ପାଇଲୋକାର୍ପିନ

ଉଇକିପିଡ଼ିଆ‌ରୁ
ପାଇଲୋକାର୍ପିନ
Clinical data
Trade namesIsopto Carpine, Salagen, others
AHFS/Drugs.commonograph
MedlinePlusa608039
Pregnancy
category
  • AU: B3
  • US: C (Risk not ruled out)
Routes of
administration
topical (eye drops), by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Elimination half-life0.76 hours (5 mg), 1.35 hours (10 mg)[୧]
Excretionurine
Identifiers
  • (3S,4R)-3-Ethyl-4-((1-methyl-1H-imidazol-5-yl)methyl)dihydrofuran-2(3H)-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.936 Edit this at Wikidata
Chemical and physical data
FormulaC11H16N2O2
Molar mass208.257 g/mol
3D model (JSmol)
  • O=C2OC[C@H](Cc1n(cnc1)C)[C@@H]2CC
  • InChI=1S/C11H16N2O2/c1-3-10-8(6-15-11(10)14)4-9-5-12-7-13(9)2/h5,7-8,10H,3-4,6H2,1-2H3/t8-,10-/m0/s1 checkY
  • Key:QCHFTSOMWOSFHM-WPRPVWTQSA-N checkY
  (verify)

ପାଇଲୋକାର୍ପିନ (ଇଂରାଜୀ ଭାଷାରେ Pilocarpine) ଏକ ଔଷଧ ଯାହା ଚକ୍ଷୁର ଅଧିକ ଚାପ (pressure inside the eye) ଓ ଶୁଖିଲା ପାଟି (dry mouth) ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୨] ଓକୁଲାର ହାଇପରଟେନସିନ (ocular hypertension), ଓପନ ଆଙ୍ଗଲ ଗ୍ଲକୋମା, (open angle glaucoma), ଆଙ୍ଗଲ କ୍ଲୋଜର ଗ୍ଲକୋମାରେ (angle closure glaucoma) ଅପରେଶନ ହେବା ପର୍ଯ୍ୟନ୍ତ ଆଖି ଡ୍ରପ ଭାବରେ ଓ ଆବଶ୍ୟକ ସ୍ଥଳେ ମାୟୋସିସ (constriction of the pupil) କରିବା ନିମନ୍ତେ ଏହା ଦିଆଯାଏ ।[୩][୪] ଏକ ଘଣ୍ଟାରେ ଏହାର ପ୍ରଭାବ ଆରମ୍ଭ ହୋଇ ଏକ ଦିନ ପର୍ଯ୍ୟନ୍ତ ରହେ ।[୩] ଜୋଗ୍ରେନ ସିଣ୍ଡ୍ରୋମରେ (Sjogren's syndrome) ହେଉଥିବା ଶୁଖିଲା ପାଟି ନିମନ୍ତେ ଓ ରାଡିଏସନ ଥେରାପିରେ (radiation therapy) ଏହା ଦିଆଯାଏ । [୨]

ପାଇଲୋକାର୍ପିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିରେ ଜ୍ୱାଳା, ଅଧିକ ଲୁହ ସ୍ରାବ, ମୁଣ୍ଡବଥା ଓ ଝାପସା ଦୃଷ୍ଟି । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଆଲର୍ଜିରେଟିନାଲ ଡିଟାଚମେଣ୍ଟ (retinal detachment) ହୋଇପାରେ ।[୩] ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[୫] ଏହା ଏକ ମାଇଟୋଟିକ (miotics) ଶ୍ରେଣୀର ଔଷଧ ।[୬] ଏହା ମସ୍କାରିନିକ ଟାଇପର (muscarinic type) କୋଲିନର୍ଜିକ ରିସେପ୍ଟରକୁ (cholinergic receptors) ମୁକ୍ତ କରି ଆକୁଇଅସ ହ୍ୟୁମରକୁ (aqueous humor) ଆଖିରୁ ବୋହିଯିବାରେ ସାହାଯ୍ୟ କରେ ।[୩]

ସନ ୧୮୭୪ରେ ପାଇଲୋକାର୍ପିନ ପୃଥକ କରାଯାଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୪.୮୮ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଡ୍ରପର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୨] ଦକ୍ଷିଣ ଆମେରିକାର (South American) ପାଇଲୋକାର୍ପସ (Pilocarpus) ଗଛରୁ ଏହା ପ୍ରଥମେ ପ୍ରସ୍ତୁତ କରାଯାଉଥିଲା । [୭]

ଆଧାର[ସମ୍ପାଦନା]

  1. Mervyn Gornitsky; George Shenouda; Khalil Sultanem; Howard Katz; Michael Hier; Martin Black; Ana M Velly (2004). "Double-blind randomized, placebo-controlled study of pilocarpine to salvage salivary gland function during radiotherapy of patients with head and neck cancer". Oral Surgery, Oral Medicine, Oral Pathology, Oral Radiology and Endodontology. 98 (1): 45–52.
  2. ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 254, 412. ISBN 9781284057560.
  3. ୩.୦ ୩.୧ ୩.୨ ୩.୩ "Pilocarpine". The American Society of Health-System Pharmacists. Retrieved 8 December 2016.
  4. WHO Model Formulary 2008 (PDF). World Health Organization. 2009. p. 439. ISBN 9789241547659. Retrieved 8 December 2016.
  5. "Pilocarpine ophthalmic Use During Pregnancy | Drugs.com". www.drugs.com. Retrieved 28 December 2016.
  6. British national formulary : BNF 69 (69 ed.). British Medical Association. 2015. p. 769. ISBN 9780857111562.
  7. ୭.୦ ୭.୧ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 98. ISBN 9780471899792.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Pilocarpine". International Drug Price Indicator Guide. Retrieved 8 December 2016.[permanent dead link]