ଏର୍ଗୋମେଟ୍ରିନ
| Clinical data | |||
|---|---|---|---|
| Synonyms | Ergonovine, lysergic acid beta- propanolamide | ||
| AHFS/Drugs.com | monograph | ||
| Pregnancy category |
| ||
| Routes of administration | Oral | ||
| ATC code | |||
| Legal status | |||
| Legal status |
| ||
| Pharmacokinetic data | |||
| Metabolism | Liver | ||
| Excretion | Kidney | ||
| Identifiers | |||
| |||
| CAS Number | |||
| PubChem CID | |||
| IUPHAR/BPS | |||
| DrugBank | |||
| ChemSpider | |||
| UNII | |||
| KEGG | |||
| ChEBI | |||
| ChEMBL | |||
| ECHA InfoCard | 100.000.441 | ||
| Chemical and physical data | |||
| Formula | C19H23N3O2 | ||
| Molar mass | 325.41 g/mol | ||
| 3D model (JSmol) | |||
| |||
| |||
| (verify) | |||
ଏର୍ଗୋମେଟ୍ରିନ ଅନ୍ୟ ନାମ ଏର୍ଗୋଭାଇନ ବା ଡି-ଲାଇସର୍ଜିକ ଏସିଡ ବିଟା-ପ୍ରୋପାନୋଲାମାଇଡ, ଏକ ଔଷଧ ଯାହା ଜରାୟୁ ସଙ୍କୋଚନ କରି ପ୍ରସବପର ରକ୍ତସ୍ରାବ କମାଏ ।[୧] ଏହି ଔଷଧ ପାଟିରେ, ମାଂସପେଶୀ ଇଞ୍ଜେକସନ ବା ଅନ୍ତଃଶିରା ଇଞ୍ଜେକସନ ଆକାରରେ ଦିଆଯାଏ । ଏହାର କାମ ଖାଇବାର ୧୫ ମିନିଟ ମଧ୍ୟରେ ଆରମ୍ଭ ହୁଏ, ଇଞ୍ଜେକସନ ଦେଲେ ଶୀଘ୍ର କାମ କରେ । ଏହାର ପ୍ରଭାବ ୪୫ ମିନିଟରୁ ୧୮୦ ମିନିଟ ପର୍ଯ୍ୟନ୍ତ ରହେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଉଚ୍ଚ ରକ୍ତଚାପ, ବାନ୍ତି, ଅପସ୍ମାର ବାତ, ମୁଣ୍ଡବଥା ଓ ନିମ୍ନ ରକ୍ତଚାପ ମୁଖ୍ୟତଃ ଦେଖାଯାଏ । ଅନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଏର୍ଗୋଟିଜ୍ମ ଦେଖାଯାଏ ।[୧] ମୌଳିକ ଭାବରେ ଏହା ରାଇ ଏର୍ଗଟ ଫିମ୍ପିରୁ ତିଆରି ହେଉଥିଲା, କିନ୍ତୁ ଅଧୁନା ଲାଇସର୍ଜିକ ଏସିଡରୁ ତିଆରି ହେଉଛି ।[୨][୩] ଏର୍ଗୋମେଟ୍ରିନରୁ ଲାଇସର୍ଜିକ ଏସିଡ ଡାଇଏଥାଇଲାମାଇଡ ବା ଏଲଏସଡି ପ୍ରସ୍ତୁତ ହୋଇପାରୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖାଯାଇଛି ।[୪]
ଏର୍ଗୋମେଟ୍ରିନ ସନ ୧୯୩୨ରେ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହାର ହୋଲସେଲ ମୂଲ୍ୟ ପିଲ ପିଛା ସନ ୨୦୧୪ରେ ୦.୧୨ରୁ ୦.୪୧ ଆମେରିକୀୟ ଡଲାର ଥଲା ।[୬][୭] ଯୁକ୍ତରାଷ୍ଟ୍ର ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୧.୭୫ ଡଲାର ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Ergonovine Maleate". The American Society of Health-System Pharmacists. Retrieved Dec 2015.
{{cite web}}: Check date values in:|accessdate=(help) - ↑ ୨.୦ ୨.୧ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 245. ISBN 9783527326693.
- ↑ Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 349. ISBN 9780471899792.
- ↑ King, L.A. (2009). Forensic chemistry of substance misuse : a guide to drug control. Cambridge, UK: Royal Society of Chemistry. p. 190. ISBN 9780854041787.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Ergometrine Maleate". International Drug Price Indicator Guide. Retrieved 25 December 2015.[permanent dead link]
- ↑ "Ergometrine Maleate". International Drug Price Indicator Guide. Retrieved 25 December 2015.[permanent dead link]