9-methyl-3-[(2-methyl-1H-imidazol-1-yl)methyl]-2,3-dihydro-1H-carbazol-4(9H)-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.110.918 Edit this at Wikidata
    Chemical and physical data
    FormulaC18H19N3O
    Molar mass293.4 g/mol
    3D model (JSmol)
    • O=C3c2c1ccccc1n(c2CCC3Cn4ccnc4C)C
    • InChI=1S/C18H19N3O/c1-12-19-9-10-21(12)11-13-7-8-16-17(18(13)22)14-5-3-4-6-15(14)20(16)2/h3-6,9-10,13H,7-8,11H2,1-2H3 checkY
    • Key:FELGMEQIXOGIFQ-UHFFFAOYSA-N checkY
      (verify)

    ଓଣ୍ଡାନ୍‌ସେଟ୍ରନ୍, ବିକ୍ରୟ ନାମ ଜୋଫ୍ରାନ୍, ଏକ ଔଷଧ ଯାହା କେମୋଥେରାପି, ରାଡିଏସନ୍ ଥେରାପି ଓ ଅପରେଶନ ପରେ ହେଉଥିବା ଅଇ ଓ ବାନ୍ତି ପ୍ରତିରୋଧ କରିବାକୁ ଦିଆଯାଏ ।[୧] ଗାସ୍ଟ୍ରୋଏଣ୍ଟେରାଇଟିସ (ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ) ରୋଗରେ ମଧ୍ୟ ଏହା ଦେଲେ ଉପକାରରେ ଆସେ । [୨][୩] ମୋସନ ସିକ୍‌ନେସ (ଯାତ୍ରାକାଳୀନ ଅସୁସ୍ଥତା) ଯୋଗୁ ହେଉଥିବା ବାନ୍ତିରେ ଏହାର କିଛି ପ୍ରଭାବ ପଡ଼େନାହିଁ ।[୪] ଏହା ପାଟିରେ ଓ ମାଂସପେଶୀ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ୍ ଆକାରରେ ଦିଆଯାଇପାରେ ।[୧]

    ଓଣ୍ଡାନ୍‌ସେଟ୍ରନ୍‌ର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବଥା, ନିଦ୍ରାହୀନତା ଓ ଗଲୁ ଲାଗିବା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଦୀର୍ଘ କ୍ୟୁଟି ଓ ଆନାଫାଇଲାକ୍ସିସ ହୋଇପାରେ । ଗର୍ଭାବସ୍ଥାରେ ଏହା ନିରାପଦ ପ୍ରତେ ହେଲେ ମଧ୍ୟ ଏହା ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । ଏହା ଏକ ସେରୋଟୋନିନ୍ ୫-ଏଚଟି୩ ରିସେପ୍ଟର ବିରୋଧୀ.[୧] ଡୋପାମିନ ରିସେପ୍ଟର ବା ମସ୍କାରିନିକ୍ ରିସେପ୍ଟର ସମୂହ ଉପରେ ଓଣ୍ଡାନ୍‌ସେଟ୍ରନ୍‌ର ପ୍ରଭାବ ନାହିଁ ।[୫]

    ଓଣ୍ଡାନ୍‌ସେଟ୍ରନ୍ ପ୍ରଥମେ ସନ ୧୯୯୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଇଞ୍ଜେକସନ ଆକାରରେ ମିଳୁଥିବା ଓଣ୍ଡାନ୍‌ସେଟ୍ରନ୍‌ର ହୋଲସେଲ ମୁଲ୍ୟ ପ୍ରାୟ ୦.୧୦ରୁ ୦.୭୬ ଆମେରିକୀୟ ଡଲାର । [୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ବଟିକାର ମୂଲ୍ୟ ପ୍ରାୟ ୧.୩୭ ଡଲାର ।[୧]

    1. 1 2 3 4 5 "Ondansetron Hydrochloride". The American Society of Health-System Pharmacists. Retrieved Jan 2016. {{cite web}}: Check date values in: |accessdate= (help)
    2. ↑ Schnadower, D; Finkelstein, Y; Freedman, SB (January 2015). "Ondansetron and probiotics in the management of pediatric acute gastroenteritis in developed countries". Current opinion in gastroenterology. 31 (1): 1–6. doi:10.1097/mog.0000000000000132. PMID 25333367.
    3. ↑ Freedman, SB; Ali, S; Oleszczuk, M; Gouin, S; Hartling, L (July 2013). "Treatment of acute gastroenteritis in children: an overview of systematic reviews of interventions commonly used in developed countries". Evidence-based child health : a Cochrane review journal. 8 (4): 1123–37. doi:10.1002/ebch.1932. PMID 23877938.
    4. ↑ Sutton, M; Mounsey, AL; Russell, RG (15 July 2012). "FPIN's Clinical Inquiries. Treatment of motion sickness". American family physician. 86 (2): 192–5. PMID 22962932.
    5. ↑ Miloro, ed. by Michael (2012). Peterson's principles of oral and maxillofacial surgery (3rd ed.). Shelton, CT: People's Medical Pub. House-USA. p. 86. ISBN 9781607951117. {{cite book}}: |first1= has generic name (help)
    6. ↑ Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 217. ISBN 9780471899792.
    7. ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    8. ↑ "Ondansetron". International Drug Price Indicator Guide. Archived from the original on 10 May 2017. Retrieved 26 January 2016.