ନିକ୍ଲୋସାମାଇଡ

ଉଇକିପିଡ଼ିଆ‌ରୁ
ନିକ୍ଲୋସାମାଇଡ
Clinical data
Trade namesNiclocide, Fenasal, Phenasal, others
AHFS/Drugs.comMicromedex Detailed Consumer Information
ATC code
Identifiers
  • 5-Chloro-N-(2-chloro-4-nitrophenyl)-2-hydroxybenzamide
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.000.052 Edit this at Wikidata
Chemical and physical data
FormulaC13H8Cl2N2O4
Molar mass327.119 g/mol
3D model (JSmol)
Melting point225 to 230 °C (437 to 446 °F)
  • Clc2cc(ccc2NC(=O)c1cc(Cl)ccc1O)[N+]([O-])=O
  • InChI=1S/C13H8Cl2N2O4/c14-7-1-4-12(18)9(5-7)13(19)16-11-3-2-8(17(20)21)6-10(11)15/h1-6,18H,(H,16,19) checkY
  • Key:RJMUSRYZPJIFPJ-UHFFFAOYSA-N checkY
 ☒NcheckY (what is this?)  (verify)

ନିକ୍ଲୋସାମାଇଡ (ଇଂରାଜୀ ଭାଷାରେ Niclosamide, ବିକ୍ରୟ ନାମ ନିକ୍ଲୋସାଇଡ/Niclocide) ଏକ ଔଷଧ ଯାହା ଫିତାକୃମି ବା ଟେପ‌ୱର୍ମ ପର୍ଯ୍ୟାକରଣ (tapeworm infestations) ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । ଏହି ଫିତାକୃମି ପର୍ଯ୍ୟାକରଣ ମଧ୍ୟରେ ଡାଇଫାଇଲୋବୋଥ୍ରିଆସିସ (diphyllobothriasis), ହାଇମେନୋଲେପିଆସିସ (hymenolepiasis) ଓ ଟିନିଆସିସ (taeniasis) ଅନ୍ତର୍ଭୁକ୍ତ ।[୧] ଏହା ଗୋଲକୃମି (roundworms) ବା ପିନ‌ୱର୍ମ (pinworms) ଭଳି ଅନ୍ୟାନ୍ୟ କୃମି ନିମନ୍ତେ ପ୍ରଭାବଶାଳୀ ହୁଏନାହିଁ । [୨] ଏହା ପାଟିରେ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ (constipation) ଓ ଗଲୁ ସାଧାରଣତଃ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରାଯାଏ ଓ ଶିଶୁ ନିମନ୍ତେ ମଧ୍ୟ ନିରାପଦ ଜଣାଯାଏ ।[୧] ଏହା ଆଣ୍ଟିହେଲମିନ୍ଟିକ (anthelmintic) ଶ୍ରେଣୀର ଔଷଧ ।[୨] ଶର୍କରା ଅଧିଗ୍ରହଣକୁ ଏହା ଅବରୋଧ କରେ ।[୩]

ସନ ୧୯୫୮ରେ ନିକ୍ଲୋସାମାଇଡ ଆବିଷ୍କୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଗୋଟିଏ ନିକ୍ଲୋସାମାଇଡ କୋର୍ଷର ବିକାଶଶୀଳ ଦେଶମାନଙ୍କରେ ମୂଲ୍ୟ ୦.୨୪ ଆମେରିକୀୟ ଡଲାର ।[୬] ବ୍ୟବସାୟୀକ ଭିତ୍ତିରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ ।[୨] କେତେକ ପ୍ରାଣୀମାନଙ୍କ ନିମନ୍ତେ ଏହା ପ୍ରଭାବଶାଳୀ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. pp. 81, 87, 591. ISBN 9789241547659.
  2. ୨.୦ ୨.୧ ୨.୨ "Niclosamide Advanced Patient Information - Drugs.com". www.drugs.com. Retrieved 8 December 2016.
  3. ୩.୦ ୩.୧ Jim E. Riviere; Mark G. Papich (13 May 2013). Veterinary Pharmacology and Therapeutics. John Wiley & Sons. p. 1096. ISBN 978-1-118-68590-7.
  4. Mehlhorn, Heinz (2008). Encyclopedia of Parasitology: A-M (in ଇଂରାଜୀ). Springer Science & Business Media. p. 483. ISBN 9783540489948.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Niclosamide". International Drug Price Indicator Guide. Archived from the original on 10 May 2017. Retrieved 1 December 2016.