Jump to content

ବିଟାମେଥାଜୋନ

ଉଇକିପିଡ଼ିଆ‌ରୁ
ବିଟାମେଥାଜୋନ
Clinical data
Trade namesCelestone
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    Oral,Topical,IM
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability?
    Metabolismhepatic CYP3A4
    Elimination half-life36-54 hours
    ExcretionRenal (in urine)
    Identifiers
    • (8S,9R,10S,11S,13S,14S,16S,17R)-9-fluoro- 11,17-dihydroxy-17-(2-hydroxyacetyl)-10,13,16-trimethyl- 6,7,8,9,10,11,12,13,14,15,16,17-dodecahydro- 3H-cyclopenta[a]phenanthren-3-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.006.206 Edit this at Wikidata
    Chemical and physical data
    FormulaC22H29FO5
    Molar mass392.461
    3D model (JSmol)
    • O=C(CO)[C@]3(O)[C@]2(C[C@H](O)[C@]4(F)[C@@]/1(\C(=C/C(=O)\C=C\1)CC[C@H]4[C@@H]2C[C@@H]3C)C)C
    • InChI=1S/C22H29FO5/c1-12-8-16-15-5-4-13-9-14(25)6-7-19(13,2)21(15,23)17(26)10-20(16,3)22(12,28)18(27)11-24/h6-7,9,12,15-17,24,26,28H,4-5,8,10-11H2,1-3H3/t12-,15-,16-,17-,19-,20-,21-,22-/m0/s1 checkY
    • Key:UREBDLICKHMUKA-DVTGEIKXSA-N checkY
      (verify)

    ବିଟାମେଥାଜୋନ ଏକ ସ୍ଟିରଏଡ ଔଷଧ ।[] ଏହା ବ୍ୟବ‌ହୃତ ହେଉଥିବା ରୋଗମାନଙ୍କ ନାମ: ରିଉମାଟିକ ରୋଗମାନଙ୍କ ମଧ୍ୟରେ ରିଉମାଟଏଡ଼ ଆର୍ଥ୍ରାଇଟିସ, ସିସ୍ଟମିକ ଲୁପସ ଏରିଦମାଟୋସସ; ଚର୍ମ ରୋଗ ମଧ୍ୟରେ ଡର୍ମାଟାଇଟିସସୋରିଆସିସ; ଆଲର୍ଜି ରୋଗ ମଧ୍ୟରେ ଆଜ୍‌ମାଆଞ୍ଜିଓଇଡିମା; ଅସମୟ ଗର୍ଭବେଦନା, କ୍ରନ୍‌ସ ରୋଗ, କର୍କଟ ମଧ୍ୟରେ ଲିଉକେମିଆ, ଆଡ୍ରେନିକର୍ଟିକାଲ ଇନସଫିସିଏନ୍ସି ଇତ୍ୟାଦି ।[] ଏହା ପାଟିରେ, ମାଂସପେଶୀ ଇଞ୍ଜେକସନ ଓ କ୍ରିମ ଆକାରରେ ଦିଆଯାଏ । [][] ଇଞ୍ଜେକସନ ଆକାରରେ ଦେଲେ ଏହାର ପ୍ରଦାହରୋଧୀ ପ୍ରଭାବ ୨ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୭ଦିନ ପର୍ଯ୍ୟନ୍ତ ରହେ । []

    ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂକ୍ରମଣ ସଙ୍କଟ, ଦୁର୍ବଳ ମାଂସପେଶୀ, ସାଂଘାତିକ ଆଲର୍ଜିସାଇକୋସିସ ଇତ୍ୟାଦି ଦେଖାଯାଏ । ଦୀର୍ଘକାଳୀନ ବ୍ୟବ‌ହାରରେ ଆଡ୍ରେନାଲ ଅଭାବ ଦେଖାଯାଏ । ଦୀର୍ଘକାଳ ବ୍ୟବ‌ହାର ପରେ ହଠାତ୍ ଔଷଧ ବନ୍ଦ କଲେ ଅବସ୍ଥା ସାଂଘାତିକ ହୁଏ ।[] କ୍ରିମ ଲଗେଇଲେ ଅଧିକ ରୁମ ଓ ଚର୍ମ ଜ୍ୱାଳା ହୁଏ ।[] ବିଟାମେଥାଜୋନ ଗ୍ଲୁକିକର୍ଟିକଏଡ ଶ୍ରେଣୀର ଔଷଧ । []

    ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୬୧ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତି ସ୍ୱିକୃତି ପାଇଲା ।[] କ୍ରମର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ବଟିକା ଓ ଇଞ୍ଜେକସନ ଦାମିକା କିନ୍ତୁ କ୍ରିମ ନୁହେଁ । []

    1. 1 2 3 4 5 6 7 8 "Betamethasone". The American Society of Health-System Pharmacists. Retrieved Dec 2, 2015.
    2. 1 2 "Betamethasone topical". The American Society of Health-System Pharmacists. Retrieved Dec 2, 2015.
    3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    4. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 186,201. ISBN 9781284057560.