Jump to content

ଏଟୋପୋସାଇଡ

ଉଇକିପିଡ଼ିଆ‌ରୁ
ଏଟୋପୋସାଇଡ
Clinical data
Pronunciation/ˌɛtˈpsd/
Trade namesEtopophos, Toposar, others
SynonymsVP-16; VP-16-213
AHFS/Drugs.commonograph
MedlinePlusa684055
Pregnancy
category
  • AU: D
  • US: DPOM
    Routes of
    administration
    by mouth, intravenous
    ATC code
    Legal status
    Legal status
    Pharmacokinetic data
    BioavailabilityHighly variable, 25 to 75%
    Protein binding97%
    MetabolismLiver (CYP3A4 involved)
    Elimination half-lifeOral: 6 h., IV: 6-12 h., IV in children: 3 h.
    ExcretionKidney and fecal
    Identifiers
    • 4'-Demethyl-epipodophyllotoxin 9-[4,6-O-(R)-ethylidene-beta-D-glucopyranoside], 4' -(dihydrogen phosphate)
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.046.812 Edit this at Wikidata
    Chemical and physical data
    FormulaC29H32O13
    Molar mass588.557 g/mol
    3D model (JSmol)
    Melting point243.5 °C (470.3 °F)
    • C[C@@H]1OC[C@@H]2[C@@H](O1)[C@@H]([C@H]([C@@H](O2)O[C@@H]3c4cc5c(cc4[C@H]([C@@H]6[C@@H]3COC6=O)c7cc(c(c(c7)OC)O)OC)OCO5)O)O
    • InChI=1S/C29H32O13/c1-11-36-9-20-27(40-11)24(31)25(32)29(41-20)42-26-14-7-17-16(38-10-39-17)6-13(14)21(22-15(26)8-37-28(22)33)12-4-18(34-2)23(30)19(5-12)35-3/h4-7,11,15,20-22,24-27,29-32H,8-10H2,1-3H3/t11-,15+,20-,21-,22+,24-,25-,26-,27-,29+/m1/s1 checkY
    • Key:VJJPUSNTGOMMGY-MRVIYFEKSA-N checkY
      (verify)

    ଏଟୋପୋସାଇଡ (ଇଂରାଜୀ ଭାଷାରେ Etoposide, ଏକ ବିକ୍ରୟ ନାମ ଏଟୋପୋଫସ) ଏକ କେମୋଥେରାପିଉଟିକ ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ମଧ୍ୟରେ ଅଣ୍ଡକୋଷ କର୍କଟ (testicular cancer), ଫୁସଫୁସ କର୍କଟ, ଲିମ୍ଫୋମା, ଲିଉକେମିଆ, ନିଉରୋବ୍ଲାସ୍ଟୋମାଓଭାରି କର୍କଟ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[]

    ସାଧାରଣତଃ ଏଟୋପୋସାଇଡର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସ୍ୱଳ୍ପ ରକ୍ତ କଣିକା (low blood cell counts), ବାନ୍ତି, ଅରୁଚି, ତରଳ ଝାଡ଼ା, କେଶ ହାନୀ ଓ ଜ୍ୱର ହୋଇପାରେ ।[] ସାଂଘାତିକ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ନିମ୍ନ ରକ୍ତଚାପ (low blood pressure) ହୋଇପାରେ ।[][] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରାଏ । ଏହା ଟୋପୋଇସୋମରେଜ ଇନହିବିଟର (topoisomerase inhibitor) ଶ୍ରେଣୀର ଏକ ଔଷଧ । ଏହା ଡିଏନଏକୁ ନଷ୍ଟ କରି କାର୍ଯ୍ୟକ୍ଷମ ହୁଏ । []

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୩ରେ ଏଟୋପୋସାଇଡ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୦୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୫.୧୮ ଆମେରିକୀୟ ଡଲାର । [] ଇଂଲଣ୍ଡରେ ସନ ୨୦୧୫ରେ ଏହାର ମୂଲ୍ୟ ପ୍ରାୟ ୧୨.୧୫ ପାଉଣ୍ଡ ଥିଲା ।[]

    1. 1 2 3 4 5 "Etoposide". The American Society of Health-System Pharmacists. Retrieved 8 December 2016.
    2. WHO Model Formulary 2008 (PDF). World Health Organization. 2009. p. 227. ISBN 9789241547659. Retrieved 8 December 2016.
    3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    4. "Etoposide". International Drug Price Indicator Guide. Retrieved 8 December 2016.[permanent dead link]
    5. British national formulary : BNF 69 (69 ed.). British Medical Association. 2015. p. 593. ISBN 9780857111562.