ଟ୍ରାଇମେଥୋପ୍ରିମ

ଉଇକିପିଡ଼ିଆ‌ରୁ
ଟ୍ରାଇମେଥୋପ୍ରିମ (INN)
Structural formula of trimethoprim
Ball-and-stick model of the trimethoprim molecule
Clinical data
Pronunciation/trˈmɛθəprɪm/
Trade namesProloprim, Monotrim, Triprim, others
AHFS/Drugs.commonograph
MedlinePlusa684025
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
Oral
ATC code
Legal status
Legal status
Pharmacokinetic data
Bioavailability90–100%
Protein binding44%
Metabolismhepatic
Elimination half-life8-12 hours
ExcretionUrine (50–60%), faeces (4%)
Identifiers
  • 5-(3,4,5-Trimethoxybenzyl)pyrimidine-2,4-diamine
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.010.915 Edit this at Wikidata
Chemical and physical data
FormulaC14H18N4O3
Molar mass290.32 g/mol
3D model (JSmol)
  • COc1cc(cc(c1OC)OC)Cc2cnc(nc2N)N
  • InChI=1S/C14H18N4O3/c1-19-10-5-8(6-11(20-2)12(10)21-3)4-9-7-17-14(16)18-13(9)15/h5-7H,4H2,1-3H3,(H4,15,16,17,18) checkY
  • Key:IEDVJHCEMCRBQM-UHFFFAOYSA-N checkY
  (verify)

ଟ୍ରାଇମେଥୋପ୍ରିମ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ମୂଖ୍ୟତଃ ମୁତ୍ରପଥ ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଅନ୍ୟ ରୋଗ ଯଥା:- ତୀବ୍ର ମଧ୍ୟ କର୍ଣ୍ଣ ସଂକ୍ରମଣପର୍ଯ୍ୟଟକ ତରଳ ଝାଡ଼ା ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ । ଏଚଆଇବି ରୋଗୀଙ୍କର ନିମୋସିସ୍ଟକ ନିମୋନିଆ ହୋଇଥିଲେ ଟ୍ରାଇମେଥୋପ୍ରିମ ସ‌ହିତ ସଲଫାମେଥୋକ୍‌ସାଜୋଲ ବା ଡାପସୋନ ମିଶେଇ ଦିଆଯାଏ ।[୧][୨] ଏହି ଔଷଧ ଖାଇବାକୁ ଦିଆଯାଏ ।[୧]

ଟ୍ରାଇମେଥୋପ୍ରିମର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ସ୍ୱାଦ ପରିବର୍ତ୍ତନ ଓ ରାସ୍ ମୂଖ୍ୟ । କ୍ୱଚିତ ପ୍ଲାଟେଲେଟ ବା ଶ୍ୱେତ ରକ୍ତ କଣିକା ସଂଖ୍ୟା କମିଯିବା ଦେଖାଯାଏ । ଏହା ଯୋଗୁ ସୂର୍ଯ୍ୟାଲୋକ ସମ୍ବେଦନଶୀଳ ହୋଇପାରେ ।[୧] ଗର୍ଭାବସ୍ଥାରେ ପଶୁମାନଙ୍କର ହାନୀ ହେଲେ ମଧ୍ୟ ମହିଳାଙ୍କର ହାନୀ ଦେଖାଯାଇ ନାହିଁ ।[୩] ଜୀବାଣୁ ଦେହରେ ଫୋଲେଟ ମେଟାବୋଲିଜ୍ମ ପ୍ରତିରୋଧ କରି ଏହା ତାହାକୁ ମାରିଦିଏ ।[୧]

ଟ୍ରାଇମେଥୋପ୍ରିମ ପ୍ରଥମେ ସନ ୧୯୬୨ରେ ବ୍ୟବ‌ହୃତ ହେଲା ।[୪]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ । [୬] ଆମେରିକାରେ ଏହାର ୧୦ ଦିନର ଖର୍ଚ୍ଚ ୨୧ ଆମେରିକୀୟ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Trimethoprim". The American Society of Health-System Pharmacists. Retrieved Aug 1, 2015.
  2. Masur, H; Brooks, JT; Benson, CA; Holmes, KK; Pau, AK; Kaplan, JE; National Institutes of, Health; Centers for Disease Control and, Prevention; HIV Medicine Association of the Infectious Diseases Society of, America (May 2014). "Prevention and treatment of opportunistic infections in HIV-infected adults and adolescents: Updated Guidelines from the Centers for Disease Control and Prevention, National Institutes of Health, and HIV Medicine Association of the Infectious Diseases Society of America". Clinical infectious diseases : an official publication of the Infectious Diseases Society of America. 58 (9): 1308–11. PMID 24585567.
  3. "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
  4. Huovinen, P (1 June 2001). "Resistance to trimethoprim-sulfamethoxazole". Clinical infectious diseases : an official publication of the Infectious Diseases Society of America. 32 (11): 1608–14. PMID 11340533.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 113. ISBN 9781284057560.