Jump to content

ଓଲାଞ୍ଜାପିନ

ଉଇକିପିଡ଼ିଆ‌ରୁ
ଓଲାଞ୍ଜାପିନ
Clinical data
Trade namesZyprexa, others [୧]
AHFS/Drugs.commonograph
MedlinePlusa601213
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, intramuscular injection
    ATC code
    Legal status
    Legal status
    Pharmacokinetic data
    Bioavailability60-65%[୨][୩][୪]
    Protein binding93%[୫]
    MetabolismLiver (direct glucuronidation and CYP1A2 mediated oxidation)
    Elimination half-life33 hours, 51.8 hours (elderly)[୫]
    ExcretionUrine (57%; 7% as unchanged drug), faeces (30%)[୫][୫]
    Identifiers
    • 2-Methyl-4-(4-methyl-1-piperazinyl)-10H-thieno[2,3-b][1,5]benzodiazepine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.125.320 Edit this at Wikidata
    Chemical and physical data
    FormulaC17H20N4S
    Molar mass312.439
    3D model (JSmol)
    Melting point195 °C (383 °F)
    Solubility in waterPractically insoluble in water mg/mL (20 °C)
    • CN1CCN(CC1)C/2=N/c4ccccc4Nc3sc(C)cc\23
    • InChI=1S/C17H20N4S/c1-12-11-13-16(21-9-7-20(2)8-10-21)18-14-5-3-4-6-15(14)19-17(13)22-12/h3-6,11,19H,7-10H2,1-2H3 checkY
    • Key:KVWDHTXUZHCGIO-UHFFFAOYSA-N checkY
     ☒NcheckY (what is this?)  (verify)

    ଓଲାଞ୍ଜାପିନ (ଇଂରାଜୀ ଭାଷାରେ Olanzapine, ଏକ ବିକ୍ରୟ ନାମ ଜାଇପ୍ରେକ୍ସ/ Zyprexa) ଏକ ପ୍ରକାର ଅସ୍ୱାଭାବିକ ଆଣ୍ଟିସାଇକୋଟିକ ଔଷଧ ଯାହା ସିଜୋଫ୍ରେନିଆ ଓ ବାଇପୋଲାର ଡିଜଅଡର ରୋଗ ଚିକିତ୍ସାରେ ବ୍ୟବ‌ହୃତ କରାଯାଏ ।[୬] ନୂଆ ସିଜୋଫ୍ରେନିଆ ରୋଗରେ ବା ଦୀର୍ଘକାଳୀରୁ ଥିବା ରୋଗର ସଂରକ୍ଷଣ ଚିକିତ୍ସା ନିମନ୍ତେ ଦିଆଯାଏ ।[୬] ଏହା ପାଟିରେ ବା ମାଂସପେଶୀରେ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୬]

    ଓଲାଞ୍ଜାପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ଚଳପ୍ରଚଳ ଅସୁବିଧା (movement disorders), ମୁଣ୍ଡ ଓଜନିଆ ଲାଗିବା, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ ଓ ଶୁଷ୍କ ପାଟି ଇତ୍ୟାଦି ଅସୁବିଧା ହୁଏ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆରେ ନିମ୍ନ ରକ୍ତଚାପ (low blood pressure with standing), ଆଲର୍ଜି ପ୍ରତିକ୍ରିୟା (allergic reactions), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome), ଅଧିକ ରକ୍ତ ଶର୍କରା (high blood sugar), ବାତ (seizures), ଗାଇନେକୋମାସ୍ଟିଆ (gynecomastia) ଓ ଟାର୍ଡିଭ ଡିକାଇନେସିଆ (tardive dyskinesia) ହୋଇପାରେ ।[୬] ପୂର୍ବରୁ ଡିମେନ୍ସିଆ ରୋଗ ଥାଇ ଏହି ଔଷଧ ଦେଲେ ମୃତ୍ୟୁ ସଙ୍କଟ ବଢ଼ିଯାଏ ।[୬] ଗର୍ଭାବସ୍ଥାରେ ଶେଷ ଭାଗରେ ଏହି ଔଷଧ ଦେଲେ ଶିଶୁର ଜନ୍ମ ପରେ କିଛି ସମୟ ପାଇଁ ଚଳନ (movement disorder) ଅସୁବିଧା ହୁଏ ।[୬] ଏହା କିପରି କାର୍ଯ୍ୟକରେ ତାହା ସ୍ପଷ୍ଟ ଜଣାନଥିଲେ ମଧ୍ୟ ଡୋପାମିନ୍ ଓ ସେରୋଟୋନିନ ରିସେପ୍ଟର (serotonin receptor) ଦୁଇଟିକୁ ଅବରୋଧ କରେ ।[୬] ଏହି ଔଷଧକୁ ଅସ୍ୱାଭାବିକ ଆଣ୍ଟିସାଇକୋଟିକ (atypical antipsychotic) ଶ୍ରେଣୀରେ ରଖାଯାଏ ।[୬]

    ଓଲାଞ୍ଜାପିନ ସନ ୧୯୭୧ରେ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରରେ ସ୍ୱୀକୃତ ହୋଇଥିଲା ।[୭][୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୫ ଆମେରିକୀୟ ଡଲାରର କମ୍ ।[୮] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇଥିଲା ।[୯]

    1. ↑ Drugs.com Drugs.com international listings for Olanzapine Page accessed August 4, 2015
    2. ↑ Kassahun, Kelem; Mattiuz, Edward; Nyhart, Eldon (January 1, 1997). DISPOSITION AND BIOTRANSFORMATION OF THE ANTIPSYCHOTIC AGENT OLANZAPINE IN HUMANS. Drug Metabolism and Disposition. p. 81. {{cite book}}: Unknown parameter |name-list-format= ignored (|name-list-style= suggested) (help)
    3. ↑ Callaghan JT, Bergstrom RF, Ptak LR, et al. (September 1999). "Olanzapine: pharmacokinetic and pharmacodynamic profile". Clin Pharmacokinetics. 37 (3): 177–193. doi:10.2165/00003088-199937030-00001. PMID 10511917.
    4. ↑ Mauri MC, Volonteri LS, Colasanti A, et al. (2007). "Clinical pharmacokinetics of atypical antipsychotics: a critical review of the relationship between plasma concentrations and clinical response". Clinical Pharmacokinetics. 46 (5): 359–88. doi:10.2165/00003088-200746050-00001. PMID 17465637.
    5. 1 2 3 4 "PRODUCT INFORMATION OLANZAPINE SANDOZ® 2.5mg/5mg/7.5mg/10mg/15mg/20mg FILM-COATED TABLETS" (PDF). TGA eBusiness Services. Sandoz Pty Ltd. 8 June 2012. Retrieved 26 November 2013.
    6. 1 2 3 4 5 6 7 8 9 10 11 "Olanzapine, Olanzapine Pamoate Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
    7. ↑ Taylor D, Paton C, Kapur S (2015). The Maudsley Prescribing Guidelines in Psychiatry (12th ed.). London, U K: Wiley-Blackwell. p. 16. ISBN 978-1-118-75460-3.
    8. ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
    9. ↑ "The Top 300 of 2019". clincalc.com. Retrieved 22 December 2018.

    ବାହ୍ୟ ଲିଙ୍କ

    [ସମ୍ପାଦନା]