ଇମାଟିନିବ

ଉଇକିପିଡ଼ିଆ‌ରୁ
(Imatinibରୁ ଲେଉଟି ଆସିଛି)
ଇମାଟିନିବ
Ball-and-stick model of the imatinib molecule
Clinical data
Trade namesGleevec, Glivec, others
SynonymsSTI-571
AHFS/Drugs.commonograph
MedlinePlusa606018
data
Pregnancy
category
  • AU: D
  • US: D (Evidence of risk)
Routes of
administration
by mouth
ATC code
Legal status
Legal status
Pharmacokinetic data
Bioavailability98%
Protein binding95%
Metabolismliver (mainly CYP3A4-mediated)
Elimination half-life18 h (imatinib)
40 h (active metabolite)
ExcretionFecal (68%) and kidney (13%)
Identifiers
  • 4-[(4-methylpiperazin-1-yl)methyl]-N-(4-methyl-3-{[4-(pyridin-3-yl)pyrimidin-2-yl]amino}phenyl)benzamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.122.739 Edit this at Wikidata
Chemical and physical data
FormulaC29H31N7O
Molar mass493.603 g/mol
589.7 g/mol (mesilate)
3D model (JSmol)
  • Cc1ccc(cc1Nc2nccc(n2)c3cccnc3)NC(=O)c4ccc(cc4)CN5CCN(CC5)C
  • InChI=1S/C29H31N7O/c1-21-5-10-25(18-27(21)34-29-31-13-11-26(33-29)24-4-3-12-30-19-24)32-28(37)23-8-6-22(7-9-23)20-36-16-14-35(2)15-17-36/h3-13,18-19H,14-17,20H2,1-2H3,(H,32,37)(H,31,33,34) checkY
  • Key:KTUFNOKKBVMGRW-UHFFFAOYSA-N checkY
  (verify)

ଇମାଟିନିବ (ଇଂରାଜୀ ଭାଷାରେ Imatinib, ବିକ୍ରୟ ନାମ ହ୍ଲିଭେକ/Gleevec) ଏକ କେମୋଥେରାପି ଔଷଧ (chemotherapy medication) ଯାହା କର୍କଟ ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ । ବିଶେଷତଃ କ୍ରନିକ ମାୟେଲୋଜେନସ ଲିଉକେମିଆ (chronic myelogenous leukemia ବା CML), ଫିଲାଡେଲଫିଆ କ୍ରମୋଜୋମ-ପଜିଟିଭ (ପିଏଚ+) Philadelphia chromosome-positive (Ph+) ଥିବା ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ ବା ଏଏଲଏଲ) (acute lymphocytic leukemia ବା ALL), ଗାସ୍ଟ୍ରୋଇଣ୍ଟେସ୍ଟାଇନାଲ ସ୍ଟ୍ରୋମାଲ ଟ୍ୟୁମର ବା ଜିଆଇଏସଟି) (gastrointestinal stromal tumor ବା GIST), ସିସ୍ଟମିକ ମାସ୍ଟୋସାଇଟୋସିସ (systemic mastocytosis) ଓ ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ (myelodysplastic syndrome) ଇତ୍ୟାଦି ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା ଓ ରାସ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ପାକଅନ୍ତନଳୀ ରକ୍ତସ୍ରାବ (gastrointestinal bleeding), ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ସମସ୍ୟା (liver problems), ଜଳ ନିରୋଧ (fluid retention) ଓ ହୃତ୍‌ପାତ ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ହାନିକାରକ ହୋଇପାରେ । ଏହା ଏକ ବିସିଆର-ଏବିଏଲ ଟାଇରୋସିନ-କାଇନେଜ ଇନହିବିଟର (stopping the Bcr-Abl tyrosine-kinase । ଏହି ଔଷଧଦ୍ୱାରା କର୍କଟ କୋଷମାନଙ୍କର ବୃଦ୍ଧି ଧୀର ହୁଏ ବା ସ୍ଥିରିକୃତ ମୃତ୍ୟୁ ହୁଏ ।[୧]

ସନ ୨୦୦୧ରେ ଚିକିତ୍ସା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଇମାଟିନିବ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବର୍ଷର ଡୋଜର ହୋଲସେଲ କ୍ରୟ ମୂଲ୍ୟ ୧,୩୮୬.୪୯ରୁ ୧୯,୧୬୨.୫୦ ଆମେରିକୀୟ ଡଲାର ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ବର୍ଷ ଡୋଜର ହୋଲସେଲ ମୂଲ୍ୟ ୮୪,୪୦୮.୭୮,[୪] ଯେତେବେଳେକି ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୬ରେ ଏହି ପରିମାଣର ମୂଲ୍ୟ ୨୦,୯୮୦ ପାଉଣ୍ଡ ଥିଲା ।[୫] ଏହା ଜେନେରିକ ଔଷଧ ନାମରେ (generic medication) ମଧ୍ୟ ସନ ୨୦୧୭ରେ ଏହା ବିକ୍ରୟ ହେଉଛି ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Imatinib Mesylate". The American Society of Health-System Pharmacists. Retrieved 8 January 2017.
  2. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  3. "Imatinib". International Drug Price Indicator Guide. Retrieved 8 December 2016.[permanent dead link]
  4. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 12 January 2017.
  5. British national formulary : BNF 69 (69 ed.). British Medical Association. 2015. p. 616. ISBN 9780857111562.
  6. "Oxford Pharmacy Store Generic Imatinib : Oxford Pharmacy Store". oxfordpharmacystore.co.uk. Retrieved 1 April 2017.