Jump to content

ଭର୍ଟିଓକ୍ସେଟିନ

ଉଇକିପିଡ଼ିଆ‌ରୁ
ଭର୍ଟିଓକ୍ସେଟିନ
Clinical data
Pronunciation/vɔːrtiˈɒksətn/ vor-TEE-OK--teen
Trade namesTrintellix, Brintellix, others
SynonymsLu AA21004
AHFS/Drugs.commonograph
data
Pregnancy
category
  • AU: B3 []
  • US: C (Risk not ruled out)
    Routes of
    administration
    By mouth (film-coated tablets)
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability75% (peak at 7–11 hours)
    Protein binding98%
    MetabolismExtensive Liver, primarily CYP2D6-mediated oxidation
    Elimination half-life66 hours
    Excretion59% in urine, 26% in feces
    Identifiers
    • 1-[2-(2,4-Dimethyl-phenylsulfanyl)-phenyl]piperazine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ECHA InfoCard100.258.748 Edit this at Wikidata
    Chemical and physical data
    FormulaC18H22N2S
    Molar mass298.45 g/mol (379.36 as hydrobromide)
    3D model (JSmol)
    • CC(C=C(C)C=C1)=C1SC2=C(N3CCNCC3)C=CC=C2
    • InChI=1S/C18H22N2S/c1-14-7-8-17(15(2)13-14)21-18-6-4-3-5-16(18)20-11-9-19-10-12-20/h3-8,13,19H,9-12H2,1-2H3 ☒N
    • Key:YQNWZWMKLDQSAC-UHFFFAOYSA-N ☒N
     ☒NcheckY (what is this?)  (verify)

    ଭର୍ଟିଓକ୍ସେଟିନ (ଇଂରାଜୀ ଭାଷାରେ Vortioxetine, ଏକ ବିକ୍ରୟ ନାମ ଟ୍ରିଣ୍ଟେଲିକ୍ସ/ Trintellix) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଭର୍ଟିଓକ୍ସେଟିନ [] ଏହି ଔଷଧ ଅନ୍ୟାନ୍ୟ ଆଣ୍ଟିଡିପ୍ରେସାଣ୍ଟ (antidepressants) ଔଷଧ ଭଳି ସମତୁଲ ପ୍ରଭାବଶୀଳ ହୁଏ ।[] ଦୁଇଟି ଆଣ୍ଟିଡିପ୍ରେସାଣ୍ଟ ଔଷଧ ପ୍ରଭାବ‌ହୀନ ହେଲେ ଏହି ଔଷଧ ଦିଆଯାଏ ।[] ଏହା ପାଟିରେ ଦିଆଯାଏ । []

    ଭର୍ଟିଓକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟଅଇ (nausea) ହୋଇପାରେ ।[] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ରକ୍ତସ୍ରାବ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ (mania), ଏସଆଇଏଡିଏଚ (SIADH) ଓ ରୋଗୀ ବୟସ ୨୫ରୁ କମ୍ ଥିଲେ ଆତ୍ମହତ୍ୟା ପ୍ରବଣ ହୋଇପାରେ ।[] ଏହି ଔଷଧ ଶୀଘ୍ର ବନ୍ଦ କରିଦେଲେ ଉଇଥଡ୍ରାଆଲ ସିଣ୍ଡ୍ରୋମ (withdrawal syndrome) ହୋଇପାରେ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[] ସେରୋଟୋନିନ ମୋଡ୍ୟୁଲେଟର (serotonin modulator ଶ୍ରେଣୀରେ ଏହାକୁ ଅନ୍ତର୍ଭୁକ୍ତ କରାଯାଏ ।[] ଏହାର କାର୍ଯ୍ୟବିଧି ଅଜଣା ଥିଲେ ମଧ୍ୟ ସେରୋଟୋନିନ serotonin) ସ୍ତର ଅଧିକ କରି ଏହା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ । []

    ସନ ୨୦୧୩ରେ ଭର୍ଟିଓକ୍ସେଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୭.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୩୬୮.୪୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୬୦ତମ ସ୍ଥାନରେ ଥଲା । []

    1. "TGA eBS - Product and Consumer Medicine Information Licence". www.ebs.tga.gov.au. Archived from the original on 29 April 2018. Retrieved 29 April 2018.
    2. 1 2 3 4 5 6 7 8 9 "Vortioxetine Hydrobromide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
    3. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 376. ISBN 9780857113382.
    4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    5. "The Top 300 of 2019". clincalc.com. Retrieved 22 December 2018.