ରିଜାଟ୍ରିପ୍ଟାନ

ଉଇକିପିଡ଼ିଆ‌ରୁ
(Rizatriptanରୁ ଲେଉଟି ଆସିଛି)
ରିଜାଟ୍ରିପ୍ଟାନ
Clinical data
Trade namesMaxalt, others
AHFS/Drugs.commonograph
MedlinePlusa601109
Pregnancy
category
Routes of
administration
By mouth
Drug classTriptan
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability45%
Protein binding14%
Metabolismby monoamine oxidase
Elimination half-life2–3 hours
Excretion82% urine; 12% faeces
Identifiers
  • N,N-dimethyl-2-[5-(1H-1,2,4-triazol-1-ylmethyl)-1H-indol-3-yl]ethanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.243.719 Edit this at Wikidata
Chemical and physical data
FormulaC15H19N5
Molar mass269.345 g/mol
3D model (JSmol)
  • n1cncn1Cc2cc3c(cc2)[nH]cc3CCN(C)C
  • InChI=1S/C15H19N5/c1-19(2)6-5-13-8-17-15-4-3-12(7-14(13)15)9-20-11-16-10-18-20/h3-4,7-8,10-11,17H,5-6,9H2,1-2H3 checkY
  • Key:ULFRLSNUDGIQQP-UHFFFAOYSA-N checkY
 ☒NcheckY (what is this?)  (verify)

ରିଜାଟ୍ରିପ୍ଟାନ (ଇଂରାଜୀ ଭାଷାରେ Rizatriptan, ଏକ ବିକ୍ରୟ ନାମ ମାକ୍ସାଲ୍ଟ/ Maxalt) ଏକ ଔଷଧ ଯାହା ଅଧକପାଳି ରୋଗର ଚିକିତ୍ସାରେ ଦିଆଯାଏ ।[୧] ଅଧକପାଳି ରୋଗ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଏହା ଦିଆଯିବା ଉଚିତ ।[୨] ଏହା ପାଟିରେ ଦିଆଯାଏ ।[୧]

ରିଜାଟ୍ରିପ୍ଟାନର ସାଧାରଣ ପ୍ରତିକ୍ରିୟାରେ ଛାତି ଯନ୍ତ୍ରଣା (chest pain), ମୁଣ୍ଡ ଓଜନିଆ, ଶୁଷ୍କ ପାଟି ଓ ଝିମ୍ ଝିମ୍ ଅନୁଭବ ହୋଇପାରେ । [୧] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ହୃଦ୍‌ଘାତ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ସେରୋଟୋନିନ ସିଣ୍ଡ୍ରୋମଆନାଫାଇଲାକ୍‌ସିସ ହୋଇପାରେ ।[୧] ଅତ୍ୟଧିକ ଔଷଧ ସେବନ କଲେ ଔଷଧ ଅତ୍ୟଧିକ ସେବନ ମୁଣ୍ଡବିନ୍ଧା (medication overuse headache) ହୋଇପାରେ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହି ଔଷଧ ଦେବାକୁ ମନା କରାଯାଏ ।[୨] ଏହା ଏକ ଟ୍ରିପ୍ଟାନ (triptan) ଶ୍ରେଣୀର ଔଷଧୋ ୫-ଏଚଟି୧ ରିସେପ୍ଟରକୁ (5-HT1 receptor) ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ । [୧]

ରିଜାଟ୍ରିପ୍ଟାନ ସନ ୧୯୯୧ରେ ପେଟେଣ୍ଟ ହେବା ପରେ ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୩.୧୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦରେ ପ୍ରାୟ ୦.୭୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୨ ତମ ସ୍ଥାନରେ ଥଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Rizatriptan Benzoate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  2. ୨.୦ ୨.୧ ୨.୨ ୨.୩ British national formulary : BNF 76 (76 ed.). Pharmaceutical Press. 2018. p. 473. ISBN 9780857113382.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 9783527607495.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]