ପ୍ରୋକ୍ଲୋରପେରାଜିନ

ଉଇକିପିଡ଼ିଆ‌ରୁ
ପ୍ରୋକ୍ଲୋରପେରାଜିନ
Clinical data
Trade namesCompro, others
AHFS/Drugs.commonograph
MedlinePlusa682116
Pregnancy
category
Routes of
administration
By mouth, rectal, IM, IV
ATC code
Legal status
Legal status
  • AU: S3 (Pharmacist only)
  • UK: POM (Prescription only) but packs of 8 buccal tablets for nausea/vomiting associated with migraine are sold as pharmacy medicines
  • US: ℞-only
Pharmacokinetic data
BioavailabilityUnknown, but presumed substantial
Protein binding91–99%
MetabolismMainly hepatic (CYP2D6 and/or CYP3A4)
Elimination half-life4–8 hours, differs with the method of administration
ExcretionBiliary, (colored) inactive metabolites in urine
Identifiers
  • 2-chloro-10-[3-(4-methyl-1-piperazinyl)propyl]-10H-phenothiazine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.345 Edit this at Wikidata
Chemical and physical data
FormulaC20H24ClN3S
Molar mass373.943 g/mol
3D model (JSmol)
  • Clc2cc1N(c3c(Sc1cc2)cccc3)CCCN4CCN(C)CC4
  • InChI=1S/C20H24ClN3S/c1-22-11-13-23(14-12-22)9-4-10-24-17-5-2-3-6-19(17)25-20-8-7-16(21)15-18(20)24/h2-3,5-8,15H,4,9-14H2,1H3 checkY
  • Key:WIKYUJGCLQQFNW-UHFFFAOYSA-N checkY
  (verify)

ପ୍ରୋକ୍ଲୋରପେରାଜିନ (ଇଂରାଜୀ ଭାଷାରେ Prochlorperazine, ଏକ ବିକ୍ରୟ ନାମ କମ୍ପ୍ରୋ/Compro) ଏକ ଔଷଧ ଯାହା ଅଇ (nausea), ସିଜୋଫ୍ରେନିଆ , ଅଧକପାଳିଉଦ୍‌ବେଗ ଆଦି ରୋଗରେ ଦିଆଯାଏ ।[୧][୨][୩] ଉଦ୍‌ବେଗ ରୋଗରେ ଏହା କମ୍ ପସନ୍ଦ କରାଯାଏ ।[୧] ଏହା ପାଟିରେ, ମଳଦ୍ୱାରରେ (rectally), ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧]

ପ୍ରୋକ୍ଲୋରପେରାଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଝାପ୍‌ସା ଦୃଷ୍ଟି, ଅଳ୍ପ ରକ୍ତଚାପ ଓ ମୁଣ୍ଡ ଓଜନିଆ ଲାଗିପାରେ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଟାର୍ଡିଭ ଡିସକାଇନେସିଆନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ ଆଦି ରୋଗ ହୋଇପାରେ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦେବାକୁ ନିଷେଧ କରାଯାଏ ।[୪] ଏହା ଏକ ଆଣ୍ଟିସାଇକୋଟିକ (antisychotic) ଔଷଧ ଓ ମସ୍ତିଷ୍କରେ ଡୋପାମିନ (dopamine) ସ୍ତରକୁ ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୯୫୬ରେ ପ୍ରୋକ୍ଲୋରପେରାଜିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୦.୦୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଡୋଜ ବାବଦ ୦.୨୪ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୮୮ ତମ ସ୍ଥାନରେ ଥଲା । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Prochlorperazine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 385–386. ISBN 9780857113382.
  3. Orr, SL; Friedman, BW; Christie, S; Minen, MT; Bamford, C; Kelley, NE; Tepper, D (June 2016). "Management of Adults With Acute Migraine in the Emergency Department: The American Headache Society Evidence Assessment of Parenteral Pharmacotherapies". Headache. 56 (6): 911–40. doi:10.1111/head.12835. PMID 27300483.
  4. "Prochlorperazine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]