Jump to content

ଜୀବସାର ଗ

ଉଇକିପିଡ଼ିଆ‌ରୁ
ଜୀବସାର ଗ
Clinical data
SynonymsL-ascorbic acid, ascorbic acid, ascorbate
AHFS/Drugs.commonograph
MedlinePlusa682583
Pregnancy
category
  • A (to RDA), C (above RDA)
Routes of
administration
by mouth, IM, IV, subQ
ATC code
Legal status
Legal status
  • AU: Unscheduled
  • US: OTC
  • general public availability
Pharmacokinetic data
Bioavailabilityrapid & complete
Protein bindingnegligible
Elimination half-lifevaries according to plasma concentration
Excretionkidney
Identifiers
  • 2-oxo-L-threo-hexono-1,4-lactone-2,3-enediol
    or
    (R)-3,4-dihydroxy-5-((S)- 1,2-dihydroxyethyl)furan-2(5H)-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
E numberE300 (antioxidants, ...) Edit this at Wikidata
ECHA InfoCard100.000.061 Edit this at Wikidata
Chemical and physical data
FormulaC6H8O6
Molar mass176.12 g/mol
3D model (JSmol)
Density1.694 g/cm3
Melting point190 °C (374 °F)
Boiling point553 °C (1,027 °F)
  • C([C@@H]([C@@H]1C(=C(C(=O)O1)O)O)O)O
  • InChI=1S/C6H8O6/c7-1-2(8)5-3(9)4(10)6(11)12-5/h2,5,7-10H,1H2/t2-,5+/m0/s1 checkY
  • Key:CIWBSHSKHKDKBQ-JLAZNSOCSA-N checkY
  (verify)

ଜୀବସାର ଗ (ଇଂରାଜୀ ଭାଷାରେ Vitamin C, ଅନ୍ୟ ନାମ ଆସକର୍ବିକ ଏସିଡ/ ascorbic acidL-ascorbic acid) ଏକ ଜୀବସାର ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ସ୍କର୍ଭି ରୋଗର ଚିକିତ୍ସା ତ‌ଥା ପ୍ରତିଷେଧ ଭାବରେ ବ୍ୟବ‌ହୃତ ହୁଏ ।[] ଶର୍ଦ୍ଦି ରୋଗର ପ୍ରତିଷେଧ ନିମନ୍ତେ ଜନ ସାଧାରଣଙ୍କୁ ଏହା ଦେବା ସପକ୍ଷରେ କୌଣସି ପ୍ରମାଣ ମିଳୁନାହିଁ ।[][] ଏହା ପାଟିରେ ଦିଆଯାଏ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[]

ଦେହ ସାଧାରଣତଃ ଜୀବସାର ଗ ସ‌ହ୍ୟ କରିପାରେ ।[] ମାତ୍ରାଧିକ ହେଲେ ପେଟ ଗୋଳମାଳ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ଚମ ଲାଲ ଦେଖାଯାଏ ।[][] ଗର୍ଭାବସ୍ଥାରେ ସାଧାରଣ ମାତ୍ରାରେ ଦେଲେ ଏହ ନିରାପଦ ରହେ ।[] ତନ୍ତୁ (tissue) ମରାମତିରେ ଏହା ଅତ୍ୟାବଶ୍ୟକୀୟ ପୋଷକ (essential nutrient) କାମ କରେ ।[] ଲେମ୍ବୁଜାତୀୟ ଖାଦ୍ୟ (citrus fruit), ଟମାଟୋ (tomato), ଲାଲ ଲଙ୍କା (red pepper|) ଓ ଆଳୁରେ ଏହି ଜୀବସାର ଥାଏ ।[]

ସନ ୧୯୧୨ରେ ଜୀବସାର ଗ ଆବିଷ୍କୃତ ହୋଇ ସନ ୧୯୨୮ରେ ପୃଥକ କରାଯାଇଥିଲା ଓ ସନ ୧୯୩୩ରେ ପ୍ରଥମେ ତିଆରି କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବଟିକାର ମୂଲ୍ୟ ୦.୦୦୩ରୁ ୦.୦୦୭ ଆମେରିକୀୟ ଡଲାର ।[] ଅନେକ ଦେଶରେ ସକାଳ ଖାଦ୍ୟରେ (breakfast cereal) ଏହା ଯୋଗ କରାଯାଇଥାଏ । []

  1. 1 2 3 4 5 6 "Ascorbic Acid". The American Society of Health-System Pharmacists. Retrieved 8 December 2016.
  2. 1 2 3 "Fact Sheet for Health Professionals - Vitamin C". Office of Dietary Supplements, US National Institutes of Health. 11 February 2016.
  3. 1 2 WHO Model Formulary 2008 (PDF). World Health Organization. 2009. p. 496. ISBN 9789241547659. Retrieved 8 December 2016.
  4. "Ascorbic acid Use During Pregnancy | Drugs.com". www.drugs.com. Retrieved 30 December 2016.
  5. Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "International Drug Price Indicator Guide. Vitamin C: Supplier Prices". Management Sciences for Health, Arlington, VA. 2016. Archived from the original on 23 March 2017. Retrieved 22 March 2017.