ମିଥାଇଲପ୍ରେଡନିସୋଲୋନ
| Clinical data | |
|---|---|
| Trade names | Medrol, Meprolone, others |
| Synonyms | (6α, 11β)-11,17,21-trihydroxy-6-methyl-pregna-1,4-diene-3,20-dione |
| AHFS/Drugs.com | monograph |
| MedlinePlus | a682795 |
| data | |
| Pregnancy category | |
| Routes of administration | IV, IM, by mouth |
| ATC code | |
| Legal status | |
| Legal status | |
| Pharmacokinetic data | |
| Protein binding | 78% |
| Metabolism | liver primarily, kidney, tissues; CYP450: 3A4 substrate |
| Elimination half-life | urine; Half-life: 18-26h (biological) |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.001.343 |
| Chemical and physical data | |
| Formula | C22H30O5 |
| Molar mass | 374.471 g/mol |
| 3D model (JSmol) | |
| |
| |
| (verify) | |
'ମିଥାଇଲପ୍ରେଡନିସୋଲୋନ (ଇଂରାଜୀ ଭାଷାରେ Methylprednisolone, ବିକ୍ରୟ ନାମ ଡେପୋମେଡ୍ରୋଲ/Depo-Medrol ଓ ସଲ୍ୟୁମେଡ୍ରୋଲ'Solu-Medrol) ଏକ କର୍ଟିକୋସ୍ଟିରଏଡ (corticosteroid) ଔଷଧ ଯାହା ଏକ ଇମ୍ମ୍ୟୁନିଟି ପ୍ରଣାଳୀକୁ କମ କରିଦେବା (suppress the immune system) ଫଳରେ ପ୍ରଦାହ (inflammation) କମିଯାଏ । ଚର୍ମ ରୋଗ, ରିଉମାଟିକ ରୋଗ (rheumatic disorders), ଆଲର୍ଜି, ଆଜ୍ମା, ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ, ସିଓପିଡି, କେତେକ କର୍କଟ ରୋଗ, ମଲ୍ଟିପ୍ଲ ସ୍କ୍ଲେରୋସିସ ଓ ଯକ୍ଷ୍ମା ଇତ୍ୟାଦି ରୋଗମାନଙ୍କରେ ବ୍ୟବହାର କରାଯାଏ । ଏହା ପାଟିରେ (given by mouth), ଶିରାଭ୍ୟନ୍ତର (into a vein) ଓ ମାଂସପେଶୀରେ ଇଞ୍ଜେକସନ (muscle) ଆକାରରେ ଦିଆଯାଏ ।[୧]
ମିଥାଇଲପ୍ରେଡନିସୋଲୋନର ସାଂଘାତିକ ପ୍ରତିକ୍ରିୟା ହେଲେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems) ଓ ସଂକ୍ରମଣ (infection) ସଙ୍କଟ ଅଧିକ ହୁଏ । ସାଧାରଣ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ପରଳ, ଦୁର୍ବଳତା, ସହଜରେ କ୍ଷତାକ୍ତ ହେବା ଓ ଫିମ୍ପି ସଂକ୍ରମଣ (yeast infections) ଇତ୍ୟାଦି ହୋଇପାରେ ।[୧] ସ୍ୱଳ୍ପ କାଳୀନ ପ୍ରସବ (delivery) ସମୟରେ ଶିଶୁ ପ୍ରତି ଏହା ନିରାପଦ ଥାଏ କିନ୍ତୁ ଦୀର୍ଘକାଳୀନ ବ୍ୟବହାରରେ କ୍ଷତି ପହୁଞ୍ଚାଏ ।[୨] ମିଥାଇଲପ୍ରେଡନିସୋଲୋନ ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଶ୍ରେଣୀର ଔଷଧ । [୧]
ସନ ୧୯୫୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ମିଥାଇଲପ୍ରେଡନିସୋଲୋନ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ ମି:ଗ୍ରା: ଭାଏଲର କ୍ରୟ ମୂଲ୍ୟ ପ୍ରାୟ ୩.୮୧ରୁ ୯.୩୫ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ଥାଏ ।[୬]
ଆଧାର
[ସମ୍ପାଦନା]- 1 2 3 4 "Methylprednisolone". The American Society of Health-System Pharmacists. Retrieved 8 December 2016.
- ↑ "Methylprednisolone Use During Pregnancy | Drugs.com". www.drugs.com. Retrieved 22 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 486. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Methylprednisolone". International Drug Price Indicator Guide. Archived from the original on 21 March 2020. Retrieved 8 December 2016.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 202. ISBN 9781284057560.