Jump to content

ଆର୍ଟିମେଥର

ଉଇକିପିଡ଼ିଆ‌ରୁ
ଆର୍ଟିମେଥର
Clinical data
Trade namesmany[]
AHFS/Drugs.comInternational Drug Names
Pregnancy
category
  • US: C (Risk not ruled out)
    Routes of
    administration
    intramuscular[]
    ATC code
    Legal status
    Legal status
    • UK: POM (Prescription only)
    Identifiers
    • (3R,5aS,6R,8aS,9R,10S,12R,12aR)-10-methoxy-3,6,9-trimethyldecahydro-12H-3,12-epoxy[1,2]dioxepino[4,3-i]-2-benzopyran
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.189.847 Edit this at Wikidata
    Chemical and physical data
    FormulaC16H26O5
    Molar mass298.374 g/mol
    3D model (JSmol)
    • C[C@@H]1CC[C@@H]3C42OO[C@](C)(CC[C@@H]12)O[C@H]4O[C@H](OC)[C@@H]3C
    • InChI=1S/C16H26O5/c1-9-5-6-12-10(2)13(17-4)18-14-16(12)11(9)7-8-15(3,19-14)20-21-16/h9-14H,5-8H2,1-4H3/t9-,10-,11+,12+,13+,14-,15-,16-/m1/s1 checkY
    • Key:SXYIRMFQILZOAM-HVNFFKDJSA-N checkY
     ☒NcheckY (what is this?)  (verify)

    ଆର୍ଟିମେଥର (ଇଂରାଜୀ ଭାଷାରେ Artemether) ଏକ ଔଷଧ ଯାହା ମ୍ୟାଲେରିଆ ରୋଗରେ ବ୍ୟବ‌ହାର କରାଯାଏ । ସାଂଘାତିକ ମ୍ୟାଲେରିଆରେ କୁଇନାଇନ (quinine) ଅପେକ୍ଷା ଏହି ଔଷଧର ଇଞ୍ଜେକସନ ଦେବାକୁ ଅଧିକ ପସନ୍ଦ କରାଯାଏ । ଏହା ଆର୍ଟେସୁନେଟ ଭଳି ଏତେ ପ୍ରଭାବଶାଳୀ ନ ହୋଇପାରେ । ଇଞ୍ଜେକସନ ଆକାରରେ injection in a muscle ଏହା ମାଂସପେଶୀରେ ଦିଆଯାଏ ।[] ଅନ୍ୟ ଏକ ଔଷଧ ଲୁମିଫାଣ୍ଟ୍ରିନ ସାଥିରେ ଏହା ପାଟିରେ ଦିଆଯାଏ ଯାହାକୁ ଆର୍ଟିମେଥର/ଲୁମିଫାଣ୍ଟ୍ରିନ କୁହାଯାଏ ।[]

    ଆର୍ଟିମେଥର ଅଳ୍ପ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । କ୍ୱଚିତ ଅନିୟମିତ ହୃଦ୍‌ଗତି (irregular heartbeat) ହୁଏ । ପ୍ରାଣୀମାନଙ୍କଠାରେ ଏହା ଗର୍ଭାବସ୍ଥାରେ ବିପଦ ଦେଖାଇଲେ ମଧ୍ୟ ମଣିଷ ଦେହରେ କୌଣସି ଚିନ୍ତା ଜନ‌କ ଅବସ୍ଥାର ପ୍ରମାଣ ମିଳିନାହିଁ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାକୁ ଗର୍ଭାବସ୍ଥାରେ ଦେବାକୁ ସୁପାରିସ କରିଛି । ଏହା ଆର୍ଟେମିସିନିନ (artemisinin) ଶ୍ରେଣୀର ଏକ ଔଷଧ ।[]

    ସନ ୧୯୮୧ରେ ଆର୍ଟିମେଥର ପ୍ରସ୍ତୁତ ହେବାପରେ ସନ ୧୯୮୭ରୁ ଡାକ୍ତରୀ ଚିକିତ୍ସାରେ ବ୍ୟବ‌ହାର କରାଯାଉଛି ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଭାଏଲ ପିଛା ହୋଲସେଲ ମୂଲ୍ୟ ୦.୩୮ରୁ ୧୬.୪୭ ଆମେରିକୀୟ ଡଲାର । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମିଶ୍ରିତ ଔଷଧର ଏକ କୋର୍ଷର ମୂଲ୍ୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[]

    1. "Artemether - Drugs.com". www.drugs.com. Retrieved 7 December 2016.
    2. 1 2 Esu, E; Effa, EE; Opie, ON; Uwaoma, A; Meremikwu, MM (11 September 2014). "Artemether for severe malaria". The Cochrane database of systematic reviews. 9: CD010678. doi:10.1002/14651858.CD010678.pub2. PMID 25209020.
    3. "Artemether and Lumefantrine". The American Society of Health-System Pharmacists. Retrieved 28 November 2016.
    4. Kovacs, SD; Rijken, MJ; Stergachis, A (February 2015). "Treating severe malaria in pregnancy: a review of the evidence". Drug safety. 38 (2): 165–81. doi:10.1007/s40264-014-0261-9. PMC 4328128. PMID 25556421.
    5. Rao, Yi; Zhang, Daqing; Li, Runhong (2016). Tu Youyou and the Discovery of Artemisinin: 2015 Nobel Laureate in Physiology or Medicine (in ଇଂରାଜୀ). World Scientific. p. 162. ISBN 9789813109919.
    6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    7. "Artemether". International Drug Price Indicator Guide. Retrieved 1 January 2016.[permanent dead link]
    8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 45. ISBN 9781284057560.