Jump to content

ଫୋମେପିଜୋଲ

ଉଇକିପିଡ଼ିଆ‌ରୁ
ଫୋମେପିଜୋଲ
Skeletal formula of fomepizole
Ball-and-stick model of the fomepizole molecule
Chemical structure of fomepizole
Clinical data
Trade namesAntizol, others
Synonyms4-Methylpyrazole
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    intravenous
    ATC code
    Identifiers
    • 4-Methyl-1H-pyrazole
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.028.587 Edit this at Wikidata
    Chemical and physical data
    FormulaC4H6N2
    Molar mass୮୨.୧୧ g·mol−1
    3D model (JSmol)
    Density0.99 g/cm3
    Boiling point204 to 207 °C (399 to 405 °F) (at 97,3 kPa)
    • n1cc(cn1)C
    • InChI=1S/C4H6N2/c1-4-2-5-6-3-4/h2-3H,1H3,(H,5,6)
       checkY
    • Key:RIKMMFOAQPJVMX-UHFFFAOYSA-N

    ଫୋମେପିଜୋଲ (ଇଂରାଜୀ ଭାଷାରେ Fomepizole, ଅନ୍ୟ ନାମ 4-methylpyrazole) ଏକ ଔଷଧ ଯାହା ମେଥାନୋଲ ବିଷକ୍ରିୟା ଓ ଏଥିଲିନ ଗ୍ଲାଇକଲ ବିଷକ୍ରିୟାର ଚିକିତ୍ସାରେ ଦିଆଯାଏ । ଏହା ଏକ‌କ ଭାବରେ ଦିଆଯାଏ ବା ହେମୋଡାଏଲିସିସ (hemodialysis) ସ‌ହିତ ଦିଆଯାଏ । ଏହା ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୧]

    ଫୋମେପିଜୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ଅଇ, ନିଦ୍ରାଳୁ ଭାବ ଓ ଅସ୍ଥିରତା ଆଦି ଲକ୍ଷଣ ଦେଖାଯାଏ ।[୧] ଗର୍ଭସ୍ଥ ଶିଶୁପ୍ରତି ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୧] ମେଥାନୋଲ (methanol) ଓ ଏଥିଲିନ ଗ୍ଲାଇକୋଲ (ethylene glycol) ଆଦିକୁ ରାସାୟନିକ ପ୍ରକ୍ରିୟାରେ ଭାଙ୍ଗୁଥିବା ଏଞ୍ଜାଇମକୁ (enzyme) ଏହି ଔଷଧ ଅବରୋଧ କରିବା ଫଳରେ ବିଷକ୍ରିୟା ହୋଇପାରେନାହିଁ କାରଣ ଏହି ଭଗ୍ନ ପଦାର୍ଥ ବିଷକ୍ରିୟା କରେ ।[୧]


    ଫୋମେପିଜୋଲ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଭାଏଲର ମୂଲ୍ୟ ପ୍ରାୟ୧୦୦୦ ଆମେରିକୀୟ ଡଲାର । [୩]

    1. 1 2 3 4 5 "Fomepizole". The American Society of Health-System Pharmacists. Retrieved 8 December 2016.
    2. ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    3. ↑ Wolfson, Allan B.; Hendey, Gregory W.; Ling, Louis J.; Rosen, Carlo L.; Schaider, Jeffrey J.; Sharieff, Ghazala Q. (2012). Harwood-Nuss' Clinical Practice of Emergency Medicine (in ଇଂରାଜୀ) (5 ed.). Lippincott Williams & Wilkins. p. 1376. ISBN 9781451153453.