Jump to content

ଫ୍ଲୁଓକ୍ସେଟିନ

ଉଇକିପିଡ଼ିଆ‌ରୁ
(Fluoxetineରୁ ଲେଉଟି ଆସିଛି)

ଫ୍ଲୁଓକ୍ସେଟିନ
Clinical data
Trade namesProzac, Animex-On, Sarafem, Adofen, Deprex
AHFS/Drugs.commonograph
MedlinePlusa689006
data
Pregnancy
category
  • AU: C
  • US: C (Risk not ruled out)
    Dependence
    liability
    Physical: Low
    Psychological: Low
    Addiction
    liability
    none
    Routes of
    administration
    Oral
    ATC code
    Legal status
    Legal status
    Pharmacokinetic data
    Bioavailability60–80%[]
    Protein binding94–95%[]
    MetabolismLiver (mostly CYP2D6-mediated)[]
    Onset of action~2–4 weeks
    Elimination half-life1–3 days (acute)
    4–6 days (chronic)[][]
    ExcretionUrine (80%), faeces (15%)[][]
    Identifiers
    • N-methyl-3-phenyl-3-[4-(trifluoromethyl)phenoxy]propan-1-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.125.370 Edit this at Wikidata
    Chemical and physical data
    FormulaC17H18F3NO
    Molar mass309.33 g•mol−1
    3D model (JSmol)
    Melting point179 to 182 °C (354 to 360 °F)
    Boiling point395 °C (743 °F)
    Solubility in water14 mg/mL (20 °C)
    • CNCCC(c1ccccc1)Oc2ccc(cc2)C(F)(F)F
    • InChI=1S/C17H18F3NO/c1-21-12-11-16(13-5-3-2-4-6-13)22-15-9-7-14(8-10-15)17(18,19)20/h2-10,16,21H,11-12H2,1H3 checkY
    • Key:RTHCYVBBDHJXIQ-UHFFFAOYSA-N checkY
      (verify)

    ଫ୍ଲୁଓକ୍ସେଟିନ, ବ୍ୟବସାୟୀକ ନାମ ପ୍ରୋଜାକ ଓ ସାରାଫେମ, ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଶ୍ରେଣୀର ଏକ ଅବସାଦରୋଧୀ ଔଷଧ ।[] ମୂଖ୍ୟ ଅବସାଦ ରୋଗ (major depressive disorder), ବୁଲିମିଆ ନର୍ଭୋସା, ପ୍ୟାନିକ ଡିଜଅର୍ଡ଼ରପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ଆତ୍ମହତ୍ୟା ସଙ୍କଟ ଏହାଦ୍ୱାରା କମ ହୁଏ । ଏହାଦ୍ୱାରା ଅସମୟ ସ୍ଖଳନର ଚିକିତ୍ସା କରାଯାଏ । ଏହା ପାଟିରେ ଦିଆଯାଏ ।[]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୟନ ସମସ୍ୟା, ଖାଦ୍ୟ ଅରୁଚି, ଶୁଷ୍କ ପାଟି, ରାସ ଓ ଅସାଧାରଣ ସ୍ୱପ୍ନ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସେରୋଟୋନିନ ସିଣ୍ଡ୍ରୋମ, ମାନିଆ, ଅପସ୍ମାର ବାତଆତ୍ମହତ୍ୟା ବ୍ୟବ‌ହାର ସଙ୍କଟ ମୂଖ୍ୟତଃ ଦେଖାଯାଏ । ଔଷଧ ହଠାତ ବନ୍ଦ କଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ସ‌ହିତ ଉତ୍କଣ୍ଠ, ମୁଣ୍ଡଭ୍ରମ ଓ ସ୍ପର୍ଷ ପରିବର୍ତ୍ତନ ।[] ଗର୍ଭାବସ୍ଥାରେ ଏହାର ପ୍ରଭାବ ଅଜ୍ଞେୟ ଅଛି । ଔଷଧ ଗ୍ରହଣ କରିବା ଅବସ୍ଥାରେ ସ୍ତନ୍ୟପାନ ଚାଲୁ ରଖାଯାଇପାରେ । [] ଏହାର କାର୍ଯ୍ୟକଳାପ ସ୍ପଷ୍ଟ ନ ଥିଲେ ମଧ୍ୟ ମସ୍ତିଷ୍କରେ ଅଧିକ ସେରୋଟୋନିନ କାମ କରୁଥିବା ବିଶ୍ୱାସ କରାଯାଏ । []

    ସନ ୧୯୭୨ରେ ଏଲି ଲିଲି ଆଣ୍ଡ କମ୍ପାନୀଦ୍ୱାରା ଫ୍ଲୁଓକ୍ସେଟିନ ଆବିଷ୍କୃତ ହୋଇଥିଲା ଓ ୧୯୮୬ରେ ବ୍ୟବ‌ହୃତ ହୋଇଥଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ସନ ୨୦୧୪ରେ ଏହାର ଦୈନିକ ଖର୍ଚ୍ଚ ୦.୦୧ରୁ ୦.୦୪ ଆମେରିକୀୟ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୦.୮୫ ଡଲାର ।[]

    1. 1 2 3 4 5 6 7 "Fluoxetine Hydrochloride". The American Society of Health-System Pharmacists. Retrieved ଡିସେମ୍ବର 2, 2015.
    2. "FLUOXETINE HYDROCHLORIDE capsule [Sandoz Inc]". DailyMed. Sandoz Inc. ଜାନୁଆରୀ 2013. Retrieved ନଭେମ୍ବର 23, 2013.
    3. 1 2 3 "PROZAC® Fluoxetine Hydrochloride" (PDF). TGA eBusiness Services. Eli Lilly Australia Pty. Limited. ଅକ୍ଟୋବର 9, 2013. Retrieved ନଭେମ୍ବର 23, 2013.
    4. 1 2 Altamura, AC; Moro, AR; Percudani, M (ମାର୍ଚ୍ଚ 1994). "Clinical Pharmacokinetics of Fluoxetine" (PDF). Clinical Pharmacokinetics. 26 (3): 201–214. doi:10.2165/00003088-199426030-00004. PMID 8194283.{{cite journal}}: CS1 maint: multiple names: authors list (link)
    5. "Fluoxetine Pregnancy and Breastfeeding Warnings". Retrieved ଡିସେମ୍ବର 2, 2015.
    6. Myers, Richard L. (2007). The 100 most important chemical compounds : a reference guide (1. publ. ed.). Westport, Conn.: Greenwood Press. p. 128. ISBN 9780313337581.
    7. "WHO Model List of Essential Medicines" (PDF). World Health Organization. ଅକ୍ଟୋବର 2013. Retrieved ଅପ୍ରେଲ 22, 2014.
    8. "Fluoxetine". International Drug Price Indicator Guide. Retrieved ଡିସେମ୍ବର 2, 2015.[permanent dead link]