ମେଥାଡନ

ଉଇକିପିଡ଼ିଆ‌ରୁ
ମେଥାଡନ
Clinical data
Trade namesDolophine, others
AHFS/Drugs.commonograph
MedlinePlusa682134
Pregnancy
category
  • AU: C
  • US: C (Risk not ruled out)
Routes of
administration
Oral, intravenous, insufflation, sublingual, rectal
ATC code
Legal status
Legal status
Pharmacokinetic data
Bioavailability41-99% (oral)[୧]
Protein binding85-90%[୧]
MetabolismLiver (CYP3A4, CYP2B6 and CYP2D6-mediated)[୧][୨]
Onset of actionrapid[୩]
Elimination half-life7-65 hours[୨]
Duration of action4-8 hrs (one dose), 1-2 days (prolonged use)[୩]
ExcretionUrine, faeces[୨]
Identifiers
  • (RS)-6-(dimethylamino)-4,4-diphenylheptan-3-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.907 Edit this at Wikidata
Chemical and physical data
FormulaC21H27NO
Molar mass309.445 g/mol
3D model (JSmol)
Chirality1 : 1 mixture (racemate)
  • CCC(C(C1=CC=CC=C1)(C2=CC=CC=C2)CC(N(C)C)C)=O
  • InChI=1S/C21H27NO/c1-5-20(23)21(16-17(2)22(3)4,18-12-8-6-9-13-18)19-14-10-7-11-15-19/h6-15,17H,5,16H2,1-4H3 checkY
  • Key:USSIQXCVUWKGNF-UHFFFAOYSA-N checkY
 ☒NcheckY (what is this?)  (verify)

ମେଥାଡନ, ବିକ୍ରୟ ନାମ ଡୋଲୋଫିନ, ଏକ ଅଫିମ ଜାତୀୟ ଔଷଧ ଯାହା ଯନ୍ତ୍ରଣା ଚିକିତ୍ସା, ସଂରକ୍ଷଣ ଥେରାପିଅଫିମ ନିର୍ଭରଶୀଳ ଲୋକଙ୍କ ନିଶାବିହୀନ ନିମନ୍ତେ ବ୍ୟବ‌ହାର କରାଯାଏ । [୩] ଏକ ମାସ ମଧ୍ୟରେ ନିଶାବିହୀନ ହୋଇପାରିବ ବା ୬ ମାସ ମଧ୍ୟ ଲାଗିପାରିବ । ଗୋଟିଏ ଡୋଜ ଶୀଘ୍ର କାମ କଲେ ମଧ୍ୟ ସର୍ବାଧିକ ପ୍ରଭାବ ନିମନ୍ତେ ୫ ଦିନ ଲାଗିପାରେ । ଏହାର ପ୍ରଭାବ ୬ଘଣ୍ଟା ପର୍ଯ୍ୟନ୍ତ ରହେ ଓ ଦୀର୍ଘକାଳୀନ ବ୍ୟବ‌ହାରରେ ଦେଢ଼ ଦିନ ରହିପାରେ । ମେଥାଡନ ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । [୩]

ଏହି ଔଷଦର ଅଫିମ ଅନୁଜାତୀୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଶିରଭ୍ରମ, ନିଦୁଆ ଓ ଝାଳ ବୋହିବା ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଓପିଅଏଡ଼ ଆବ୍ୟୁଜ ବା ଶ୍ୱାସକ୍ରିୟା ପ୍ରଚେଷ୍ଟ କମ ହୁଏ । ପ୍ରଲମ୍ବିତ କ୍ୟୁଟି ସ‌ହିତ ଅନିୟମିତ ହୃତ୍‌ପିଣ୍ଡ ହାର ମଧ୍ୟ ଦେଖାଯାଏ ।[୩] ସନ ୨୦୧୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଫିମ ସଂକ୍ରାନ୍ତିୟ ବିଷାକ୍ତ‌ତାର ୨୬ % ବା ୪୪୧୮ ଲୋକ ମେଥାଡିନ ଯୋଗୁ ବିଷାକ୍ତ ହୋଇଥିଲେ ।[୪] ଅଧିକ ଡୋଜ ଦେଲେ ଅଧିକ ସଙ୍କଟ ରହେ ।[୫] ରାସାୟନିକ ପଦ୍ଧତିରେ ମେଥାଡନ ପ୍ରସ୍ତୁତ କରାଯାଏ ଓ ଏହା ଓପିଅଏଡ ରିସେପ୍ଟର ଉପରେ କାମକରେ । [୩]

ସନ ୧୯୩୭ରୁ ୧୯୩୯ ଭିତରେ ଜର୍ମାନୀରେ ଗୁସ୍ଟାଭ ଏରହାର୍ଟ (Gustav Ehrhart) ଓ ମାକ୍ସ ବକମୁଲ (Max Bockmühl) ଏହି ମେଥାଡନ ପ୍ରସ୍ତୁତ କରିଥିଲେ । [୬][୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୪୭ରେ ବ୍ୟବ‌ହାର ନିମନ୍ତେ ଅନୁମୋଦିତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ପୃଥିବୀରେ ସନ ୨୦୧୩ରେ ୪୧,୪୦୦ କେଜି ମେଥାଡନ ଉତ୍ପାଦିତ ହୋଇଥିଲା ।[୯] ଅନ୍ୟ ସମସ୍ତ ନିଶାଦ୍ରବ୍ୟ ଭଳି ଏହା ନିୟନ୍ତ୍ରଣ କରାଯାଏ ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅତି ଦାମିକା ନୁହେଁ । [୧୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Fredheim, OM; Moksnes, K; Borchgrevink, PC; Kaasa, S; Dale, O (August 2008). "Clinical pharmacology of methadone for pain". Acta Anaesthesiologica Scandinavica. 52 (7): 879–89. doi:10.1111/j.1399-6576.2008.01597.x. PMID 18331375.
  2. ୨.୦ ୨.୧ ୨.୨ Brown, R; Kraus, C; Fleming, M; Reddy, S (November 2004). "Methadone: applied pharmacology and use as adjunctive treatment in chronic pain" (PDF). Postgraduate Medical Journal. 80 (949): 654–9. doi:10.1136/pgmj.2004.022988. PMC 1743125. PMID 15537850.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Methadone Hydrochloride". The American Society of Health-System Pharmacists. Retrieved Dec 2015. {{cite web}}: Check date values in: |accessdate= (help)
  4. "Data table for Figure 1. Age-adjusted drug-poisoning and opioid-analgesic poisoning death rates: United States, 1999–2011" (PDF). CDC. Retrieved 22 December 2015.
  5. Chou, R; Turner, JA; Devine, EB; Hansen, RN; Sullivan, SD; Blazina, I; Dana, T; Bougatsos, C; Deyo, RA (17 February 2015). "The effectiveness and risks of long-term opioid therapy for chronic pain: a systematic review for a National Institutes of Health Pathways to Prevention Workshop". Annals of Internal Medicine. 162 (4): 276–86. doi:10.7326/M14-2559. PMID 25581257.
  6. Methadone Matters: Evolving Community Methadone Treatment of Opiate Addiction. CRC Press. 2003. p. 13. ISBN 9780203633090.
  7. "Diphenypropylamine Derivatives". Encyclopedia of Drug Policy. 2011. ISBN 9781506338248.
  8. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  9. Narcotic Drugs 2014 (pdf). INTERNATIONAL NARCOTICS CONTROL BOARD. 2015. p. 21. ISBN 9789210481571.
  10. Organization, World Health (2009). Guidelines for the psychosocially assisted pharmacological treatment of opioid dependence. Geneva: World Health Organization. p. 78. ISBN 9789241547543.
  11. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 13. ISBN 9781284057560.