Jump to content

ଇଟ୍ରାକୋନାଜଲ

ଉଇକିପିଡ଼ିଆ‌ରୁ
(Itraconazoleରୁ ଲେଉଟି ଆସିଛି)
ଇଟ୍ରାକୋନାଜଲ
Clinical data
Trade namesSporanox, Orungal, others
AHFS/Drugs.commonograph
MedlinePlusa692049
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (capsules, solution), local (vaginal suppository), IV; By mouth only (UK and US)
    ATC code
    Legal status
    Legal status
    Pharmacokinetic data
    Bioavailability~55%, maximal if taken with full meal
    Protein binding99.8%
    MetabolismExtensive in liver (CYP3A4)
    MetabolitesHydroxy-itraconazole, keto-itraconazole,
    N-desalkyl-itraconazole[]
    Elimination half-life21 hours
    ExcretionUrine (35%), faeces (54%)[]
    Identifiers
    • (±)-1-[(RS)-sec-butyl]-4-[p-[4-[p-[[(2R,4S)-rel-2-(2,4-dichlorophenyl)-2-(1H-1,2,4-triazol-1-ylmethyl)-1,3-dioxolan-4-yl]methoxy]phenyl]-1-piperazinyl]phenyl]-Δ2-1,2,4-triazolin-5-one
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.123.596 Edit this at Wikidata
    Chemical and physical data
    FormulaC35H38Cl2N8O4
    Molar mass705.64
    3D model (JSmol)
    ChiralityRacemic mixture
    • O=C1N(/N=C\N1c2ccc(cc2)N7CCN(c6ccc(OC[C@@H]3O[C@](OC3)(c4ccc(Cl)cc4Cl)Cn5ncnc5)cc6)CC7)C(C)CC
    • InChI=1S/C35H38Cl2N8O4/c1-3-25(2)45-34(46)44(24-40-45)29-7-5-27(6-8-29)41-14-16-42(17-15-41)28-9-11-30(12-10-28)47-19-31-20-48-35(49-31,21-43-23-38-22-39-43)32-13-4-26(36)18-33(32)37/h4-13,18,22-25,31H,3,14-17,19-21H2,1-2H3/t25?,31-,35-/m0/s1 checkY
    • Key:VHVPQPYKVGDNFY-ZPGVKDDISA-N checkY
      (verify)

    ଇଟ୍ରାକନାଜଲ (ଇଂରାଜୀ ଭାଷାରେ Itraconazole) ଏକ କବକ ବିରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ (antifungal medication) ଯାହା କବକ ସଂକ୍ରମଣ (fungal infections) ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[] ଆସ୍ପରଜିଲ୍ଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କ‌କ୍ସିଡିଓମାଇକୋସିସ (coccidioidomycosis), ହିସ୍ଟୋପ୍ଲାଜମୋସିସ (histoplasmosis) ଓ ପାରାକ‌କ୍ସିଡିଓମାଇକୋସିସ (en:paracoccidioidomycosis) ଇତ୍ୟାଦି ରୋଗ କବକ ସଂକ୍ରମଣ ଯୋଗୁ ହୁଏ ।[] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ (intravenously) ଆକାରରେ ଦିଆଯାଏ ।[]

    ଇଟ୍ରାକନାଜଲ ଔଷଧରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଉଦର ଯନ୍ତ୍ରଣା, ରାସ୍ ଓ ମୁଣ୍ଡବିନ୍ଧା ହୁଏ । [] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃଟ ସମସ୍ୟା (liver problem), ହୃଦ୍‌ପାତ, ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଇପାରେ । [] ଗର୍ଭାବସ୍ଥା ବା ସ୍ତନ୍ୟପାନ (breastfeeding) ସମୟରେ ଏହା ନେଲେ ନିରାପଦ କି ନୁହେଁ ତାହା ନିଶ୍ଚିତ ହୋଇନାହିଁ । [] ଏହା ଟ୍ରିଆଜୋଲ (triazole) ଶ୍ରେଣୀର ଏକ ଔଷଧ ।[] ଏହା କୋଷ ପରଦାକୁ (cell membrane) ପ୍ରଭାବିତ କରି କବକର ବୃଦ୍ଧିକୁ ରୋକିଦିଏ (stops fungal growth) ବା ତାହାର ମେଟାବୋଲିଜ୍ମକୁ ପ୍ରଭାବିତ କରେ । []

    ଯୁକ୍ତରାଷ୍ଟ୍ର ଆମେରିକାରେ ଇଟ୍ରାକନାଜଲ ସନ ୧୯୯୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୨୯ ଆମେରିକୀୟ ଡଲାର ଥିଲା ।[] ସନ ୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ହୋଲସେଲ ମୂଲ୍ୟ ୬.୩୬ ଆମେରିକୀୟ ଡଲାର ଥିଲା ।[]

    ଏହାକୁ ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. Isoherranen, N; Kunze, KL; Allen, KE; Nelson, WL; Thummel, KE (October 2004). "Role of Itraconazole Metabolites in CYP3A4 Inhibition" (PDF). Drug Metabolism and Disposition. 32 (10): 1121–31. doi:10.1124/dmd.104.000315. PMID 15242978. Retrieved 28 August 2016.
    2. "Sporanox (itraconazole) Capsules. Full Prescribing Information" (PDF). Janssen Pharmaceuticals, Inc. Archived from the original (PDF) on 17 May 2018. Retrieved 28 August 2016.
    3. 1 2 3 4 5 6 7 8 "Itraconazole". The American Society of Health-System Pharmacists. Retrieved 8 December 2017.
    4. "Itraconazole Use During Pregnancy". Drugs.com. Retrieved 10 December 2017.
    5. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    6. "Single Drug Information". International Medical Products Price Guide. Archived from the original on 10 December 2017. Retrieved 9 December 2017.
    7. "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 10 December 2017.

    ବାହ୍ୟ ଲିଙ୍କ

    [ସମ୍ପାଦନା]