ସୁରାମିନ

ଉଇକିପିଡ଼ିଆ‌ରୁ
(Suraminରୁ ଲେଉଟି ଆସିଛି)
ସୁରାମିନ
Clinical data
Trade namesAntrypol, 309 F, 309 Fourneau, Bayer 205, Moranyl, Naganin, Naganine
Routes of
administration
by injection only
ATC code
Legal status
Legal status
  • US: not FDA approved
Identifiers
  • 8,8'-{Carbonylbis[imino-3,1-phenylenecarbonylimino(4-methyl-3,1-phenylene)carbonylimino]}di(1,3,5-naphthalenetrisulfonic acid)
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.145 Edit this at Wikidata
Chemical and physical data
FormulaC51H40N6O23S6
Molar mass1297.29
3D model (JSmol)
  • O=C(Nc1cc(ccc1C)C(=O)Nc3c2c(cc(cc2c(cc3)S(=O)(=O)O)S(=O)(=O)O)S(=O)(=O)O)c8cccc(NC(=O)Nc7cc(C(=O)Nc6cc(C(=O)Nc5c4c(cc(cc4c(cc5)S(=O)(=O)O)S(=O)(=O)O)S(=O)(=O)O)ccc6C)ccc7)c8
  • InChI=1S/C51H40N6O23S6/c1-25-9-11-29(49(60)54-37-13-15-41(83(69,70)71)35-21-33(81(63,64)65)23-43(45(35)37)85(75,76)77)19-39(25)56-47(58)27-5-3-7-31(17-27)52-51(62)53-32-8-4-6-28(18-32)48(59)57-40-20-30(12-10-26(40)2)50(61)55-38-14-16-42(84(72,73)74)36-22-34(82(66,67)68)24-44(46(36)38)86(78,79)80/h3-24H,1-2H3,(H,54,60)(H,55,61)(H,56,58)(H,57,59)(H2,52,53,62)(H,63,64,65)(H,66,67,68)(H,69,70,71)(H,72,73,74)(H,75,76,77)(H,78,79,80) checkY
  • Key:FIAFUQMPZJWCLV-UHFFFAOYSA-N checkY
 ☒NcheckY (what is this?)  (verify)

ସୁରାମିନ (ଇଂରାଜୀ ଭାଷାରେ Suramin) ଏକ ଔଷଧ (medication) ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସଅଙ୍କୋସର୍ସିଆସିସ ରୋଗରେ ବ୍ୟବ‌ହାର କରାଯାଏ ।[୧][୨] କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ପ୍ରଭାବିତ ହୋଇନଥିବା ଆଫ୍ରିକାନ ଟ୍ରିପାନୋସୋମିଆସିସ ରୋଗରେ ଏହା ସର୍ବାଧିକ ପସନ୍ଦ ଯୋଗ୍ୟ ଔଷଧ ।[୩] ଶିରାରେ ଇଞ୍ଜେକସନ (injection into a vein) ଆକାରରେ ଏହି ଔଷଧ ଦିଆଯାଏ । [୪]

ସୁରାମିନ ଔଷଧ ଯୋଗୁ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୪] ସାଧାରଣ ପ୍ରତିକ୍ରିୟା ମଧ୍ୟରେ ଅଇ, ବାନ୍ତି, ତରଳ ଝାଡ଼ା, ମୁଣ୍ଡବଥା, ଚମରେ ଝିମଝିମ ଅନୁଭବ ଓ ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଏ । ହାତ, ପାଦ ତଳ ଘାଆ, ଦୃଷ୍ଟି ସମସ୍ୟା, ଜ୍ୱର ଓ ପେଟ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ନିମ୍ନ ରକ୍ତଚାପ (low blood pressure), କମ ଚେତନ ଶକ୍ତି (decreased level of consciousness), ବୃକ୍‌କ ସମସ୍ୟା (kidney problems), ଅଳ୍ପ ସଂଖ୍ୟକ ରକ୍ତ ଜୀବକୋଷ (low blood cell levels) ଇତ୍ୟାଦି ଲକ୍ଷଣ ଦେଖାଯାଏ । [୪] ସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାର ବିପଦମୁକ୍ତ କି ନୁହେଁ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[୨]

ସୁରାମିନ ସନ ୧୯୧୬ରେ ପ୍ରସ୍ତୁତ ହୋଇଥିବା ଜଣାଯାଏ ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ ମିଳେ । [୩] ଏହି ଔଷଧର ଗୋଟିଏ କୋର୍ଷର ମୂଲ୍ୟ ପ୍ରାୟ ୨୭ ଆମେରିକୀୟ ଡଲାର ।[୬] ରୋଗ‌ଗ୍ରସ୍ତ ଇଲାକାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ସୁରାମିନ ବିନାମୂଲ୍ୟରେ ମିଳେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ "WHO Model List of Essential Medicines. 18th list (April 2013)" (PDF). World Health Organization. October 2013. Retrieved 22 April 2014.
  2. ୨.୦ ୨.୧ ୨.୨ "Micromedex Detailed Drug Information for the Consumer: Suramin (Injection route)". PubMed Health. 1 November 2016.
  3. ୩.୦ ୩.୧ "Our Formulary Infectious Diseases Laboratories CDC". www.cdc.gov. 22 September 2016. Retrieved 30 November 2016.
  4. ୪.୦ ୪.୧ ୪.୨ Zuckerman, Dr Jane N. (2002). Principles and Practice of Travel Medicine (in ଇଂରାଜୀ). John Wiley & Sons. p. 113. ISBN 9780471490791.
  5. Mehlhorn, Heinz (2008). Encyclopedia of Parasitology: A-M (in ଇଂରାଜୀ). Springer Science & Business Media. p. 475. ISBN 9783540489948.
  6. Dumas, Michel; Bouteille, Bernard; Buguet, Alain (2013). Progress in Human African Trypanosomiasis, Sleeping Sickness (in ଇଂରାଜୀ). Springer Science & Business Media. p. 256. ISBN 9782817808574.
  7. "Trypanosomiasis, human African (sleeping sickness)". World Health Organization. February 2016. Retrieved 7 December 2016.