କୋଟିଆପିନ

ଉଇକିପିଡ଼ିଆ‌ରୁ
କୋଟିଆପିନ
Quetiapine.svg
Quetiapine-from-xtal-3D-balls.png
Clinical data
Pronunciation/kwɪˈt.əpn/ kwi-TY-ə-peen
Trade namesSeroquel, Temprolide, others
AHFS/Drugs.commonograph
MedlinePlusa698019
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability100%[୨]
Protein binding83%[୩]
MetabolismLiver via CYP3A4-catalysed sulfoxidation to its active metabolite norquetiapine (N-desalkylquetiapine)[୧]
Elimination half-life7 hours (parent compound); 9–12 hours (active metabolite, norquetiapine)[୩][୪]
ExcretionKidney (73%), faeces (20%)[୨][୩][୪][୫]
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.131.193 Edit this at Wikidata
Chemical and physical data
FormulaC21H25N3O2S
Molar mass383.5099 g/mol
3D model (JSmol)
Solubility in water3.29 mg/mL (20 °C)
  (verify)

କୋଟିଆପିନ (ଇଂରାଜୀ ଭାଷାରେ Quetiapine, ମାର୍କେଟ ନାମ ସେରୋକ୍ୱେଲ/ Seroquel) ଏକ ଅନିୟମିତ ଆଣ୍ଟିସାଇକୋଟିକ ଯାହା ସିଜୋଫ୍ରେନିଆ, ବାଇପୋଲାର ଡିଜଅଡରପ୍ରମୁଖ ଅବସାଦ ବେମାରୀ ଆଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୬][୭] ନିଦ୍ରା ଆଣିବା ନିମନ୍ତେ ବେଳେବେଳେ ଦିଆଗଲେ ମଧ୍ୟ ଏହାକୁ ଦେବାକୁ ସୁପାରିସ କରାଯାଏନାହିଁ ।[୮] ଏହା ପାଟିରେ ଦିଆଯାଏ ।[୬]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତନ୍ଦ୍ରା, କୋଷ୍ଠକାଠିନ୍ୟ, ଓଜନ ବୃଦ୍ଧି ଓ ଶୁଷ୍କ ପାଟି (dry mouth) ଇତ୍ୟାଦି ଦେଖାଯାଏ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆ ହେଲେ ନିମ୍ନ ରକ୍ତଚାପ (low blood pressure with standing), ବାତ (seizures), ପ୍ରାୟାପିଜ୍ମ, ଅଧିକ ରକ୍ତ ଶର୍କରା (high blood sugar) ଓ ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome) ଇତ୍ୟାଦି ଦେଖାଯାଏ ।[୬] ଡିମେନ୍ସିଆ ରୋଗ ଥିବା ବୟସ୍କ ଲୋକଙ୍କୁ ଏହି ଔଷଧ ଦେଲେ ମୃତ୍ୟୁ ସମ୍ଭାବନା ବଢ଼ିଯାଏ ।[୬] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଦେଲେ ଜନ୍ମିତ ଶିଶୁର କିଛି ଦିନ ନିମନ୍ତେ ମୁଭମେଣ୍ଟ ଡିଜଅଡର (movement disorder) ହୋଇପାରେ ।[୬] ସେରୋଟୋନିନ (serotonin) ଓ ଡୋପାମିନ ରିସେପ୍ଟରମାନଙ୍କୁ (dopamine receptors) ଅବରୋଧ କରି କୋଟିଆପିନ କାର୍ଯ୍ୟକ୍ଷମ ହୁଏ ।[୬]

ସନ ୧୯୮୫ରେ କୋଟିଆପିନ ପ୍ରସ୍ତୁତ କରାଯାଇଥିଲା ଓ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୯୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୬][୯] ଏହାର ପେଟେଣ୍ଟ ସୁରକ୍ଷା ସନ ୨୦୧୨ରେ ସରିଗଲେ ମଧ୍ୟ ଏହାର ଦୀର୍ଘକାଳୀନ ସଂସ୍କରଣ ସନ ୨୦୧୭ ପର୍ଯ୍ୟନ୍ତ ରହିବ ।[୧୦]୨୦୧୭ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ସ୍ୱଳ୍ପକାଳୀନ ସଂସ୍କରଣର ମାସିକ ହୋଲସେଲ ମୂଲ୍ୟ ପ୍ରାୟ ୧୨ ଆମେରିକୀୟ ଡଲାର ।[୧୧] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୩.୧୯ ପାଉଣ୍ଡ । [୧୨]

ଆଧାର[ସମ୍ପାଦନା]

  1. Brunton, L; Chabner, B; Knollman, B (2010). Goodman and Gilman’s The Pharmacological Basis of Therapeutics (12th ed.). McGraw Hill Professional. ISBN 978-0071624428.
  2. ୨.୦ ୨.୧ "quetiapine (Rx) - Seroquel, Seroquel XR". Medscape Reference. WebMD. Retrieved 11 October 2013.
  3. ୩.୦ ୩.୧ ୩.୨ "Quetiapine 25 mg film-coated tablets - Summary of Product Characteristics". electronic Medicines Compendium. Sandoz. January 2013. Retrieved 20 October 2013.
  4. ୪.୦ ୪.୧ Truven Health Analytics, Inc. DrugPoint System (Internet) [cited 2013 Sep 18]. Greenwood Village, CO: Thomsen Healthcare; 2013.
  5. "QUETIAPINE FUMARATE tablet QUETIAPINE FUMARATE (quetiapine fumarate ) tablet [Ascend Laboratories, LLC]". DailyMed. Ascend Laboratories, LLC. October 2013. Retrieved 26 November 2013.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ "Quetiapine Fumarate". The American Society of Health-System Pharmacists. Retrieved 26 March 2017.
  7. Komossa K, Depping AM, Gaudchau A, Kissling W, Leucht S (Dec 8, 2010). "Second-generation antipsychotics for major depressive disorder and dysthymia". The Cochrane Database of Systematic Reviews (12): CD008121. doi:10.1002/14651858.CD008121.pub2. PMID 21154393.
  8. James J. Gugger; Manouchkathe Cassagnol (2008). "Low-dose quetiapine is not a benign sedative-hypnotic agent". The American Journal on Addictions. 17 (5): 454–455. doi:10.1080/10550490802266185. PMID 18770092.
  9. Riedel, M; Müller, N; Strassnig, M; Spellmann, I; Severus, E; Möller, HJ (April 2007). "Quetiapine in the treatment of schizophrenia and related disorders". Neuropsychiatric disease and treatment. 3 (2): 219–35. PMID 19300555.
  10. AstraZeneca (2013). "Pioneering science, life-changing medicines". www.sec.gov. Retrieved 26 March 2017.
  11. "NADAC as of 2017-03-22". Centers for Medicare and Medicaid Services. Retrieved 26 March 2017.
  12. British national formulary : BNF 69 (69th ed.). British Medical Association. 2015. p. 245. ISBN 9780857111562.