Jump to content

ଆଜିଥ୍ରୋମାଇସିନ

ଉଇକିପିଡ଼ିଆ‌ରୁ
(Azithromycinରୁ ଲେଉଟି ଆସିଛି)
ଆଜିଥ୍ରୋମାଇସିନ
Clinical data
Trade namesZithromax, Azithrocin, others
Synonyms9-deoxy-9a-aza-9a-methyl-9a-homoerythromycin A
AHFS/Drugs.commonograph
MedlinePlusa697037
data
Pregnancy
category
  • AU: B1
  • US: B (No risk in non-human studies)
    Routes of
    administration
    Oral (capsule, tablet or suspension), intravenous, ophthalmic
    ATC code
    Legal status
    Legal status
    Pharmacokinetic data
    Bioavailability38% for 250 mg capsules
    MetabolismHepatic
    Elimination half-life11–14 h (single dose) 68 h (multiple dosing)
    ExcretionBiliary, renal (4.5%)
    Identifiers
    • (2R,3S,4R,5R,8R,10R,11R,12S,13S,14R)-2-ethyl-3,4,10-trihydroxy-3,5,6,8,10,12,14-heptamethyl-15-oxo- 11-{[3,4,6-trideoxy-3-(dimethylamino)-β-D-xylo-hexopyranosyl]oxy}-1-oxa-6-azacyclopentadec-13-yl 2,6-dideoxy-3-C-methyl-3-O-methyl-α-L-ribo-hexopyranoside
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    NIAID ChemDB
    ECHA InfoCard100.126.551 Edit this at Wikidata
    Chemical and physical data
    FormulaC38H72N2O12
    Molar mass748.984 g•mol−1
    3D model (JSmol)
    • CN(C)[C@H]3C[C@@H](C)O[C@@H](O[C@@H]2[C@@H](C)[C@H](O[C@H]1C[C@@](C)(OC)[C@@H](O)[C@H](C)O1)[C@@H](C)C(=O)O[C@H](CC)[C@@](C)(O)[C@H](O)[C@@H](C)N(C)C[C@H](C)C[C@@]2(C)O)[C@@H]3O
    • InChI=1S/C38H72N2O12/c1-15-27-38(10,46)31(42)24(6)40(13)19-20(2)17-36(8,45)33(52-35-29(41)26(39(11)12)16-21(3)48-35)22(4)30(23(5)34(44)50-27)51-28-18-37(9,47-14)32(43)25(7)49-28/h20-33,35,41-43,45-46H,15-19H2,1-14H3/t20-,21-,22+,23-,24-,25+,26+,27-,28+,29-,30+,31-,32+,33-,35+,36-,37-,38-/m1/s1 checkY
    • Key:MQTOSJVFKKJCRP-BICOPXKESA-N checkY
      (verify)

    ଆଜିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବ‌ହାର କରାଯାଏ । [] ଏହି ରୋଗମାନଙ୍କ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ତଣ୍ଟି ସଂକ୍ରମଣ, ନିମୋନିଆ, ପର୍ଯ୍ୟଟକ ତରଳ ଝାଡ଼ା ଓ ଅନ୍ୟ କେତେକ ଖାଦ୍ୟନଳୀ ସଂକ୍ରମଣ ଅନ୍ତର୍ଭୁକ୍ତ । ଅନେକ ଯୌନସଂଚାରିତ ସଂକ୍ରମଣ ରୋଗ ଯେପରିକି କ୍ଲାମିଡିଆ ଓ ଗନରିଆ ସଂକ୍ରମଣରେ ମଧ୍ୟ ବ୍ୟବ‌ହାର କରାଯାଏ । ମ୍ୟାଲେରିଆ ରୋଗରେ ଅନ୍ୟ କେତେକ ଔଷଧ ସ‌ହିତ ଏହା ଦିଆଯାଇପାରେ । ଏହା ପାଟିରେ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । []

    ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଖରାପ ଉଲ୍ଲେଖ‌ଯୋଗ୍ୟ  ଆଲର୍ଜି ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ହୋଇପାରେ । ଗର୍ଭାବସ୍ଥାରେ କୌଣସି ଅସୁବିଧା ହୁଏନାହିଁ ।[] ସ୍ତନ୍ୟପାନ ସମୟରେ ଏହାର ଭୂମିକା ସ୍ପଷ୍ଟ ନ ହେଲେ ମଧ୍ୟ ଭଲ ଥାଇପାରେ । [] ଏହା ମାକ୍ରୋଲାଇଡ ଆଣ୍ଟିବାୟୋଟିକ ଦଳର ଏକ ଆଜାଲାଇଡ ଏହା ଜୀବାଣୁର ପ୍ରୋଟିନ ପ୍ରସ୍ତୁତିରେ ବାଧା ସୃଷ୍ଟି କରି ତାହାର ବୃଦ୍ଧି ରୋକିଦିଏ ।[]

    ଆଜିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ତିଆରି ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ।[] ଡୋଜ ପିଛା ଏହାର ମୂଲ୍ୟ ୦.୧୮ରୁ ୨.୯୮ ଆମେରିକୀୟ ଡଲାର । [] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ସମ୍ପୁର୍ଣ୍ଣ କୋର୍ଷର ମୂଲ୍ୟ ୩୩ ଡଲାର ।[]

    1. 1 2 3 4 5 "Azithromycin". The American Society of Health-System Pharmacists. Retrieved Aug 1, 2015.
    2. "Azithromycin use while Breastfeeding". Retrieved 4 September 2015.
    3. Greenwood, David (2008). Antimicrobial drugs : chronicle of a twentieth century medical triumph (1. publ. ed.). Oxford: Oxford University Press. p. 239. ISBN 9780199534845.
    4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. ISBN 9781284057560.
    6. "Azithromycin". International Drug Price Indicator Guide. Archived from the original on 24 March 2020. Retrieved 4 September 2015.