Jump to content

ଲୋପେରାମାଇଡ

ଉଇକିପିଡ଼ିଆ‌ରୁ
ଲୋପେରାମାଇଡ
Clinical data
Pronunciation/lˈpɛrəmd/
Trade namesImodium, others[]
SynonymsR-18553
AHFS/Drugs.commonograph
MedlinePlusa682280
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Oral
    ATC code
    Legal status
    Legal status
    Pharmacokinetic data
    Bioavailability0.3%
    Protein binding97%
    MetabolismLiver (extensive)
    Elimination half-life9-14 hours[]
    ExcretionFaeces (30-40%), urine (1%)
    Identifiers
    • 4-[4-(4-Chlorophenyl)-4-hydroxypiperidin-1-yl]-N,N-dimethyl-2,2-diphenylbutanamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.053.088 Edit this at Wikidata
    Chemical and physical data
    FormulaC29H33ClN2O2
    Molar mass477.037 g/mol (513.506 with HCl)
    3D model (JSmol)
    • ClC1=CC=C(C2(CCN(CC2)CCC(C3=CC=CC=C3)(C(N(C)C)=O)C4=CC=CC=C4)O)C=C1
    • InChI=1S/C29H33ClN2O2/c1-31(2)27(33)29(24-9-5-3-6-10-24,25-11-7-4-8-12-25)19-22-32-20-17-28(34,18-21-32)23-13-15-26(30)16-14-23/h3-16,34H,17-22H2,1-2H3 checkY
    • Key:RDOIQAHITMMDAJ-UHFFFAOYSA-N checkY
     ☒NcheckY (what is this?)  (verify)

    ଲୋପେରାମାଇଡ, ଔଷଧ ଇମୋଡିଅମ ନାମରେ ବିକ୍ରି ହେଲେ ମଧ୍ୟ ଅନେକ ଅନ୍ୟ ନାମରେ ମିଳେ,[] ଓ ବାରମ୍ବାର ତରଳ ଝାଡ଼ା ହେଉଥିଲେ ତାହାର ହାର କମେଇବାକୁ ଦିଆଯାଏ ।[] ଏହି କାରଣ ନିମନ୍ତେ ଏହା ଅନ୍ୟ ରୋଗ ଯଥା ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ, ଇନଫ୍ଲାମେଟରି ବାୱେଲ ଡିଜିଜ, ଓ ସର୍ଟ ବାୱେଲ ସିଣ୍ଡ୍ରୋମ. ଏହା ଝାଡ଼ାରେ ରକ୍ତ ପଡ଼ିଲେ ଦିଆଯାଏ ନାହିଁ । ଏହି ଖାଇବାକୁ ଦିଆଯାଏ ।[]

    ଏହି ଔଷଧର ମୁଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ କୋଷ୍ଠବଦ୍ଧ, ନିଦ୍ରାହାନୀ, ବାନ୍ତି ଓ ଶୁଖିଲା ପାଟି ଉଲ୍ଲେଖ‌ଯୋଗ୍ୟ । ଟକ୍ସିକ ମେଗାକୋଲୋନ ହେବା ସଙ୍କଟ ମଧ୍ୟ ରହେ ।[] ଗର୍ଭାବସ୍ଥାରେ ଏହି ଔଷଧ ପ୍ରୟୋଗର ନିରାପତ୍ତା ଯଦିଓ ସନ୍ଦେହଜନ‌କ ତେବେ କୌଣସି କ୍ଷତି ହେବାର ପ୍ରମାଣ ମିଳିନାହିଁ ।[] ଏହା ସ୍ତନ୍ୟପାନ ସମୟରେ ଦେଲେ ନିରାପଦ ।[] ଏହା ଏକ ପ୍ରକାର ଓପିଅଏଡ (opioid) ଯାହା ଅବଶୋଷିତ ହୋଇପାରେ ନାହିଁ ।[] ଅନ୍ତନଳୀର ସଙ୍କୋଚନ ଧୀର କରିଦିଏ ।[]

    ଲୋପେରାମାଇଡ ସନ ୧୯୬୯ରେ ପ୍ରଥମେ ତିଆରି ହୋଇଥିଲା ଓ ଚିକିତ୍ସାରେ ସନ ୧୯୭୬ରେ ବ୍ୟବ‌ହୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[][] ଏହାର ହୋଲସେଲ ମୂଲ୍ୟ ଏକ ଡୋଜ ପିଛା ପ୍ରାୟ ୦.୦୦୪ରୁ ୦.୦୪ ଆମେରିକୀୟ ଡଲାର ।[] ଆମେରିକାରେ ଏହାର ଡୋଜ ପିଛା ମୂଲ୍ୟ ୦.୨୦ ଆମେରିକୀୟ ଡଲାର ।[]

    1. 1 2 Drugs.com International brands for loperamide Page accessed Sept 4, 2015
    2. 1 2 3 4 5 6 7 "Loperamide Hydrochloride". The American Society of Health-System Pharmacists. Retrieved Aug 25, 2015.
    3. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
    4. "Loperamide use while Breastfeeding". Retrieved 26 August 2015.
    5. "loperamide hydrochloride". NCI Drug Dictionary. Retrieved 26 August 2015.
    6. Patrick, Graham L. (2013). An introduction to medicinal chemistry (Fifth edition. ed.). Oxford: Oxford University Press. p. 644. ISBN 9780199697397. {{cite book}}: External link in |ref= (help)
    7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
    8. Hamilton, Richard J. (2013). Tarascon pocket pharmacopoeia (14 ed.). [Sudbury, Mass.]: Jones & Bartlett Learning. p. 217. ISBN 9781449673611.
    9. "Loperamide HCL". International Drug Price Indicator Guide. Archived from the original on 10 May 2017. Retrieved 26 August 2015.