Jump to content

ମାନିଟଲ

ଉଇକିପିଡ଼ିଆ‌ରୁ
ଡି-ମାନିଟଲ
Clinical data
Trade namesOsmitrol, other
SynonymsD-Mannitol, mannite, manna sugar
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    intravenous
    by mouth
    ATC code
    Pharmacokinetic data
    Bioavailability~7%
    MetabolismLiver, negligible
    Elimination half-life100 minutes
    ExcretionKidney: 90%
    Identifiers
    • (2R,3R,4R,5R)-Hexane-1,2,3,4,5,6-hexol
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    E numberE421 (thickeners, ...) Edit this at Wikidata
    ECHA InfoCard100.000.647 Edit this at Wikidata
    Chemical and physical data
    FormulaC6H14O6
    Molar mass182.172
    3D model (JSmol)
    • O[C@H]([C@H](O)CO)[C@H](O)[C@H](O)CO
    • InChI=1S/C6H14O6/c7-1-3(9)5(11)6(12)4(10)2-8/h3-12H,1-2H2/t3-,4-,5-,6-/m1/s1 checkY
    • Key:FBPFZTCFMRRESA-KVTDHHQDSA-N checkY
      (verify)

    ମାନିଟଲ (ଇଂରାଜୀ ଭାଷାରେ Mannitol) ଏକ ପ୍ରକାର ସୁଗରକୁ (sugar) କୁହାଯାଏ ଯାହା ଔଷଧ ରୂପରେ ବ୍ୟବ‌ହୃତ ହୁଏ ।[][] ସୁଗରକୁ ମିଷ୍ଟକାରୀ ପଦାର୍ଥ ଭାବରେ ମଧୁମେହ ଖାଦ୍ୟରେ ବ୍ୟବ‌ହୃତ ହୁଏ, ଯେହେତୁ ଏହା ଅନ୍ତନଳୀରୁ ଭଲରୂପେ ଅବଶୋଷଣ ହୋଇପାରେନାହିଁ ।[] ଔଷଧ ଭାବରେ ଏହା ଆଖି ଭିତରର ବର୍ଦ୍ଧିତ ଚାପ କମେଇବାରେ ସାହାଯ୍ୟ କରେ ଯେପରିକି ଗ୍ଲକୋମାରେ ହୁଏ ଓ ଖପୁରୀ ମଧ୍ୟସ୍ଥ ଚାପ (increased intracranial pressure) ମଧ୍ୟ କମାଏ ।[][] ରୋଗୀକୁ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ପନ୍ଦର ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୋଇ ୮ଘଣ୍ଟା ପର୍ଯ୍ୟନ୍ତ ରହେ ।[]}}

    ମାନିଟଲର ପାର୍ଶ୍ୱ ପ୍ରତିକ୍ରିୟାରେ ନିର୍ଜଳନ (dehydration) ଓ ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems) ଉତ୍ପନ୍ନ ହୋଇପାରେ ।[] ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତବୃକ୍‌କ ସମସ୍ୟା (kidney problems) ହୋଇପାରେ ।[][] ଗର୍ଭାବସ୍ଥାରେ ଏହାର ଭୂମିକା ସ୍ପଷ୍ଟ ହୋଇନାହିଁ । ଏହା ଅସମୋଟିକ ଡାଇୟୁରେଟିକ (kidney problems) ଶ୍ରେଣୀର ଏକ ଔଷଧ ଓ ମସ୍ତିଷ୍କ ତ‌ଥା ଆଖିରୁ ତରଳ ପଦାର୍ଥ କାଢ଼ିଆଣେ ।[]

    ସନ ୧୮୦୬ରେ ଜୋଏଫ ଲୁଇ ପ୍ରାଉସ୍ଟ (Joseph Louis Proust) ଏହି ପଦାର୍ଥ ଆବିଷ୍କାର କରିଥିଲେ ।The discovery of mannitol is attributed to Joseph Louis Proust in 1806.[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୧.୧୨ରୁ ୫.୮୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଔଷଧର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[] ପୂର୍ବରୁ ଏହା ଫ୍ଲୋୱାରିଙ୍ଗ ଆସରୁ (flowering ash) ତିଆରି ହେଉଥିଲା ଓ ଏହାକୁ ମାନା କୁହାଯାଉଥିଲା କାରଣ ଏହା ବାଇବେଲରେ ଲିଖିତ ଏହ ଖାଦ୍ୟ ଭଳି ଦେଖାଯାଉଥିଲା । [][୧୦]

    1. 1 2 Varzakas, Theodoros; Labropoulos, Athanasios; Anestis, Stylianos (2012). Sweeteners: Nutritional Aspects, Applications, and Production Technology (in ଇଂରାଜୀ). CRC Press. pp. 59–60. ISBN 9781439876732.
    2. 1 2 3 WHO Model Formulary 2008 (PDF). World Health Organization. 2009. p. 332. ISBN 9789241547659. Retrieved 8 December 2016.
    3. Wakai, A; McCabe, A; Roberts, I; Schierhout, G (5 August 2013). "Mannitol for acute traumatic brain injury". The Cochrane database of systematic reviews. 8: CD001049. doi:10.1002/14651858.CD001049.pub5. PMID 23918314.
    4. 1 2 3 4 "Mannitol". The American Society of Health-System Pharmacists. Retrieved Jan 8, 2015.
    5. Kremers, Edward; Sonnedecker, Glenn (1986). Kremers and Urdang's History of Pharmacy (in ଇଂରାଜୀ). Amer. Inst. History of Pharmacy. p. 360. ISBN 9780931292170.
    6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    7. "Mannitol". International Drug Price Indicator Guide. Retrieved 8 December 2016.[permanent dead link]
    8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 344. ISBN 9781284057560.
    9. Cottrell, James E.; Patel, Piyush (2016). Cottrell and Patel’s Neuroanesthesia (in ଇଂରାଜୀ). Elsevier Health Sciences. p. 160. ISBN 9780323461122.
    10. Bardal, Stan; Waechter, Jason; Martin, Doug (2010). Applied Pharmacology (in ଇଂରାଜୀ). Elsevier Health Sciences. p. 411. ISBN 1437735789.