Jump to content

ମିସୋପ୍ରୋସ୍ଟଲ

ଉଇକିପିଡ଼ିଆ‌ରୁ
ମିସୋପ୍ରୋସ୍ଟଲ
Clinical data
Trade namesCytotec, Misodel, other
AHFS/Drugs.commonograph
MedlinePlusa689009
Pregnancy
category
  • AU: X (High risk)
  • US: X (Contraindicated)
    Routes of
    administration
    By mouth, vaginal, under the tongue
    ATC code
    Legal status
    Legal status
    Pharmacokinetic data
    Bioavailabilityextensively absorbed
    Protein binding80-90% (active metabolite, misoprostol acid)
    MetabolismLiver (extensive to misoprostic acid)
    Elimination half-life2040 minutes
    ExcretionUrine (80%)
    Identifiers
    • Methyl 7-((1R,2R,3R)-3-hydroxy-2-((S,E)-4-hydroxy-4-methyloct-1-enyl)-5-oxocyclopentyl)heptanoate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.190.521 Edit this at Wikidata
    Chemical and physical data
    FormulaC22H38O5
    Molar mass382.534 g/mol
    3D model (JSmol)
    • O=C1C[C@@H](O)[C@H](/C=C/CC(O)(C)CCCC)[C@H]1CCCCCCC(=O)OC
    • InChI=1S/C22H38O5/c1-4-5-14-22(2,26)15-10-12-18-17(19(23)16-20(18)24)11-8-6-7-9-13-21(25)27-3/h10,12,17-18,20,24,26H,4-9,11,13-16H2,1-3H3/b12-10+/t17-,18-,20-,22?/m1/s1 checkY
    • Key:OJLOPKGSLYJEMD-URPKTTJQSA-N checkY
      (verify)

    ମିସୋପ୍ରୋସ୍ଟଲ, ବିକ୍ରୟ ନାମ ସାଇଟୋଟେକ, ଗୋଟିଏ ଔଷଧ ଯାହା ପ୍ରସବ ପ୍ରାରମ୍ଭ, ଗର୍ଭପାତ, ଦୁର୍ବଳ ଜରାୟୁ ସଙ୍କୋଚନ ଜନିତ ପ୍ରସବୋତ୍ତର ରକ୍ତସ୍ରାବ ନିମନ୍ତେ ଓ ପେପ୍‌ଟିକ ଅଲସରର ଚିକିତ୍ସା ତ‌ଥା ପ୍ରତିଷେଧ ନିମନ୍ତେ ଦିଆଯାଏ । [] ଗର୍ଭପାତ ନିମନ୍ତେ ଏହା ସ‌ହିତ ମିଫେପ୍ରିସ୍ଟୋନ ବା ମେଥୋଟ୍ରେକ୍‌ସେଟ ଦିଆଯାଏ ।[]ଏହାକୁ ଏକ‌କ ଭାବରେ ଦେଲେ ୬୬%ରୁ ୯୦% ଫଳପ୍ରଦ ହୁଏ । []ଏହା ପାଟିରେ, ଜିଭ ତଳେ ଓ ଯୋନୀ ମଧ୍ୟରେ ଦିଆଯାଇପାରେ ।[][]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା ଓ ପେଟ ଯନ୍ତ୍ରଣା ଉଲ୍ଲେଖନୀୟ । ଏହାକୁ ଗର୍ଭାବସ୍ଥା ଶ୍ରେଣୀ X ରଖାଯାଇଛି କାରଣ ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର ଅସୁବିଧା ହେବା ଜଣାଯାଇଛି । ଜରାୟୁ ମଧ୍ୟ ଫାଟିଯାଇପାରେ । ଏହା ଏକ ପ୍ରୋସ୍ଟାଗ୍ଲାଣ୍ଡିନ ଆନାଲଗ—ବିଶେଷତଃ ଏକ କୃତ୍ରିମ ପ୍ରୋସ୍ଟାଗ୍ଲାଣ୍ଡିନ ଇ (PGE1).[]

    ମିସୋପ୍ରୋସ୍ଟଲ ସନ ୧୯୭୩ରେ ପ୍ରସ୍ତୁତ କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ଡୋଜ ପିଛା ଏହାର ହୋଲସେଲ ମୂଲ୍ୟ ୦.୩୬ରୁ ୨.୦୦ ଆମେରିକୀୟ ଡଲାର ।[] ପାକସ୍ଥଳୀ ଘାଆ ରୋଗ ଥିଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ମାସ ଔଷଧ ଯୋଗାଣର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[]

    1. 1 2 3 "Misoprostol". The American Society of Health-System Pharmacists. Retrieved Feb 20, 2015.
    2. 1 2 Kulier, R; Kapp, N; Gülmezoglu, AM; Hofmeyr, GJ; Cheng, L; Campana, A (9 November 2011). "Medical methods for first trimester abortion". The Cochrane database of systematic reviews (11): CD002855. PMID 22071804.
    3. Bryant, AG; Regan, E; Stuart, G (January 2014). "An overview of medical abortion for clinical practice". Obstetrical & gynecological survey. 69 (1): 39–45. PMID 25102250.
    4. Marret, H; Simon, E; Beucher, G; Dreyfus, M; Gaudineau, A; Vayssière, C; Lesavre, M; Pluchon, M; Winer, N; Fernandez, H; Aubert, J; Bejan-Angoulvant, T; Jonville-Bera, AP; Clouqueur, E; Houfflin-Debarge, V; Garrigue, A; Pierre, F; Collège national des gynécologues obstétriciens, français (April 2015). "Overview and expert assessment of off-label use of misoprostol in obstetrics and gynaecology: review and report by the Collège national des gynécologues obstétriciens français". European journal of obstetrics, gynecology, and reproductive biology. 187: 80–4. PMID 25701235.
    5. Paul, Maureen (2011). "Misoprostol". Management of Unintended and Abnormal Pregnancy: Comprehensive Abortion Care. John Wiley & Sons. ISBN 9781444358476.
    6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    7. "Misoprostol". International Drug Price Indicator Guide. Archived from the original on 10 May 2017. Retrieved 20 December 2015.
    8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 271. ISBN 9781284057560.