Jump to content

ଆମ୍ଲୋଡିପିନ

ଉଇକିପିଡ଼ିଆ‌ରୁ
ଆମ୍ଲୋଡିପିନ
Clinical data
Trade namesNorvasc, others
AHFS/Drugs.commonograph
MedlinePlusa692044
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth (tablets)
    ATC code
    Legal status
    Legal status
    Pharmacokinetic data
    Bioavailability64 to 90%
    Metabolismଯକୃତ
    Elimination half-life30 h to 50 h
    Excretionବୃକ୍‌କ
    Identifiers
    • (RS)-3-ethyl 5-methyl 2-[(2-aminoethoxy)methyl]-4-(2-chlorophenyl)-6-methyl-1,4-dihydropyridine-3,5-dicarboxylate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.102.428 Edit this at Wikidata
    Chemical and physical data
    FormulaC20H25ClN2O5
    Molar mass408.879 g/mol
    3D model (JSmol)
    ChiralityRacemic mixture
    • Clc1ccccc1C2C(=C(/N/C(=C2/C(=O)OCC)COCCN)C)\C(=O)OC
    • InChI=1S/C20H25ClN2O5/c1-4-28-20(25)18-15(11-27-10-9-22)23-12(2)16(19(24)26-3)17(18)13-7-5-6-8-14(13)21/h5-8,17,23H,4,9-11,22H2,1-3H3 checkY
    • Key:HTIQEAQVCYTUBX-UHFFFAOYSA-N checkY
      (verify)

    ଆମ୍ଲୋଡିପିନ ଔଷଧ ଉଚ୍ଚ ରକ୍ତଚାପକରୋନାରୀ ଧମନୀ ରୋଗ ଚିକିତ୍ସା ନିମନ୍ତେ ବ୍ୟବ‌ହାର ହୁଏ ।[] ହୃତ୍‌‌ପାତ (heart failure) ରୋଗରେ କ୍ୟାଲସିଅମ ଚ୍ୟାନେଲ ବ୍ଲକିର ଦିଆଯାଏ ନାହିଁ; ଆଞ୍ଜିନା ସମ୍ପର୍କୀୟ ଯନ୍ତ୍ରଣା ଓ ଉଚ୍ଚ ରକ୍ତଚାପ ନିମନ୍ତେ ଅନ୍ୟ କୌଣସି ଔଷଧ ଯଥେଷ୍ଟ ନ ହେଲେ ଆମ୍ଲୋଡିପିନ ଦିଆଯାଇପାରେ ।[] ଆମ୍ଲୋଡିପିନ ପାଟିରେ ଦିଆଯାଏ ଓ ଏହାର ପ୍ରଭାବ ଅତି କମରେ ଗୋଟିଏ ଦିନ ରହେ ।[]

    ଏହାର ପାର୍ଶ୍ୱ ପ୍ରତିକ୍ରିୟା: ଇଡିମା (swelling), ଥକ୍କାଣ (feeling tired), ଉଦର ଯନ୍ତ୍ରଣା (abdominal pain), ଓ ଅଇ nausea. ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ନିମ୍ନ ରକ୍ତଚାପ ବା ହୃଦ୍‌ଘାତ ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ବୃଦ୍ଧ ଲୋକ ଓ ଯକୃତ ରୋଗଙ୍କୁ ଅଳ୍ପ ମାତ୍ରାର ଆମ୍ଲୋଡିପିନ ଦିଆଯାଏ । ଡାଇହାଇଡ୍ରୋପାଇରିଡିନ dihydropyridine ଟାଇପର କ୍ୟଲସିଅମ ଚ୍ୟାନେଲ ବ୍ଲକର ମଧ୍ୟରୁ ଆମ୍ଲୋଡିପିନ ଗୋଟିଏ । ଆଂଶିକ ଭାବରେ ଏହା ଧମନୀ ସ୍ପୀତ କରି (increasing the size of arteries) କାମ କରେ ।[]

    ଆମ୍ଲୋଡିପିନ ସନ ୧୯୮୬ରେ ପେଟେଣ୍ଟ ହେବାପରେ ସନ ୧୯୯୦ରେ ବିକ୍ରୟ କରାଗଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ସନ ୨୦୧୪ରେ ଏହାର ଦୈନିକ ହୋଲସେଲ ମୂଲ୍ୟ ବିକାଶଶୀଳ ଦେଶରେ ୦.୦୦୩ରୁ ୦.୦୪୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଏହି ଔଷଧ ଖର୍ଚ୍ଚ ପ୍ରାୟ ୨୫ ଡଲାର ।[]

    1. 1 2 3 4 "Amlodipine Besylate". Drugs.com. American Society of Hospital Pharmacists. Retrieved 22 July 2016.
    2. The ESC Textbook of Preventive Cardiology: Clinical Practice. Oxford University Press. 2015. p. 261. ISBN 9780199656653. {{cite book}}: |access-date= requires |url= (help); External link in |ref= (help)
    3. Chorghade, Mukund S. (2006). Drug Discovery and Development Volume 1. Hoboken: John Wiley & Sons. p. 207. ISBN 9780471780090. Retrieved 23 July 2016.
    4. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    5. "Amlodipine". International Drug Price Indicator Guide. Retrieved 23 July 2016.[permanent dead link]
    6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 154. ISBN 9781284057560.